Home 2020
Yearly Archives: 2020
ରାଜ୍ୟରେ ଆଜି ୨୧୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୧୭ ମୃତ – ଜାଣନ୍ତୁ ଆପଣଙ୍କ ଜିଲ୍ଲାର ସମ୍ପୂର୍ଣ୍ଣ...
ଭୁବନେଶ୍ୱର ୧୭-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୧୯୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୬୩୪୫ କୁ ବୃଦ୍ଧି ପାଇଛି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୨୭୪ ଜଣ ନୂଆ ଆକ୍ରାନ୍ତ...
ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ – ମୋଟ ମୃତକଙ୍କ ସଂଖ୍ୟା ୧୧୨୧ କୁ ବୃଦ୍ଧି
ଭୁବନେଶ୍ୱର ୧୭-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି କରୋନା ନେଲା ୧୭ ମୁଣ୍ଡ। ମୋଟ ମୃତକଙ୍କ ସଂଖ୍ୟା ୧୧୨୧ କୁ ବୃଦ୍ଧି ପାଇଛି। ଏ ନେଇ ଓଡ଼ିଶା ସରକାରଙ୍କର ସ୍ୱାସ୍ଥ୍ୟ ବିଭାଗ ସୂଚନା...
ରାଜ୍ୟରେ ଆଜି ୨୧୯୬ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୬୬୩୪୫ କୁ ବୃଦ୍ଧି
ଭୁବନେଶ୍ୱର ୧୭-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୬୩୪୫ କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତ : ୨୧୯୬
- କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୭୪
- ସ୍ଥାନୀୟ...
ମିଥୁନ ଚକ୍ରବର୍ତ୍ତୀଙ୍କର ପତ୍ନୀ ଯୋଗୀତା ବାଲି ଏବଂ ପୁଅ ମହାକ୍ଷୟଙ୍କ ବିରୁଦ୍ଧରେ ଦୁଷ୍କର୍ମ, ପ୍ରତାରଣା ଏବଂ ବଳପୂର୍ବକ ଗର୍ଭପାତ...
ନୂଆଦିଲ୍ଲୀ ୧୭, ଅକ୍ଟୋବର (ଓଡ଼ିଆ ପୁଅ) ମିଥୁନ ଚକ୍ରବର୍ତ୍ତୀଙ୍କର ପତ୍ନୀ ଯୋଗୀତା ବାଲି ଏବଂ ପୁଅ ମହାକ୍ଷୟଙ୍କ ବିରୁଦ୍ଧରେ ଦୁଷ୍କର୍ମ, ପ୍ରତାରଣା ଏବଂ ବଳପୂର୍ବକ ଗର୍ଭପାତ କରାଇବା ଅଭିଯୋଗରେ ମୁମ୍ବାଇର ଓସିୱାରା ପୋଲିସ...
ଦେଶରେ ଆଜି ୬୨, ୨୧୨ ନୂଆ କୋରନା ଆକ୍ରାନ୍ତ, ୮୩୭ ମୃତ – ମୋଟ ମୃତ୍ୟୁ ସଂଖ୍ୟା ୧,...
ନୂଆ ଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୨, ୨୧୨ ନୂଆ କରୋନା ଆଖ୍ରାନ୍ତ ଚିହ୍ନଟ ହୋଇଛନ୍ତି ଏବଂ ୮୩୭ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଛି।...
ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀ ଗୁଳିବିନିମୟ ଏକ ଆତଙ୍କବାଦୀ ନିପାତ – AK-47 ଉଦ୍ଧାର
ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଜାମ୍ମୁ କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିବା ସୂଚନା ମିଳିଛି। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହେବାର ଖବର...
ରଗ୍ବି ଖେଳାଳି ସ୍ୱର୍ଣ୍ଣପଦକ ବିଜୟିନୀ ସୁଜାତାଙ୍କୁ ସର୍ମ୍ବଧନା
ନୟାଗଡ/୧୬/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ବଣମଲ୍ଲୀ ବଣରେ ଫୁଟି ମଉଳିଗଲା ଭଳି ଓଡିଶାର ସ୍ୱର୍ଣ୍ଣପଦକ ବିଜେତା ରଗ୍ବି ଖେଳାଳି ସୁଜାତା ନୟାଗଡ ଜିଲ୍ଲା ରଣପୁର ବ୍ଲକ ପଟିଆ ଗ୍ରାମ ପଞ୍ଚାୟତ ଗିରିଣ୍ଡା ଗ୍ରାମରେ...
