ନୂଆଦିଲ୍ଲୀ ୧୭ା୧୦(ଓଡ଼ିଆ ପୁଅ) କରୋନା ଭାଇରସ୍ ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଛି। ଦିନକୁ ଦିନ ଏହାର ଆକ୍ରାନ୍ତ ଦିନକୁ ଦିନ ଗୁରୁତର ହେବାରେ ଲାଗିଛି ଏବଂ ବହୁ ସଂଖ୍ୟାରେ ଲୋକ ଏହି ମହାମାରୀର ଶିକାର ହେଉଛନ୍ତି। ଗୋଟିଏ ଦିନରେ ଲକ୍ଷ ଲକ୍ଷ ସଂକ୍ରମଣ ମାମଲା ରିପୋର୍ଟ ହେଉଛି। ୱାଲଡୋମିଟର ତଥ୍ୟ ଅନୁଯାୟୀ, ୩ କୋଟି ୯୫ ଲକ୍ଷ ୭୪ ହଜାର ୨୭୩ ଜଣ ବର୍ତ୍ତମାନ ପର୍ଯ୍ୟନ୍ତ ସାରା ବିଶ୍ୱରେ କରୋନା ସଂକ୍ରମିତ ହୋଇଛନ୍ତି। ଏହି ବିପଜ୍ଜନକ ଭୂତାଣୁ ହେତୁ ୧୧,୦୯, ୦୯୩ ଜଣଙ୍କର ମୃତ୍ୟୁ ଘଟିଛି। ଏହା ଏକ ଭଲ ବିଷୟ ଯେ ୨୯, ୬୫୪, ୭୨୯ ଲୋକ ମଧ୍ୟ ଏହି ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି।
Home Coronavirus Outbreak କରୋନା ୱାର୍ଲ୍ଡ : ସମଗ୍ର ବିଶ୍ୱରେ ହଇଚଇ ସୃଷ୍ଟି କରିଚାଲିଛି କରୋନା, ସଂକ୍ରମଣରେ ୧୧ ଲକ୍ଷ...