ଖୋଲା ଆକାଶ ତଳେ ରୋଗୀ ସଂପର୍କିୟଙ୍କ ରୋଷେଇ

କୋରାପୁଟ ; ତା୨୨-୦୬-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଓ ହସପିଟାଲରେ ନୂତନ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୟୁନିଟ ଖୋଲାଯାଇ ରୋଗୀ ଚିକିତ୍ସିତ ହେଉଛନ୍ତି।କୋରାପୁଟ ଜିଲ୍ଲାରେ ବିଶେଷ କରି ମାଳି ସଂପ୍ରଦାୟର ଲୋକମାନେ ବାହାରେ ଖାଦ୍ୟ ଖାଇନ୍ତି ନାହିଁ ନିଜେ ରୋଷେଇ କରି ଖାଆନ୍ତି।କିନ୍ତୁ ମହିଳା ଓ ଶିଶୁ ରୋଗୀଙ୍କ ସାଥିରେ ଆସିଥିବା ମାଳି ତଥା ଅନ୍ୟାନ୍ୟ ସଂପ୍ରଦାୟର ଲୋକମାନେ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ ୟୁନିଟ ବାହାରେ ଖୋଲା ଆକାଶ ତଳେ ଖାଦ୍ୟ ରାନ୍ଧୁଥିବା ନଜର କରାଯାଇଥିଲା।ସେମାନେ ନିଜ ସାଥିରେ ପନିପରିବା, ଚାଉଳ ଓ କାଠ ନେଇ ଆସି ଏଠାରେ ରୋଷେଇ କରୁଥିବା ଦେଖାଯାଇଥିଲା।ୟୁନିଟର ୨ ପାଶ୍ୱରେ…

"ଖୋଲା ଆକାଶ ତଳେ ରୋଗୀ ସଂପର୍କିୟଙ୍କ ରୋଷେଇ"

କୁନ୍ଦୁଲୀ ଗଣଦୁଷ୍କର୍ମ ପୀଡିତାର ଗାଁ ମୁଷାଗୁଡାକୁ ଯାଇ ପୀଡିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ପୀଡିତା ନ୍ୟାୟ ନ ପାଇ ଆତ୍ନଗ୍ଲାନିରେ ଆତ୍ମହତ୍ୟା କରିବା ଦୁଃଖଦାୟକ ଘଟଣା – ଧର୍ମେନ୍ଦ୍ର ପ୍ରଧାନ – ଦୋଷୀ କିଏ ପୋଲିସ ଖୋଜିବା ବଦଳରେ ଫରେନସିକ ଲାବରଟରୀର ରିପୋର୍ଟ କେମିତି ପଦାକୁ ବାହାରିଲା ତାକୁ ନେଇ ଅତ୍ୟାଚାର କରିବାକୁ ବାହାରିଛି – ପୀଡିତା ପରିବାର ସିବିଆଇ ତଦନ୍ତ ଦାବି କରୁଥିବା ବେଳେ ରାଜ୍ୟ ସରକାର କାହିଁକି ସିବିଆଇ ତଦନ୍ତ ନିର୍ଦେଶ ଦେଉ ନାହାନ୍ତି ? ଭୁବନେଶ୍ୱର, ୦୯ ଏପ୍ରିଲ (ଓଡ଼ିଆ ପୁଅ) – କୋରାପୁଟ ଜିଲ୍ଲା କୁନ୍ଦୁଲୀ ଗଣଦୁଷ୍କର୍ମ ପୀଡିତାର ଗାଁ ମୁଷାଗୁଡାକୁ ଯାଇ ପୀଡିତାଙ୍କ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପରିବାର ଲୋକଙ୍କୁ ସାକ୍ଷାତ କରିବା ପରେ…

"କୁନ୍ଦୁଲୀ ଗଣଦୁଷ୍କର୍ମ ପୀଡିତାର ଗାଁ ମୁଷାଗୁଡାକୁ ଯାଇ ପୀଡିତାଙ୍କ ପରିବାରକୁ ଭେଟିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ"

ଇଂରାଜୀବର୍ଷ ୨୦୧୮ର ୧ମଦିନରେ ଜିଲ୍ଲାପ୍ରଶାସନ ଅଧିକାରୀମାନଙ୍କ ଜଗନ୍ନାଥମନ୍ଦିର ପରିଦର୍ଶନ ; ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜଗନ୍ନାଥ ମନ୍ଦିରରେ ଦୀପ ଜାଳିଲେ ଜିଲ୍ଲାପାଳ

କୋରାପୁଟ ; ତା୦୧-୦୧-୧୮(ଓଡିଆ ପୁଅ/ରଂଜନ କୁମାର ଦାସ)ଇଂରାଜୀବର୍ଷ ୨୦୧୮ର ୧ମ ଦିନରେ ଜଗନ୍ନାଥମନ୍ଦିରେ ଭକ୍ତମାନଙ୍କ ପ୍ରବଳ ଭିଡ ଜମିଥିବା ବେଳେ କୋରାପୁଟ ଜିଲ୍ଲାପ୍ରଶାସନର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଜଗନ୍ନାଥମନ୍ଦିର ପରିଦର୍ଶନ କରିଥିଲେ ବୋଲି ଜଣାପଡିଛି।କୋରାପୁଟ ଜିଲ୍ଲାପାଳ ଅନୁପମ ସାହା ଜଗନ୍ନାଥମନ୍ଦିରରେ ପହଂଚିବାପରେ ମନ୍ଦିର ପରିଚାଳନା କମିଟିର ସଂପାଦକ ଗଦାଧର ପରିଡା ସ୍ୱାଗତକରିଥିଲେ।ଏହାପରେ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜଗନ୍ନାଥ ମନ୍ଦିରରେ ଦୀପ ଜାଳି ଜିଲ୍ଲାପାଳ ଶ୍ରୀ ସାହା ୩ ଠାକୁରଙ୍କଠାରୁ ଆର୍ଶିବାଦ ଚାହିଁଥିଲେ।କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ କୁମାର ପ୍ରଧାନ,  କୋରାପୁଟ ଉପଜିଲ୍ଲାପାଳ କୃତିବାସ ରାଉତ,  କେବିକେ ଉପ-ପ୍ରଶାସକ ଏଚ.ଏନ.ସିଂ.ମାଝି, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଅଶୋକ କୁମାର ପାତ୍ର ପ୍ରମୁଖଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ…

"ଇଂରାଜୀବର୍ଷ ୨୦୧୮ର ୧ମଦିନରେ ଜିଲ୍ଲାପ୍ରଶାସନ ଅଧିକାରୀମାନଙ୍କ ଜଗନ୍ନାଥମନ୍ଦିର ପରିଦର୍ଶନ ; ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଜଗନ୍ନାଥ ମନ୍ଦିରରେ ଦୀପ ଜାଳିଲେ ଜିଲ୍ଲାପାଳ"