Home Tags Picturenews

Tag: picturenews

ଆମେ ଆଉ ଏକ ଯୁଦ୍ଧ ଚାହୁଁନାହୁଁ:ନୋବେଲ ବିଜେତା ମଲାଲା

0
ନୂଆଦିଲ୍ଲୀ: ଭାରତ ପାକିସ୍ଥାନ ମଧ୍ୟରେ ଅତ୍ୟନ୍ତ ଅଶାନ୍ତ ପରିସ୍ଥିତି ରହିଥିବା ବେଳେ ଏହି ସମୟରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା।ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇ...

ମସୁଦ ଅଜହରକୁ ବ୍ଲାକ ଲିଷ୍ଟେଡ ପାଇଁ ୟୁଏନରେ ପ୍ରସ୍ତାବ ଦେଲେ ଆମେରିକା,ବ୍ରିଟେନ ଏବଂ ଫ୍ରାନ୍ସ

0
ନୂଆଦିଲ୍ଲୀ:ଭାରତକୁ ଏକ ବଡ଼ କୂଟନୈତିକ ବିଜୟ ଉପଲବ୍ଧ ହୋଇଛି।ଆମେରିକା,ବ୍ରିଟେନ ଏବଂ ଫ୍ରାନ୍ସ ଆତଙ୍କି ସଙ୍ଗଠନ ଜୈସ-ଏ-ମୋହମ୍ମଦ ପ୍ରମୁଖ ମସୁଦ ଅଜହର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପ୍ରସ୍ତାବ...

ବଲିଉଡରେ ଯୌନ ଶୋଷଣକୁ ନେଇ ଫିଲ୍ମ:ନଜର ଆସିବେ ତନୁଶ୍ରୀ

0
ମୁମ୍ବାଇ: ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଲିଉଡରେ ଯୁବା ଅଭିନେତ୍ରୀଙ୍କ ସହ ଯୌନ ଶୋଷଣ ଉପରେ ସମ୍ବଦ୍ଧିତ ସର୍ଟ ଫିଲ୍ମ "ଇଂସ୍ପିରେଶନ"ରେ ନଜର ଆସିବେ।ତନୁଶ୍ରୀ...

ଏନପିପିଏ କ୍ୟାନ୍ସର ଏବଂ ଡାଇବେଟିସ ସମେତ ୩୬ଟି ଔଷଧର ମୂଲ୍ୟ କଲେ ନିର୍ଦ୍ଧାରଣ

0
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିୟାମକ ଏନପିପିଏ କ୍ୟାନ୍ସର,ଡାଇବେଟିସ,ସଂକ୍ରମଣ, ଆସ୍ଥମା ଆଦି ସମେତ ଅନ୍ୟ ୩୬ଟି ଔଷଧର ଦାମ ନିର୍ଦ୍ଧାରଣ କରିଛନ୍ତି।ଏନପିପିଏ ଏହା ମଧ୍ୟ କହିଛି, ଏଥିରେ ୨୨ଟି ଔଷଧର ଖୁଚରା ଦର...

ଔରଙ୍ଗଜେବ ଭୂମିକାରେ ଆଶୁତୋଷ

0
ମୁମ୍ବାଇ:ଦୁଇ ଥର ଫିଲ୍ମ ଫେୟାର ଆୱାର୍ଡ ବିଜେତା ଆଶୁତୋଷ ରାଣା ଏକ ନୂଆ ୱେବସିରିଜରେ ମୋଗଲ ଶାସକ ଔରଙ୍ଗଜେବ ଭୂମିକାରେ ଆସିବେ।ୱେବସିରିଜର ନାମ "ଛତ୍ରସାଲ"।ସୂଚନା ମୁତାବକ ଏଥିରେ ଜିତିନ ଗୁଲାଟି ଛତ୍ରସାଲ ଭୂମିକାରେ...

୧୯୭୧ ପରେ ପ୍ରଥମ ଥର ପାକିସ୍ଥାନ ବାୟୁସୀମାରେ ପ୍ରବେଶ କଲା ଭାରତୀୟ ବାୟୁସେନା

0
ନୂଆଦିଲ୍ଲୀ:ମଙ୍ଗଳବାର ସୀମା ପାର କରାଯାଇଥିବା ଏୟାର ଷ୍ଟ୍ରାଇକ ୧୯୭୧ ଭାରତ - ପାକିସ୍ଥାନ ଯୁଦ୍ଧ ପରେ ପ୍ରଥମ ଘଟଣା ଯେଉଁଥିରେ ଭାରତୀୟ ବାୟୁସେନା ପାକିସ୍ଥାନ ବାୟୁ ସୀମା ମଧ୍ୟରେ ପ୍ରବେଶ କରିଛି।୧୯୯୯ କାରଗିଲ...

