Home ଜାତୀୟ କର୍ଣ୍ଣାଟକ ନିର୍ବାଚନ: ୧୫% ପାର୍ଥିଙ୍କ ନାମରେ ଅପରାଧିକ ମାମଲା

କର୍ଣ୍ଣାଟକ ନିର୍ବାଚନ: ୧୫% ପାର୍ଥିଙ୍କ ନାମରେ ଅପରାଧିକ ମାମଲା

79

ଭୁବନେଶ୍ୱର;୦୭,୦୫,୨୦୧୮(ଦେବଦତ୍ତ ରଥ):କର୍ଣ୍ଣାଟକ ନିର୍ବାଚନରେ ୧୫% ପାର୍ଥିଙ୍କ ଉପରେ ବିଭିର୍ଣ୍ଣ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି।ଆସୋସିଏସନ ଫର ଡେମୋକ୍ରେଟିକ ରିଫର୍ମସ (ଏଡିଆର)ର ଏକ ରିପୋର୍ଟରୁ ଏହା ଜଣା ପଡ଼ିଛି।ରିପୋର୍ଟ ଅନୁଯାୟୀ ବିଜେପିର ୨୨୪ ପାର୍ଥିଙ୍କ ମଧ୍ୟରୁ ୮୩(୩୭%) ଜଣଙ୍କ ନାମରେ,କଂଗ୍ରେସର ୨୨୦ ପାର୍ଥିଙ୍କ ମଧ୍ୟରୁ ୫୯(୨୭%) ଜଣଙ୍କ ନାମରେ,ଜନତା ଦଳ (ସେକ୍ୟୁଲର)ର ୧୯୯ ପାର୍ଥିଙ୍କ ମଧ୍ୟରୁ ୪୧(୨୧%) ଜଣଙ୍କ ନାମରେ ଏବଂ ଜନତା ଦଳ ୟୁନାଇଟେଡର ୨୫ ଜଣ ପାର୍ଥିଙ୍କ ମଧ୍ୟରୁ ୫(୨୦%)ଜଣଙ୍କ ନାମରେ ଅପରାଧିକ ମାମଲା ରହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.