Home ଓଡ଼ିଶା ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲା ମହିଳା ମୋର୍ଚ୍ଚା

ରାଜ୍ୟପାଳଙ୍କୁ ରାକ୍ଷୀ ବାନ୍ଧିଲା ମହିଳା ମୋର୍ଚ୍ଚା

104

ଭୁବନେଶ୍ୱର;୨୬, ଅଗଷ୍ଟ(ଓଡ଼ିଆ ପୁଅ):ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ଏକ ଟିମ ରାଜ୍ୟପାଳ ଭବନକୁ ଯାଇ ରାଜ୍ୟପାଳ ପ୍ରଫେସର ଗଣେଷି ଲାଲଙ୍କୁ ରାକ୍ଷୀ ବାନ୍ଧିଛନ୍ତି।ରାଜ୍ୟ ମହିଳା ମୋର୍ଚ୍ଚାର ଏହି ଟିମରେ ସାଙ୍ଗଠନିକ ବିଭିର୍ଣ୍ଣ ଦାୟିତ୍ୱରେ ଥିବା କାନନବାଳା ପଟ୍ଟନାୟକ, ନିୟତି ଗିରୀ, ସ୍ମୃତି ପଟ୍ଟନାୟକ, ଡା: ଐଶ୍ୱର୍ଯ୍ୟା ବିଶ୍ୱାଳ, କସ୍ତୁରୀ ମିଶ୍ର, ବିଜୟଲକ୍ଷ୍ମୀ ମହାପାତ୍ର, ମିନାକ୍ଷୀ ପ୍ରିୟଦର୍ଶିନୀ, ରଶ୍ମିରେଖା ଦାସ, ଦୀପ୍ତିରେଖା ନାୟକ, ସୁନିତା ମହାନ୍ତି, ମମତା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.