ମିଳିଲା ୫୦ ସେକ୍ସ ଗୁଲାମଙ୍କ ଖପୁରୀ!

0
ନୂଆଦିଲ୍ଲୀ:ସିରିୟାରେ ବ୍ରିଟିଶ ସେନାର ସ୍ପେଶାଲ ଏୟାର ସର୍ଭିସ ଟିମକୁ ଆତଙ୍କି ସଙ୍ଗଠନ ଆଇଏସ ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ସୁଡ଼ଙ୍ଗ ଭିତରୁ ୫୦ ମହିଳା ସେକ୍ସ ଗୁଲାମ (ଯୌନ ଦାସୀ)ଙ୍କର ଖପୁରୀ ମିଳିଛି।ମୁଣ୍ଡ/ଖପୁରୀ...

ଏୟାର ଷ୍ଟ୍ରାଇକ ରାତି ସାରା ଅନିଦ୍ରା ଥିଲେ ପିଏମ ମୋଦୀ

0
ନୂଆଦିଲ୍ଲୀ:ଏୟାର ଷ୍ଟ୍ରାଇକ ରାତି ସାରା ଅନିଦ୍ରା ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଭାରତୀୟ ବାୟୁ ସେନା ପକ୍ଷରୁ କରାଯାଇଥିବା ସୀମା ପାର ଏୟାର ଷ୍ଟ୍ରାଇକ ନିଜେ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ।ସୂଚନା ମୁତାବକ ଅପରେସନ...

ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ମାନ୍ୟତା ଦେଲା ଫ୍ରାନ୍ସ

0
ନୂଆଦିଲ୍ଲୀ:ପାକିସ୍ଥାନର ଆତଙ୍କି ଆଡ୍ଡା ଉପରେ ଭାରତୀୟ ବାୟୁ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ମାନ୍ୟତା ଦେଇଛି ଫ୍ରାନ୍ସ।ଫ୍ରାନ୍ସ କହିଛି,ସୀମାପାର ଆତଙ୍କବାଦ ବିରୋଧରେ ନିଜ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ପକ୍ଷରୁ...

ବାୟୁସେନା କୋଟି କୋଟି ଭାରତୀୟଙ୍କ ଭାବନାକୁ ବାସ୍ତବିକ ରୂପ ଦେଲା:ଆରଏସଏସ

0
ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ସର ସଂଘ ଚାଳକ ମୋହନ ଭାଗବତ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକକୁ ନେଇ କହିଛନ୍ତି,ଏହା ଦ୍ୱାରା ପୁଲବାମା ସହିଦଙ୍କର ୧୩ ଦିନ ଠିକ୍ ଭାବରେ...

ଏୟାର ଷ୍ଟ୍ରାଇକର ୨ ଦିନ ପରେ ଯବାନଙ୍କ ଗୁଳିରେ ୨ ଆତଙ୍କି ନିହତ

0
ଶ୍ରୀନଗର:ବାୟୁସେନା ଦ୍ୱାରା ବାଲାକୋଟରେ ଆତଙ୍କି ସଙ୍ଗଠନ ଜୈସ-ଏ-ମୋହମ୍ମଦର ସବୁଠାରୁ ବଡ଼ ଆଡ୍ଡାକୁ ଧ୍ୱସ୍ତ କରିବାର ଦୁଇ ଦିନ ପରେ ସୁରକ୍ଷାବଳ ଜାମ୍ମୁ କାଶ୍ମୀରର ସୋପିଆଁ ଠାରେ ଦୁଇ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରି ନିହତ...

ପାକିସ୍ଥାନରେ ଆପାତକାଳୀନ ପ୍ରାୟ ପରିସ୍ଥିତି:ହୀନା ରବାନୀ

0
ନୂଆଦିଲ୍ଲୀ:ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ସୀମା ପାର ଏୟାର ଷ୍ଟ୍ରାଇକ ପରେ ପାକିସ୍ଥାନ ପୂର୍ବତନ ବିଦେଶ ମନ୍ତ୍ରୀ ହୀନା ରବାନୀ ଖେର କହିଛନ୍ତି, ପାକିସ୍ଥାନରେ ଏବେ ଆପାତକାଳୀନ ପ୍ରାୟ ପରିିସ୍ଥିତି।ପାକିସ୍ଥାନ ସଂସଦରେ ହୀନା...

ସାନଖେମୁଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ ସଭା ପାଇଁ ଲୋକ ଖୋଜା : ରମେଶ ମାନିଆରେ ବି.ଜେ.ଡି ଛାନିଆ

0
ବ୍ରହ୍ମପୁର : ୨୪/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆସନ୍ତା ୨୮ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭାରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ବହୁ ବାର...