ଓଡିଶାର ମୂଖ୍ୟମନ୍ତ୍ରୀଙ୍କ ୭୪ତମ ଜନ୍ମ ଦିନରେ ରକ୍ତଦାନ ଶିବିର
ନୟାଗଡ/୧୬/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ମାନ୍ୟବର ଓଡିଶାର ମୂଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ୭୪ ତମ ଜନ୍ମ ଦିବସରେ କରୋନା କଟକଣା ଯୋଗୁଁ କେବଳ ରକ୍ତଦାନ ଓ ପ୍ଲାଜମା ଦାନ ପାଇଁ ନିର୍ଦେଶ...
ରଣପୁର ପୌରାଂଚଳ ବସ୍ତିବାସିନ୍ଦାଙ୍କୁ ଭୂମିଯୋଗ୍ୟ ପରିଚୟ ପତ୍ର ବଣ୍ଟନ
ନୟାଗଡ/୧୬/୧୦(ଓଡିଆପୁଅ / ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ଏନ ଏ ସି କୁ ୫ବର୍ଷ ପୁରିଯାଇଥିଲେ ସୁଦ୍ଧା ଅନେକ ଲୋକ ବସ୍ତିରେ ଘରକରି ଜମି ପଟ୍ଟା ନଥାଇ ରହି ଆସୁଛନ୍ତି । ଅନେକ...
ଦେଶବାସୀଙ୍କୁ ନବରାତ୍ରୀ ପାଇଁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ – ମାତା ଜଗଦମ୍ବା, ସମସ୍ତଙ୍କ ଜୀବନରେ ସୁଖ ଏବଂ...
ନୂଆଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ଆଜିଠାରୁ ଦେଶରେ ନବରାତ୍ରୀ ପର୍ବ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ପବିତ୍ର ପର୍ବ ପାଇଁ ସମସ୍ତ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ...
ଆର୍ମେନିଆ ଏବଂ ଆଜେରବୈଜାନ ସଂଘର୍ଷ : ସୋମବାର ବନ୍ଦ ଦ୍ୱାରରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ
ନୂଆ ଦିଲ୍ଲୀ ୧୭-୧୦ (ଓଡ଼ିଆ ପୁଅ) ସୋମବାର ବନ୍ଦ ଦ୍ୱାରରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହେବ ଏବଂ ଆର୍ମେନିଆ ଏବଂ ଆଜେରବୈଜାନ ମଧ୍ୟରେ ନାଗର୍ଣ୍ଣୋ-କାରାବାଖ ଅଞ୍ଚଳରେ ଚାଲିଥିବା ବିବାଦ...
କରୋନା ୱାର୍ଲ୍ଡ : ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଚାଲିଛି କରୋନା, ସଂକ୍ରମଣରେ ୧୧ ଲକ୍ଷ ୯ ହଜାର...
ନୂଆଦିଲ୍ଲୀ ୧୭ା୧୦(ଓଡ଼ିଆ ପୁଅ) କରୋନା ଭାଇରସ୍ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଦିନକୁ ଦିନ ଏହାର ଆକ୍ରାନ୍ତ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଏବଂ ବହୁ ସଂଖ୍ୟାରେ ଲୋକ ଏହି...
ଦିନକରେ ବାଲେଶ୍ୱରରେ ୫୭ ପଜିଟିଭ୍ ଚିହ୍ନଟ, ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ୯୧୬୪ କୁ ବୃଦ୍ଧି
ବାଲେଶ୍ୱର, ୧୬ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସାମ୍ପ୍ରତିକ ସ୍ଥିତିରେ ବଢ଼ି ଚାଲିଥିବା କରୋନା ସଂକ୍ରମଣ ସମଗ୍ର ବିଶ୍ୱ ପାଇଁ ବିପଦମୟ ସ୍ଥିତି ସୃଷ୍ଟି କରିଛି। ଭାରତ ଭଳି ଜନବହୁଳ ରାଷ୍ଟ୍ରରେ କରୋନା ସଂକ୍ରମିତଙ୍କ ସଂଖ୍ୟା...
