Home ଜିଲ୍ଲା ପରିକ୍ରମା ଖରିଆରରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଠପ

ଖରିଆରରେ ପରିମଳ ବ୍ୟବସ୍ଥା ସଂପୂର୍ଣ୍ଣ ଠପ

311

ଖରିଆର ୧୧-୫ (ଓଡ଼ିଆ ପୁଅ/ସୁଜିତ କୁମାର ପ୍ରଧାନ) ଖରିଆର ସହରରେ ଦିନକୁ ଦିନ ପରିମଳ ବ୍ୟବସ୍ଥା ସମ୍ପୂର୍ଣ ବିପଜ୍ୟସ୍ତ। ଏହା ଫଳରେ ମଶା ପ୍ରଭୁଭାବ ବଡୁଥିବା ଦେଖା ଦେଇଛି। ରାସ୍ତା କଡରେ ମଇଳା ଅବର୍ଜନା ଦେଖିବାକୁ ମିଳୁଛି। ମଶା ଦାଉରୁ ରକ୍ଷା ପାଇଁ କୋଣସି ଔଷଧ ବ୍ୟବହାର କରିବାର ଦେଖାଯାଉ ନାହିଁ। ଖରିଆର ମୁଖ୍ୟ ଜାଗା ଥାନା ପାଖରେ କୂଦ କୂଦ ମଇଳା ଦେଖିବାକୁ ମିଳୁଛି। ପ୍ରତି ଛକରେ ଡଷ୍ଟବିନ ଥିଲେ ମଧ୍ୟ ନିକଟରେ ଥିବା ହୋଟେଲ ମାନେ ମଇଳାକୁ ରାସ୍ତା କଡରେ ଫିଙ୍ଗି ଦେଇଥିବା ଅଭିଯୋଗ ହେଉଛି। କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଯୋଗାଯୋଗ କରିଵାରୁହୋଟେଲ ମାଲିକ ମାନେ ରାତ୍ରିରେ ମଇଳା ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି। ବହୁତ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.