Home Top News ବିଜେପି କାର୍ଯ୍ୟକର୍ତ୍ତାଙ୍କର ନିଲମ୍ବନ ପ୍ରତ୍ୟାହାର

ବିଜେପି କାର୍ଯ୍ୟକର୍ତ୍ତାଙ୍କର ନିଲମ୍ବନ ପ୍ରତ୍ୟାହାର

102

ଭୁବନେଶ୍ୱର ୧୬-୧ (ଓଡ଼ିଆ ପୁଅ) ୨୦୧୭ ପଚାଂୟତ ନିର୍ବାଚନ ଓ ୨୦୧୯ ସାଧାରଣ ନିର୍ବାଚନ ସମୟରେ ନିଲମ୍ବିତ ହୋଇଥିବା ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କର ନିଲମ୍ବନକୁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତିଙ୍କ ଅନୁମୋଦନ କ୍ରମେ ପ୍ରତ୍ୟାହାର କରାଗଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.