Home ଜିଲ୍ଲା ପରିକ୍ରମା ମୋ ପରିବାର ପକ୍ଷରୁ ଖାଦ୍ୟ ବଣ୍ଟନ

ମୋ ପରିବାର ପକ୍ଷରୁ ଖାଦ୍ୟ ବଣ୍ଟନ

75

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜ୍ୟ ସରକାରଙ୍କ ‘ମୋ ପରିବାର’ ପକ୍ଷରୁ ପ୍ରବାସୀମାନଙ୍କୁ ଭଦ୍ରକରେ ଖାଦ୍ୟ ବଣ୍ଟନ କରାଯାଇଛି । ଆଜି ଭଦ୍ରକ ନୂଆ ବସ୍‌ଷ୍ଟାଣ୍ଡ ନିକଟରେ ମୋ ପରିବାରର ସଦସ୍ୟ ତଥା ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ରାଜ୍ୟକୁ ଯାଉଥିବା ପ୍ରବାସୀମାନଙ୍କୁ ଖାଦ୍ୟ ବଣ୍ଟନ କରାଯାଇଛି । ଏହି ଅବସରରେ ମୋ ପରିବାରର ଆବାହକ ଅରୂପ ପଟ୍ଟନାୟକ, ସାଂସଦ ମଂଜୁଲତା ମଣ୍ଡଳ, ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ରାଜ୍ୟ ଯୁବ ବିଜେଡିର ଉପସଭାପତି ଇଂ ପ୍ରୟାସକାନ୍ତି ସାମଲଙ୍କ ସମେତ ମୋ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.