Home ଓଡ଼ିଶା କୋରାପୁଟ ଲୋକସଭା ଆସନ: କିଏ ଲଢିବ କାହା ସହିତ

କୋରାପୁଟ ଲୋକସଭା ଆସନ: କିଏ ଲଢିବ କାହା ସହିତ

587

କୋରାପୁଟ ୨୩-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ଲୋକସଭା ଆସନ ନିମନ୍ତେ କଂଗ୍ରେସ, ବିଜେଡି ଓ ବିଜେପିର ପ୍ରମୁଖ ଦଳର ପ୍ରାର୍ଥି ତାଲିକା ଘୋଷଣା ହୋଇଯାଇଛି। ବିଜେଡି ପ୍ରଥମେ କୋରାପୁଟ ସାଂସଦ ଝିନ୍ନ ହିକକାଙ୍କ ପତ୍ନୀ କୌଶଲ୍ୟା ହିକକାଙ୍କ ନାମ ଘୋଷଣା କରିଥିଲା। ବହୁ ବିଳମ୍ବରେ ଗତକାଲି ରାତ୍ରୀରେ ବିଜେପି ଓ କଂଗ୍ରେସ ପ୍ରାର୍ଥି ତାଲିକା ଘୋଷଣା କରିଥିଲା। କଂଗ୍ରେସର ସପ୍ତଗିରି ଉଲକା ଓ ବିଜେପିର ଜୟରାମ ପାଙ୍ଗୀଙ୍କ ନାମ ଘୋଷଣା କରିଥିଲା। ଏବେ କୋରାପୁଟ ଲୋକସଭା ଆସନରେ କୌଶଲ୍ୟା ହିକକା, ସପ୍ତଗିରି ଉଲକା ଓ ଜୟରାମ ପାଙ୍ଗୀଙ୍କ ମଧ୍ୟରେ ଲଢେଇ ହେବ। ନିର୍ବାଚନ ମଇଦାନରେ ଜୟରାମ ପୁରୁଣା ମୁହଁ ଥିବା ବେଳେ କୌଶଲ୍ୟା ଓ ସପ୍ତଗିରି ୨ ଜଣ ନୂଆ ମୁହଁ ଥିବା ଜଣାପଡିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.