Home ଓଡ଼ିଶା ମାଲକାନଗିରି ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

ମାଲକାନଗିରି ଜିଲ୍ଲାସ୍ତରୀୟ ବିଶ୍ୱ ରେଡକ୍ରସ ଦିବସ ପାଳିତ

105

ମାଲକାନଗିରି,୯ା୫(ଓଡିଆ ପୁଅ) ମାଲକାନଗିରି ଜିଲ୍ଲସ୍ତରୀୟ ବିଶ୍ୱରେଡକ୍ରସ ଦିବସ ସ୍ଥାନୀୟ ସରକାରୀ ବିଜ୍ଞାନ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସର ଠାରେ ନିରାଡମ୍ବର ସହକାରେ ପାଳିତ ହୋଇଯାଇଛି । ଏହି ଅବସର ରେ ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଅଧ୍ୟକ୍ଷ ମାନସ ମାଡକାମି,ଯୁବରେଡକ୍ରସ ସଂପାଦକ ଡ.ରଜଂନକୁମାର ସ୍ୱାଇଁ,ସଂଯୋଜକ ଡ.ଆଶିଷ ରୋଠୋର,ମହିଳା ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଦୁସ୍ମନ୍ତକୁମାର ଜେନା,ଲୋଚନ ପ୍ରଧାନ,ରମେଶଚନ୍ଦ୍ର ଭୂୟାଁ ପ୍ରମୁଖ ଉପସ୍ଥିତି ରହି ରେଡକ୍ରସ ପ୍ରତିଷ୍ଟାତା ସାର ଡନ ହେନେରୀଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରି ତାଙ୍କ ବହୁମୁଖି ପ୍ରତିଭାସଂପର୍କରେ ଆଲୋକପାତ କରି ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଗରିବ ଲୋକଙ୍କୁ ମାସ୍କ ବଟଂନ କରାଯାଇ ସାମାଜିକ ଦୂରତା ରକ୍ଷାସହ ନିରାଡମ୍ବର ସହକାରେ କାର୍ଯ୍ୟକ୍ରମ ପାଳନ କରାଯାଇଥିଲା ।

 

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.