Home Top News ଏହିପରି ପଢ଼ାଇଲେ ପାଠ, ଛାତ୍ରଙ୍କର ମନ ରହିବ ପାଠରେ, ମଜା ବି ଆସିବ – ଦେଖନ୍ତୁ...

ଏହିପରି ପଢ଼ାଇଲେ ପାଠ, ଛାତ୍ରଙ୍କର ମନ ରହିବ ପାଠରେ, ମଜା ବି ଆସିବ – ଦେଖନ୍ତୁ ଭିଡ଼ିଓ

76

ନୂଆ ଦିଲ୍ଲୀ ୮-୧୧ (ଓଡ଼ିଆ ପୁଅ) ଅନେକ ଶିକ୍ଷକ ଗାଁ ଗଣ୍ଡାରେ ଅଛନ୍ତି। ବିଭିନ୍ନ ଶୈଳୀ ଆପଣାଇ ନିଜ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇ ଆସୁଛନ୍ତି। କିନ୍ତୁ ଏହି ପ୍ରଥା ଅନେକ କାଳରୁ ଚାଲି ଆସୁଥିଲେ ମଧ୍ୟ ଆଜିକାଲିର ସୋସିଆଲ ମିଡ଼ିଆ କାରଣରୁ ନୂଆ ନୂଆ ଭିଡ଼ିଓ ଏବଂ ନୂଆ ନୂଆ କୌଶଳ ଦେଖିବାକୁ ମିଳୁଛି।
ଏହି ଭିଡ଼ିଓରେ ଜଣେ ଶିକ୍ଷକ ନଅ ଅଙ୍କ ପଣିକିଆ ପଡ଼ାଉଛନ୍ତି। ଗିନି ବଜାଇ ଛାତ୍ରଛାତ୍ରୀମାନଙ୍କୁ ଗୀତ ଛାନ୍ଦରେ ପଚାରି ଚାଲିଛନ୍ତି। ଛାତ୍ରଚାତ୍ରୀମାନେ ମଧ୍ୟ ଏହାର ଉତ୍ତର ବଡ଼ ଖୁସିରେ ଦେଇଛାଲିଛନ୍ତି। କିଛି ଅବିଭାବକ ମଧ୍ୟ ଏଥିରେ କୁସି ଦେଖାଯାଉଥିବାର ଜଣାପଡ଼ୁଛି। ଆପଣ ଦେଖନ୍ତୁ ଭିଡ଼ିଓ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.