Home କେନ୍ଦୁଝର ୪୩୦ରେ ପହଞ୍ଚିଲା ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

୪୩୦ରେ ପହଞ୍ଚିଲା ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

83

ହାଟଡିହି, ୬ /୧୦- (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ଦୁଇଦିନ ଭିତରେ ୬ଜଣ ଆକ୍ରାନ୍ତ ବାହାରିବାପରେ ଏବେ ସଂଖ୍ୟା ଯାଇ ୪୩୦ରେ ପହଞ୍ଚିଛିି । ବିଶେଷତଃ ଏବେ କେବଳ ସ୍ଥାନୀୟ ସଂକ୍ରମଣ ବାହାରୁ ଥିବାରୁ ଏହା ଗୋଷ୍ଠୀ ସଂକ୍ରମଣ ଆଡକୁ ଗତି କରୁଛି । ଗତକାଲି ସୋସୋ ପଞ୍ଚାୟତରେ ୨ଜଣ , ବାଲିବରେଇ ପଞ୍ଚାୟତରେ ଜଣେ, ମରୈଗାଁ ପଞ୍ଚାୟତରେ ଜଣେ ପଜେଟିଭ ଚିହ୍ନଟ ହୋଇଥିବାବେଳେ ଆଜି କଳିଗାଁ ପଞ୍ଚାୟତରେ ଜଣେ ଓ ଡଅଁର ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଥିବା ଶ।।ଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.