Home ଓଡ଼ିଶା ଭିଆରଏସକୁ କେନ୍ଦ୍ରର ଅନୁମୋଦନ:ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ଶୁଭ କାମନା ଆଶା କଲେ ଅପରାଜିତା

ଭିଆରଏସକୁ କେନ୍ଦ୍ରର ଅନୁମୋଦନ:ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ସମସ୍ତଙ୍କ ଶୁଭ କାମନା ଆଶା କଲେ ଅପରାଜିତା

1320

ଭୁବନେଶ୍ୱର:ଅପରାଜିତା ଷଡ଼ଙ୍ଗୀଙ୍କ ଭିଆରଏସ ଆବେଦନକୁ ରାଜ୍ୟ ସରକାର ସ୍ୱୀକୃତି ଦେଇ କେନ୍ଦ୍ରକୁ ଅନୁମୋଦନ ପାଇଁ ପଠାଇଦେବା ପରେ ଏବେ କେନ୍ଦ୍ର ମଧ୍ୟ ଏହାକୁ ଅନୁମୋଦନ ଦେଇଦେଇଛି।ନିଜେ ଅପରାଜିତା ଷଡ଼ଙ୍ଗୀ ଏହା ଟ୍ୱିଟ କରି ଜଣାଇଛନ୍ତି।ଅପରାଜିତା ଟ୍ୱିଟ କରିଛନ୍ତି “ମୁଁ ଏବେ ଶେଷରେ ମାନନୀୟ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ ମୋର ଆଦେଶ ପ୍ରାପ୍ତ କଲି।ତାଙ୍କ ଦ୍ୱାରା ସ୍ୱୀକୃତି ଏବଂ ଅନୁମୋଦନ ପାଇଁ ତାଙ୍କ ନିକଟରେ ମୁଁ କୃତଜ୍ଞ।”

“ମୁଁ ଉତ୍ସାହ,ସକରାତ୍ମକତା,ଏବଂ ଆଶାବାଦୀ ସହ ଆଗାମୀ ଯାତ୍ରାର ପ୍ରତିକ୍ଷାରେ ରହିଛି।ମୁଁ ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ଏବଂ ଆପଣ ସମସ୍ତଙ୍କର ଶୁଭ କାମନା ଆଶା କରୁଛି।”/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.