Home ଓଡ଼ିଶା ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ

ଆଜି ସନ୍ଧ୍ୟାରେ ବସିବ କ୍ୟାବିନେଟ ବୈଠକ

147

ଭୁବନେଶ୍ଵର,୧୬/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଆଜି ବସୁଛି ରାଜ୍ୟ କ୍ୟାବିନେଟ୍‌ ବୈଠକ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅପରାହ୍ନ ୫ଟା ୪୫ରେ ବୈଠକ ବସିବ । ରାଜ୍ୟ ଯୋଜନା ବୋର୍ଡକୁ ମିଳିବ ନୂଆ ରୂପ। ଯୋଜନା ବୋର୍ଡ ଢାଞ୍ଚା ପରିବର୍ତ୍ତନ ନେଇ ଆଜିର ବୈଠକରେ ନିଷ୍ପତ୍ତି ହୋଇପାରେ। ଏହାସହ ଆଉ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟ କ୍ୟାବିନେଟ୍‌ ବୈଠକରେ ନିଆଯାଇପାରେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.