Tag: picturenews
ବେକେରୀ ନାଁ’ କୁ ନେଇ ବିବାଦ:ହଟିଲା କରାଚୀ ଶବ୍ଦ
ବେଙ୍ଗଲୁର:ବେଙ୍ଗୁଲୁରରେ ଥିବା ଏକ ବେକରୀ ସାଧାରଣରେ ବିରୋଧ ଯୋଗୁଁ ତା' ନାଁ ପରିବର୍ତ୍ତନ କରିଛି।"କରାଚୀ ବେକରୀ" ନାମରେ ଏହି ବେକରୀ ଥିଲା।କିନ୍ତୁ କରାଚୀ ଶବ୍ଦକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିବା ପରେ...
ଭାଲେଣ୍ଟାଇନ ଡେ”ରେ ତଲାକ,ଭାଲେଣ୍ଟାଇନ ଡେ”ରେ ନିର୍ବନ୍ଧ!କିଏ ସେ ଅଭିନେତ୍ରୀ?
ମୁମ୍ବାଇ:ଭାଲେଣ୍ଟାଇନ ଡେ"ରେ ତଲାକ ପୁଣି ସେଇ ଭାଲେଣ୍ଟାଇନ ଡେ"ରେ ନିର୍ବନ୍ଧ।ଏହିପରି ଘଟିଛି ଅଭିନେତ୍ରୀ ପୂଜା ବେଦୀଙ୍କ ଜୀବନରେ।କିରଣ ବେଦୀଙ୍କ ଝିଅ ପୂଜା ବେଦୀ (୪୮)ଙ୍କର ଏହି ମାସ ୧୪ ତାରିଖ,ଅର୍ଥାତ ଭାଲେଣ୍ଟାଇନ ଡେ"...
ପାକିସ୍ଥାନୀ କଳାକାରଙ୍କୁ ବ୍ୟାନ ସପକ୍ଷରେ ବିଦ୍ୟା ବାଲନ
ମୁମ୍ବାଇ:ପୁଲୱାମା ଆକ୍ରମଣ ପରେ ଭାରତୀୟ ଫିଲ୍ମ ଉଦ୍ୟୋଗ ଦ୍ୱାରା ପାକିସ୍ଥାନୀ କଳାକାରଙ୍କ ଉପରେ ଲଗା ଯାଇଥିବା ବ୍ୟାନକୁ ସପକ୍ଷ କରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ।ବିଦ୍ୟା କହିଛନ୍ତି,ମତେ ଲାଗୁଛି ଏଥର ଆମକୁ ଶକ୍ତ ପଦକ୍ଷେପ...
୨୪ରେ ଓଡ଼ିଶା ଆସିବେ ତୋଗାଡ଼ିଆ:ଗଠନ ହେବ “ହିନ୍ଦୁସ୍ଥାନ ନିର୍ମାଣ ଦଳ”ର ପ୍ରଦେଶ କମିଟି
ଭୁବନେଶ୍ୱର/କଟକ:ଆସନ୍ତା ୨୪ ତାରିଖରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ତଥା ନୂଆ ରାଜନୈତିକ ଦଳ ହିନ୍ଦୁସ୍ଥାନ ନିର୍ମାଣ ଦଳର ପ୍ରତିଷ୍ଠାତା ଡଃ: ପ୍ରବୀଣ ତୋଗାଡ଼ିଆ ଓଡ଼ିଶା ଗସ୍ତରେ ଆସିବେ।ଏହି ଅବସରରେ ଡଃ: ତୋଗାଡ଼ିଆ...
ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ; ମଇଦାନରେ ସ୍ପର୍ଶକାତର ବଢୁଛି ଓ ରାଜନୈତିକ ଅନ୍ତଃସ୍ରୋତର...
ବ୍ରହ୍ମପୁର; ୨୨/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଗାମୀ ସାଧାରଣ ନିର୍ବାଚନ ନେଇ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୀତି ପରିସ୍ଥିତି ସରଗରମ ହୋଇଛି। କିଏ କେଉଁ ଦଳରୁ ସାନଖେମୁଣ୍ଡି ବିଧାନ...
