ଓଡ଼ିଶା

ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତ୍ତି

କୋରାପୁଟ ; ତା୨୩-୦୮-୧୮(ଓଡିଆ ପୁଅ /ରଂଜନ କୁମାର ଦାସ)ଭାଲୁ ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଅବସ୍ଥାରେ କୋରାପୁଟ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡିଛି।ଜୟପୁର ବ୍ଲକ ଅନ୍ତର୍ଗତ ଛାତଡିପୁଟ ଗ୍ରାମରଯୁଧିଷ୍ଠିର ପେଣ୍ଢିଆ ନିଜ ଜମିକୁ ସକାଳେ ଯାଇଥିବା ବେଳେ ୩ ଟି ବଡ ଭାଲୁ ଆକ୍ରମଣ କରିଥିଲେ।ଗୁରୁତର ଆହତ ଅବସ୍ଥାରେ ଜୟପୁର ଡାକ୍ତରଖାନାରେ ପରିବାର ଲୋକେ ଭର୍ତି କରିଥିଲେ।ସେଠାରୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତରି କରାଯାଇଥିଲା। ଯୁଧିଷ୍ଠିର ର ଅଂଟା, ପିଠି ଓ ହାତକୁ ଭାଲୁ ଆକ୍ରମଣ କରିଥିବା ଜଣାପଡିଛି।

Click to comment

Leave a Reply

Your email address will not be published. Required fields are marked *

ବହୁ ଚର୍ଚ୍ଚିତ ଖବର

Odia Pua is the first Odia News paper which is printed & Published from New Delhi & first Odia mobile news site.

© 2018 | Odiapua.com, All Rights Reserved. | Powered By Suryanandan.net

To Top