Home Coronavirus Outbreak ରାଜ୍ୟରେ ଆଜି ୨୧୯୬ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୬୬୩୪୫ କୁ ବୃଦ୍ଧି

ରାଜ୍ୟରେ ଆଜି ୨୧୯୬ ନୂଆ ଆକ୍ରାନ୍ତ – ମୋଟ ଆକ୍ରାନ୍ତ ୨୬୬୩୪୫ କୁ ବୃଦ୍ଧି

120

ଭୁବନେଶ୍ୱର ୧୭-୧୦ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୧୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୨୬୬୩୪୫ କୁ ବୃଦ୍ଧି ପାଇଛି।

ନୂଆ ଆକ୍ରାନ୍ତ : ୨୧୯୬
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୧୨୭୪
– ସ୍ଥାନୀୟ ଅଞ୍ଚଳରୁ୯୨୨
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ
୧- ଅନୁଗୁଳ ଜିଲ୍ଲାରୁ – ୧୦୭
୨- ବାଲେଶ୍ୱର ଜିଲ୍ଲାରୁ – ୧୦୪
୩- ବରଗଡ଼ ଜିଲ୍ଲାରୁ – ୮୦
୪- ଭଦ୍ରକ ଜିଲ୍ଲାରୁ – ୧୬
୫- ବଲାଙ୍ଗୀର ଜିଲ୍ଲାରୁ – ୭୧
୬- ବୌଦ୍ଦ ଜିଲ୍ଲାରୁ – ୩୨
୭- କଟକ ଜିଲ୍ଲାରୁ – ୧୭୫
୮- ଢେଙ୍କାନାଳ ଜିଲ୍ଲାରୁ – ୩୩
୯- ଗଜପତି ଜିଲ୍ଲାରୁ – ୭
୧୦- ଗଞ୍ଜାମ ଜିଲ୍ଲାରୁ – ୧୩
୧୧- ଜଗତସିଂହପୁର ଜିଲ୍ଲାରୁ – ୮୬
୧୨- ଯାଜପୁର ଜିଲ୍ଲାରୁ – ୧୧୩
୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୭୧
୧୪- କଳାହାଣ୍ଡି ଜିଲ୍ଲାରୁ – ୯୪
୧୫- କନ୍ଧମାଳ ଜିଲ୍ଲାରୁ – ୩୪
୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୮୨
୧୭- କେନ୍ଦୁଝର ଜିଲ୍ଲାରୁ – ୬୭
୧୮- Khurda: ୨୫୯
୧୯- କୋରାପୁଟ ଜିଲ୍ଲାରୁ – ୨୯
୨୦- ମାଲକାନଗିରି : ୩୮
୨୧- ମୟୁରଭଞ୍ଜ ଜିଲ୍ଲାରୁ – ୧୧୯
୨୨- ନବରଙ୍ଗପୁର ଜିଲ୍ଲାରେ: ୫୦
୨୩- ନୟାଗଡ଼ ଜିଲ୍ଲାରୁ – ୨୦
୨୪- ନୂଆପଡ଼ା ଜିଲ୍ଲାରୁ – ୧୦୮
୨୫- ପୁରୀ ଜିଲ୍ଲାରୁ – ୭୭
୨୬- ରାୟଗଡ଼ା ଜିଲ୍ଲାରୁ – ୧୪
୨୭- ସମ୍ବଲପୁର ଜିଲ୍ଲାରୁ – ୩୭
୨୮- ସୋନପୁର ଜିଲ୍ଲାରୁ – ୭୦
୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୧୪୦
୩୦- State Pool: ୫୦
– ନୂଆ ସୁସ୍ଥ ହୋଇଥିଲେ୨୮୫୦
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୦୦୧୦୬୫
– ମୋଟ ଆକ୍ରାନ୍ତ ୨୬୬୩୪୫
– ମୋଟ ସୁସ୍ଛ ହୋଲେଣି ୨୪୧୩୮୫
– ସକ୍ରୀୟ ଆକ୍ରାନ୍ତ – ୨୩୭୮୬

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.