Home ଓଡ଼ିଶା କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣର ଅନୁଧ୍ୟାନ ଲାଗି ଗଠିତ କମିଶନଙ୍କ କାର୍ଯ୍ୟକାଳ ବଢ଼ିଲା

କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ଉପବର୍ଗୀକରଣର ଅନୁଧ୍ୟାନ ଲାଗି ଗଠିତ କମିଶନଙ୍କ କାର୍ଯ୍ୟକାଳ ବଢ଼ିଲା

246

ନୂଆ ଦିଲ୍ଲୀ ୩୧-୭ (ଓଡ଼ିଆ ପୁଅ) କେନ୍ଦ୍ରୀୟ ତାଲିକାରେ ଅନ୍ୟାନ୍ୟ ପଛୁଆ ବର୍ଗ ମଧ୍ୟରେ ଉପବର୍ଗୀକରଣ ବିଷୟରେ ପରୀକ୍ଷଣ ଲାଗି ସମ୍ବିଧାନର ୩୪୦ ଧାରା ଅନ୍ତର୍ଗତ ଗଠିତ କମିଶନଙ୍କ କାର୍ଯ୍ୟକାଳକୁ ୬ ମାସ ପାଇଁ ବୃଦ୍ଧି କରି ୩୧ ଜୁଲାଇ, ୨୦୧୯ ଠାରୁ ୩୧ ଜାନୁଆରୀ, ୨୦୨୦କୁ ସମ୍ପ୍ରସାରଣ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଅନୁମୋଦନ କରିଛନ୍ତି।

ଲାଭ: ଏହି ପ୍ରସ୍ତାବିତ ସମ୍ପ୍ରସାରିତ କାର୍ଯ୍ୟକାଳ ଦ୍ୱାରା ବିଭିନ୍ନ ଅଂଶୀଦାରମାନଙ୍କ ସହ ପରାମର୍ଶ କରି କମିଶନ ଅନ୍ୟାନ୍ୟ ବର୍ଗର ଉପବର୍ଗୀକରଣ ସମ୍ବନ୍ଧରେ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବାରେ ସମର୍ଥ ହେବେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.