ବାୟୁସେନା ବିମାନ ଦୁର୍ଘଟଣା:ଜଣେ ପାଇଲଟ ମୃତ
ବେଙ୍ଗୁଲୁର:ବେଙ୍ଗୁଲୁରରେ ମଙ୍ଗଳବାର ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି।ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମର ଦୁଇଟି ବିମାନ ଉଡ଼ାଣ ସମୟରେ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଥିଲେ।ଏହି ଦୁର୍ଘଟଣାରେ ଜଣେ...
ରାଜନୈତିକ ମଇଦାନରେ “ଓଡ଼ିଶାର ଯୋଗୀ ” : ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଚର୍ଚ୍ଚା ଜୋର...
ଗଞ୍ଜାମ ୧୯-୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରେ ଜଣେ ମଠ ମହନ୍ତଙ୍କ ଆଧ୍ୟାତ୍ମିକ, ସାମାଜିକ ଓ ସେବା ମୂଳକ କାର୍ଯ୍ୟକ୍ରମ ଲୋକଙ୍କୁ ବେଶ ଆକୃଷ୍ଠ କରିଛି।...
ଅଗିଜଳା ପୂର୍ଣ୍ଣମୀ;ମାଘ ପୂର୍ଣ୍ଣମୀ:କାହିଁକି ଏବଂ କିପରି ପାଳନ ହୁଏ?
ମାଘ ମାସ ପୂର୍ଣ୍ଣମୀକୁ କୁହାଯାଏ ଅଗିଜଳା ପୂର୍ଣ୍ଣମୀ।ଏହାସହ ଏହାକୁ ଅଇଘରା ପୂର୍ଣ୍ଣିମା,ଅଗ୍ନ୍ୟୁତ୍ସବ ପୂର୍ଣ୍ଣିମା (ଅଗ୍ନ୍ୟୁତ୍ସବ),ଅଇଘେରା,ଅଇଘରା ପୁନେଇଁ ବା ଅଗିଜଳା ପୂର୍ଣ୍ଣିମା (ଅଗିଜଳା),ଅଗିରା ପୂର୍ଣ୍ଣମୀ ଆଦି କୁହାଯାଏ।
ଅଗିଜଳା ପୁନେଇଁ ଏକ ପାରମ୍ପାରିକ ଓଡ଼ିଆ ଗଣପର୍ବ।ଏହି...
ଅଳିଆ ଗଦାରେ ବୋମା: ବିସ୍ଫୋରଣରେ ବାଳକ ଗୁରୁତର
ବ୍ରହ୍ମପୁର: ୧୯/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଜି ଅପରାହ୍ନରେ କୋଦଳା ଥାନା ଅନ୍ତର୍ଗତ ମର୍ଦମେଖ ପଞ୍ଚାୟତ ର ଦିଗି ଗ୍ରାମ ରେ କିଛି ବାଳକ ଖେଳୁଥିବା ସମୟ ରେ ବୋମା ଫୁଟି...
ଆତଙ୍କିଙ୍କ ମା”ଙ୍କୁ ଚରମ ଚେତାବନୀ:ପିଲାଙ୍କୁ ସର୍ପପଣ କରାଅ;ନଚେତ ସିଧା ଜହନମ୍ !
ପୁଲୱାମା ଆକ୍ରମଣ କରାଇଥିବା କାଶ୍ମୀରର ଜୈସ ନେତୃତ୍ୱ ୧୦୦ ଘଣ୍ଟା ଭିତରେ ନିପାତ:ସେନା
ନୂଆଦିଲ୍ଲୀ: ଭାରତୀୟ ସେନା,ସିଆରପିଏଫ ଏବଂ ଜାମ୍ମୁ କାଶ୍ମୀର ପୁଲିସ ପକ୍ଷରୁ ମଙ୍ଗଳବାର ଦିନ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି,ପୁଲୱାମା...
