Home କେନ୍ଦୁଝର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

63

ହାଟଡିହି, ୪ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଞ୍ଚୁଗୋଛିଆ ପଞ୍ଚାୟତର କଣ୍ଠିଆଡି ଗ୍ରାମରେ ଜଣେ ନାଁବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଆନନ୍ଦପୁର ପୁଲିସ ଅଭିଯୁକ୍ତକୁ ପୋସ୍କ ଆଇନ ଲଗାଇ ଗିରଫ କରିଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଲିପୁନୁ ପ୍ରଧାନ ନାମକ ଜଣେ ଯୁବକ ସେହି ଗ୍ରାମର ଜଣେ ନାଁ ବାଳିକାକୁ ପ୍ରଲୋଭନ ଦେଖାଇ ତାସହ ଶାରିରୀକ ସମ୍ପର୍କ ରଖିଥିଲା । ଏନେଇ ନାଁ ବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବାପରେ ଆନନ୍ଦପୁର ପୁଲିସ କେସନଂ ୧୯୮/୨୦୨୧ରେ ଅଭିଯୁକ୍ତ ଲିପୁନୁକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.