ଉପ-ନିର୍ବାଚନରେ ୮ ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ
ବାଲେଶ୍ୱର, ୧୬ା୧୦ (ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ସଦର ଉପ-ନିର୍ବାଚନ ପାଇଁ ଗତ ୯ ତାରିଖରୁ ଆରମ୍ଭ ହୋଇଥିବା ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆଜି ଶେଷ ହୋଇଛି। ଏହି ନିର୍ବାଚନରେ ବିଭିନ୍ନ ଦଳ...
ମଦଭର୍ତ୍ତି ପିକଅପ୍-କାର୍ ଜବତ୍ – ୩ ଗିରଫ
ବାଲେଶ୍ୱର, ୧୬ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆଜି ଚଢ଼ଉ ହୋଇ ଚୋରା ଦେଶୀମଦ ଭର୍ତ୍ତି ଗୋଟିଏ କାର ଓ ଏକ ପିକଅପ ଭ୍ୟାନ ଜବତ ସହ ୩ ଜଣଙ୍କୁ...
ପଦ୍ମ ଛାଡ଼ିବାର ୨୪ ଘଣ୍ଟା ନ ପୂରୁଣୁ ଶଙ୍ଖ ଫୁଙ୍ଖିଲେ ଯଯାତି, ଶାନ୍ତିଦୂତ ଅଜିତଙ୍କ ନେତୃତ୍ୱରୁ ବିଜେଡିରେ ବହୁକର୍ମୀଙ୍କ...
ବାଲେଶ୍ୱର, ୧୬ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ସ୍ୱାଭିମାନ ରକ୍ଷାର ଦ୍ୱାହି ଦେଇ ଗତକାଲି ପିଜେପି ପରିତ୍ୟାଗ କରିଥିବା ବାଲେଶ୍ୱରର ଅନ୍ୟତମ ସଂଗଠକ ଯଯାତି ଦାସଙ୍କ ସମେତ ପ୍ରଦୀପ ପତି ଓ ମୃତ୍ୟୁଞ୍ଜୟ ରାୟମହାପାତ୍ର ଆଜି...
ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ଭାରତରେ ସବୁଠାରୁ କମ୍ ମୃତ୍ୟୁ ହାର
- ଗତ ୧୪ ଦିନ ମଧ୍ୟରେ ୧୧ ଶହରୁ କମ ମୃତ୍ୟୁ
- ୨୨ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶରେ ମୃତ୍ୟୁ ହାର ଜାତୀୟ ହାର ଠାରୁ କମ
ନୂଆ ଦିଲ୍ଲୀ ୧୬-୧୦ (ଓଡ଼ିଆ ପୁଅ) ଭାରତରେ ପ୍ରତି...
ବିଭିନ୍ନ ଅଞ୍ଚଳରେ ବୃଷ୍ଟିପାତ ଏବଂ ବନ୍ୟା ପରିସ୍ଥିତି ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆ ଦିଲ୍ଲୀ ୧୬-୧୦ (ଓଡ଼ିଆ ପୁଅ) କର୍ଣ୍ଣାଟକର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ବନ୍ୟା ପରିସ୍ଥିତି ସମ୍ପର୍କରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶ୍ରୀ ବି ଏସ ୟେଦ୍ୟୁରପ୍ପାଙ୍କ ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ...
ରାଜ୍ୟର ବନ୍ୟା ଏବଂ ପ୍ରବଳ ବର୍ଷା ଜନିତ ପରିସ୍ଥିତି ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା
ନୂଆ ଦିଲ୍ଲୀ ୧୬-୧୦ (ଓଡ଼ିଆ ପୁଅ) ରାଜ୍ୟର କେତେକ ଅଞ୍ଚଳରେ ବନ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଶ୍ରୀ ଉଦ୍ଧବ...
କୃଷି ଓ ଖାଦ୍ୟ ସଂଗଠନର ୭୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ୭୫ ଟଙ୍କିଆ ସ୍ମାରକ ମୁଦ୍ରା...
- ବିଶ୍ୱରେ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିବାରେ ଏହି ସଂଗଠନର ଭୂମିକାକୁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚପ୍ରଶଂସା- ନିକଟରେ ବିକଶିତ ହୋଇଥିବା ବାୟୋଫର୍ଟିଫାୟାଡ (ଜୈବ ସମୃଦ୍ଧ) ୧୭ କିସମର ଶସ୍ୟକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଅର୍ପଣ କଲେ-...