ପାକିସ୍ଥାନ ବୋହୂଙ୍କୁ ଆମ୍ବାସଡ଼ର ପଦରୁ ହଟାଯାଉ : ରାଜା ସିଂ
ହାଇଦ୍ରାବାଦ: ଜାମ୍ମୁ କାଶ୍ମୀରର ପୁଲୱାମାରେ ପାକିସ୍ଥାନ ଆତଙ୍କବାଦୀଙ୍କ ଦ୍ଵାରା ଆତ୍ମଘାତୀ ଆକ୍ରମଣ ପରେ ଭାରତ ପାକିସ୍ଥାନ ସଂପର୍କ ଭିତରେ ତିକ୍ତତା ବୃଦ୍ଧି ପାଇଛି।କୂଟନୈତିକ ସ୍ତରରେ, ବିଶେଷ ଭାବରେ ବିଶ୍ୱ ସମୁଦାୟରେ ପାକିସ୍ଥାନକୁ ଏକ...
ନିର୍ବାଚନର ବିଗୁଲ ବାଜିବ ଚିଲିକାରୁ:ପୃଥ୍ବୀରାଜ
ଭୁବନେଶ୍ୱର:ଆସନ୍ତା ୨୦ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନୀ ମଣ୍ଡଳୀ ଅନ୍ତର୍ଗତ ନାଚୁଣୀ ଗସ୍ତରେ ଆସିବେ।ଏହି ସମୟରେ ସେ ୪ଟି ଲୋକସଭା ସଂସଦୀୟ କ୍ଷେତ୍ରର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଦ୍ଧିତ...
୨୦ରେ “ରାଷ୍ଟ୍ରଦୀପ”ର ବସନ୍ତ ମିଳନ ଉତ୍ସବ:ଯୋଗଦେବେ ମହାମହିମ ରାଜ୍ୟପାଳ
ଭୁବନେଶ୍ୱର:ରାଷ୍ଟ୍ରବାଦୀ ବିଚାରଧାରାର ସାପ୍ତାହିକ ପତ୍ରିକା "ରାଷ୍ଟ୍ରଦୀପ" ପକ୍ଷରୁ ଫେବୃୟାରୀ ୨୦ ତାରିଖରେ ପାଳନ ହେବ ଷଡ଼ ବିଶଂତମ "ବସନ୍ତ ମିଳନ ଉତ୍ସବ"।ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ...
ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତ: ଭବାନୀପାଟଣାରେ ମିଶନ ଶକ୍ତି ଓ ଜୁନାଗଡରେ ମିଲନ ସମାବେଶରେ ଯୋଗଦାନ
କଳାହାଣ୍ଡି ୧୬.୦୨ (ଓଡିଆ ପୁଅ/ଦୁଷ୍ମନ୍ତ କୁମାର ପଣ୍ଡା) ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ କଳାହାଣ୍ଡି ଗସ୍ତରେ ଆସି ଭବାନୀପାଟଣା ଉପକଣ୍ଠ ରିଷିଗାଁସ୍ଥିତ କୃଷ୍ଣ ନଗର ପଡିଆଠାରେ ମିଶନ ଶକ୍ତି ସମାବେଶରେ...
ଦାନା ବାନ୍ଧୁଛି ବିଜେଡ଼ି ଅସନ୍ତୋଷ
ଭୁବନେଶ୍ୱର ୧୫-୨ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ସାଧାରଣ ନିର୍ବାଚନକୁ ଆଉ ଅଳ୍ପ କେଇଟା ମାସ ବାକୀ ରହିଲା। ବିଭିନ୍ନ ଦଳ ତରଫରୁ ଟିକଟ ଚୟନ ପ୍ରକ୍ରୀୟା ଖୁବ୍ ଜୋରସୋରରେ ଚାଲିଛି। ଏଥିରେ ସର୍ବାଗ୍ରେ...
