Home କେନ୍ଦୁଝର ପଦ୍ମାଳୟା ରାଉତଙ୍କ ସ୍ମୃତିସଭା

ପଦ୍ମାଳୟା ରାଉତଙ୍କ ସ୍ମୃତିସଭା

33

ହାଟଡିହି, ୪ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମର ରମାକାନ୍ତ ରାଉତଙ୍କ ପତ୍ନୀ ପଦ୍ମାଳୟା ରାଉତଙ୍କ ପରଲୋକରେ ଆଜି ତାଙ୍କ ବାସଭବନରେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ସୁରେନ୍ଦ୍ର କୁମାର ରାଉତଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିସଭାରେ ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ, ପୁର୍ବତନ ଜିଲ୍ଲା ବିଜେଡି ସଭାପତି ବିମ୍ବାଧର ବିଶ୍ୱାଳ, ସରପଞ୍ଚ ପ୍ରତିନିଧି ରାଜେନ୍ଦ୍ର ପାତ୍ର, ଆନନ୍ଦ ଚନ୍ଦ୍ର ରାଉତ, ଶତୃଘ୍ନ ପାତ୍ର, ଗୋପାଳ ପଟ୍ଟନାୟକ, ବିବେକାନନ୍ଦ ରାଉତ, ବୈଦ୍ୟନାଥ ସାମଲ, ବିଜୟ ରାଉତ, ବିଶ୍ୱନାଥ ନାୟକ, ସୁରେନ୍ଦ୍ର ଜେନା, ପ୍ରଶାନ୍ତ ରାଉତ, ରାଜୀବ ଲୋଚନ ରାୟଙ୍କ ସମେତ ବହୁ ମାନଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ପଦ୍ମାଳୟାଙ୍କ ସ୍ମୃତିଚାରଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବୁଦ୍ଧଦେବ ରାଉତ, ବ୍ରହ୍ମାନନ୍ଦ ରାଉତ, ଜଗବନ୍ଧୁ ରାଉତ, ଗୋଲାପ ରାଉତ, ଜେମା ରାଉତ, ମାମୁନି ରାଉତ, ଗୁନ ରାଉତ, ପ୍ରଦ୍ୟୁମ୍ନ, ଅଂଶୁମାନ, ଆଦିତ୍ୟ, ହାହଭିକ, ରବି, ରମେଶ, ମନୁ, ବିରାଜ, ଶ୍ରୀମନ୍ତ, ପିତାମ୍ବର, ପାର୍ଥ, ମନ୍ଦର, ଚଳୁ, ଇତି, କଳ୍ପନା, ଟିକନ, ପାକନଙ୍କ ସମେତ ଅନେକ ଗ୍ରାମବାସୀ ଓ ପରିବାରବର୍ଗ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.