Home ଜିଲ୍ଲା ପରିକ୍ରମା ଖରିଆର: ସମସ୍ୟା ଘେରରେ ଟ୍ରାଫିକ ସମସ୍ୟା

ଖରିଆର: ସମସ୍ୟା ଘେରରେ ଟ୍ରାଫିକ ସମସ୍ୟା

395

ଖରିଆର ୧୧-୫ (ଓଡ଼ିଆ ପୁଅ/ସୁଜିତ କୁମାର ପ୍ରଧାନ) ଖରିଆର ହେଇଛି ଜିଲ୍ଲାର ପ୍ରମୁଖ ସହର। ପ୍ରତିଦିନ କୋମନା, ସିନାପାଲି, ବୋଡେ଼ନ, ଭାଲୁମୁଡ଼ା, ତୁରେକେଲା, ଛତିଶଗଡ଼ ଅଂଚଳରୁ ବହୁ ସଂଖ୍ୟକ ଲୋକେ ନିଜ କାମ, କିଣା ବିକା ବିଭିନ୍ନ ପ୍ରକାରର କାମରେ ଆସିବାର ନଜର କୁ ଆସେ। ଜନ ଗହଳିରେ ଟ୍ରାଫିକ ସମସ୍ୟା ଦେଖିବାକୁ ମିଳେ। ଲୋକେ ଗାଡି ମୋଟର ପାର୍କିଙ୍ଗ କରିବା ପାଇଁ ଜାଗା ଖଣ୍ଡେ ନାହିଁ। ରାସ୍ତା ନିର୍ମାଣ କାର୍ଯ୍ୟ ସମ୍ପାଦନ ନ କରି ମଝିରେ ଖାଲି ପଡିଥିବା ଜାଗାରେ ଲୋକମାନେ ଗାଡି ପାର୍ଲିଙ୍ଗ କରି ନିଜ ନିଜ କାମରେ ଯାନ୍ତି। ହେଲେ ମଝି ରେ ଗାଡି ମୋଟର ରଖିବାରୁ ଟ୍ରାଫିକ ସମସ୍ୟା ଦେଖିବା କୁ ମିଳିଛି। ଜାଗା ନ ଥିବାରୁ ଲୋକେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ଲୋକମାକ ସମସ୍ୟା ସମ୍ପର୍କରେ ପଦକ୍ଷେପ ନେବା ପାଇଁ ଜଣସାଧାରଣରେ ଦାବି କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.