ମୁଲାୟମଙ୍କର ବୟସ ହେଇଗଲାଣି,କିଛି ମନେ ରହୁନି : ରାବିଡ଼ୀ ଦେବୀ
ପାଟଣା:ସମାଜବାଦୀ ପାର୍ଟି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କର ବୟସ ହେଇଗଲାଣି।ତାଙ୍କର କିଛି ମନେ ରହୁନି।ତାଙ୍କ ମୁଣ୍ଡ କାମ କରୁନି।କେତେବେଳେ କ'ଣ କହି ଦେଉଛନ୍ତି।ତାଙ୍କ କଥାର କୌଣସି ମୂଲ୍ୟ ନାହିଁ।ଏପରି କହିଛନ୍ତି ଲାଲୁ ଯାଦବଙ୍କର...
ଫେବୃୟାରୀ;୧୪: ଭାଲେଣ୍ଟାଇନ୍ ଡେ” ; କେବେଠାରୁ ଏବଂ କାହିଁକି ପାଳନ ହେଉଛି ?ପଢନ୍ତୁ ପୂରା...
ଭୁବନେଶ୍ୱର: ଫେବୃୟାରୀ ୧୪।ଆଜି ଭାଲେଣ୍ଟାଇନ୍ ଡେ' (ପ୍ରେମ ଦିବସ)।ପ୍ରେମୀ ଯୁଗଳଙ୍କର ବହୁ ପ୍ରତିକ୍ଷୀତ ତଥା ପସନ୍ଦିତ ଦିନ।ଫେବୃୟାରୀ ୭ ତାରିଖରୁ ରୋଜ ଡେ'ରୁ ଆରମ୍ଭ ହୋଇ ଫେବୃୟାରୀ ୧୪ ତାରିଖ ଭାଲେଣ୍ଟାଇନ ଡେ"...
ମାଲକାନଗିରିରେ ତିନୋଟି ସ୍ଥାନରେ ଦୁର୍ଘଟଣା ୫ ମୃତ ୧୭ ଆହତ
ମାଲକାନାଗିରି ୧୧-୨ (ଓଡ଼ିଆ ପୁଅ) ଜିଲ୍ଲା ମାଥିଲି ବ୍ଲକଠାରେ ପ୍ରଧାନମନ୍ତ୍ରୀଙ୍କ ଉଜ୍ଜ୍ୱଳା କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଯାଉଥିବା ପାତ୍ରଗୁଡ଼ା ଓ ସିରିଗୁଡ଼ା ଗ୍ରାମରୁ ପ୍ରାୟ ୨୦ରୁ ଉର୍ଦ୍ଧ୍ୱ ଲୋଗ ଏକ ପିକ୍ଅପ୍...
ମାଲକାନଗିରି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ କଂଗ୍ରେସ ଦଳର ଅସ୍ଥାୟୀ ଧାନ ମଣ୍ଡି, ହଜାର ହଜାର...
ମାଲକାନଗିରି, ୧୧ା୨ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲାରେ ଖୋଲା ଯାଇଥିବା ୬୨ଟି ମଣ୍ଡିରେ ଏବେ ବି ପଡିରହିଛି ହଜାର ହଜାର କୁଇଣ୍ଟାଲ ଧାନ। ଧାନମଣ୍ଡି ଓ ଚାଷୀମାନଙ୍କ ସମସ୍ୟାକୁ ନେଇ ଆଜି...
୨୦ରେ ଓଡ଼ିଶା ଆସିବେ ଯୋଗୀ ଆଦିତ୍ୟନାଥ : ପ୍ରେବୃୟାରୀ ମାସରେ ବିଜେପିର ହେଭିୱେଟ ଜନସଭା
ଭୁବନେଶ୍ୱର:ଆସନ୍ତା ଫ୍ରେବୃୟାରୀ ୨୦ ତାରିଖରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଗସ୍ତରେ ଆସିବେ।ଚିଲିକା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନାଚୁଣୀଠାରେ ଯୋଗୀ ଏକ ଜନସଭାକୁ ସମ୍ବୋଧନ କରିବେ।ଏହା ସହ ସେହିଦିନ...






