ଆଜି ରାମଦେବ ଆସୁଛନ୍ତି ଓଡ଼ିଶା

ଭୁବନେଶ୍ୱର;୧୭,ଅଗଷ୍ଟ (ଓଡ଼ିଆ ପୁଅ): ଯୋଗଗୁରୁ ବାବା ରାମଦେବ ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି। ଭୁବନେଶ୍ୱର ସ୍ଥିତ ଶିକ୍ଷା ଓ ଅନୁସନ୍ଧାନ ୟୁନିଭରସିଟି(ଏସଓଏ) ଠାରେ ପତଞ୍ଜଳିର “ଯୁବା ସ୍ୱାବଲମ୍ବନ ସମ୍ମିଳନୀ” ନାମକ ଏକ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତା ମାନଙ୍କୁ ପ୍ରଶିକ୍ଷିତ କରିବା ଉଦ୍ଦେଶ୍ୟରେ ରାମଦେବ ଆସୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *