Home ଜିଲ୍ଲା ପରିକ୍ରମା ପଲିଥିନ୍ ବ୍ୟବହାର ବିରୋଧରେ ଶୋଭାଯାତ୍ରା

ପଲିଥିନ୍ ବ୍ୟବହାର ବିରୋଧରେ ଶୋଭାଯାତ୍ରା

97

ନୟାଗଡ଼, ୭ା୫: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ନୟାଗଡ଼୍ ବ୍ଳକ ଇଟାମାଟି ଆଂଚଳିକ ମହିଳା ଉନ୍ନୟନ କମିିଟି ଆନୁକୂଲ୍ୟରେ ପଲିଥିନ୍ ବ୍ୟବହାର ବିରୋଧରେ ଏକ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅମିତା ପ୍ରଧାନଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଚେତନତା ଶୋଭାଯାତ୍ରାରେ ସ୍ଥାନୀୟ ସରପଂଚ ମୋନାଲିସା ମନ୍ଥନ, ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କୁମାର ପଟ୍ଟନାୟକ, ସମାଜସେବୀ ପ୍ରଫୁଲ କୁମାର ବେହେରା, ପ୍ରଦୀପ କୁମାର ସାହୁ, ଉମେଶ କୁମାର ପଟ୍ଟନାୟକ, ଜଗନ୍ନାଥ ଦାସ, ଡ.ରଙ୍ଗନାଥ ବେହେରା, ପ୍ରହଲ୍ଳାଦ ସାହୁ, କିଶୋର ଚନ୍ଦ୍ର ନାୟକ ପ୍ରମୁଖ ଯୋଗଦେଇ ସଚେତନତାର ବାର୍ତ୍ତା ବାଂଟିଥିଲେ। ପଲିଥିନ୍ ବ୍ୟବହାର ଭୟାବହତା ଓ ପରିମଳ ପ୍ରଦ୍ୟୁଷଣ ଉପରେ ଲୋକ ସଚେତନତା କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.