ଅସୁସ୍ଥତା ଓ ବୟସାଧିକ୍ୟ କଟକଣା ବି.ଜେ.ଡିରେ ନିୟମ ହୋଇନାହିଁ: ବ୍ରହ୍ମପୁରରେ ଗୋଷ୍ଠୀ ରାଜନୀତି ଜୋର...

0
ବ୍ରହ୍ମପୁର : ୨୪/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଦୁଇ ଦଶନ୍ଧି ଧରି ବ୍ରହ୍ମପୁରରେ ବିଧାୟକ ଥିବା ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ଆଗାମୀ ନିର୍ବାଚନ ରେ ଦଳୀୟ ଟିକଟରୁ ବାଦ ଦିଆଯିବା...

ବେକେରୀ ନାଁ’ କୁ ନେଇ ବିବାଦ:ହଟିଲା କରାଚୀ ଶବ୍ଦ

0
ବେଙ୍ଗଲୁର:ବେଙ୍ଗୁଲୁରରେ ଥିବା ଏକ ବେକରୀ ସାଧାରଣରେ ବିରୋଧ ଯୋଗୁଁ ତା' ନାଁ ପରିବର୍ତ୍ତନ କରିଛି।"କରାଚୀ ବେକରୀ" ନାମରେ ଏହି ବେକରୀ ଥିଲା।କିନ୍ତୁ କରାଚୀ ଶବ୍ଦକୁ ନେଇ ସ୍ଥାନୀୟ ଲୋକ ବିରୋଧ କରିବା ପରେ...

ଭାଲେଣ୍ଟାଇନ ଡେ”ରେ ତଲାକ,ଭାଲେଣ୍ଟାଇନ ଡେ”ରେ ନିର୍ବନ୍ଧ!କିଏ ସେ ଅଭିନେତ୍ରୀ?

0
ମୁମ୍ବାଇ:ଭାଲେଣ୍ଟାଇନ ଡେ"ରେ ତଲାକ ପୁଣି ସେଇ ଭାଲେଣ୍ଟାଇନ ଡେ"ରେ ନିର୍ବନ୍ଧ।ଏହିପରି ଘଟିଛି ଅଭିନେତ୍ରୀ ପୂଜା ବେଦୀଙ୍କ ଜୀବନରେ।କିରଣ ବେଦୀଙ୍କ ଝିଅ ପୂଜା ବେଦୀ (୪୮)ଙ୍କର ଏହି ମାସ ୧୪ ତାରିଖ,ଅର୍ଥାତ ଭାଲେଣ୍ଟାଇନ ଡେ"...

ପାକିସ୍ଥାନୀ କଳାକାରଙ୍କୁ ବ୍ୟାନ ସପକ୍ଷରେ ବିଦ୍ୟା ବାଲନ

0
ମୁମ୍ବାଇ:ପୁଲୱାମା ଆକ୍ରମଣ ପରେ ଭାରତୀୟ ଫିଲ୍ମ ଉଦ୍ୟୋଗ ଦ୍ୱାରା ପାକିସ୍ଥାନୀ କଳାକାରଙ୍କ ଉପରେ ଲଗା ଯାଇଥିବା ବ୍ୟାନକୁ ସପକ୍ଷ କରିଛନ୍ତି ଅଭିନେତ୍ରୀ ବିଦ୍ୟା ବାଲନ।ବିଦ୍ୟା କହିଛନ୍ତି,ମତେ ଲାଗୁଛି ଏଥର ଆମକୁ ଶକ୍ତ ପଦକ୍ଷେପ...

୨୪ରେ ଓଡ଼ିଶା ଆସିବେ ତୋଗାଡ଼ିଆ:ଗଠନ ହେବ “ହିନ୍ଦୁସ୍ଥାନ ନିର୍ମାଣ ଦଳ”ର ପ୍ରଦେଶ କମିଟି

0
ଭୁବନେଶ୍ୱର/କଟକ:ଆସନ୍ତା ୨୪ ତାରିଖରେ ଅନ୍ତରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ତଥା ନୂଆ ରାଜନୈତିକ ଦଳ ହିନ୍ଦୁସ୍ଥାନ ନିର୍ମାଣ ଦଳର ପ୍ରତିଷ୍ଠାତା ଡଃ: ପ୍ରବୀଣ ତୋଗାଡ଼ିଆ ଓଡ଼ିଶା ଗସ୍ତରେ ଆସିବେ।ଏହି ଅବସରରେ ଡଃ: ତୋଗାଡ଼ିଆ...

ସାନଖେମୁଣ୍ଡି ବିଧାନ ସଭା ନିର୍ବାଚନ ମଣ୍ଡଳୀ; ମଇଦାନରେ ସ୍ପର୍ଶକାତର ବଢୁଛି ଓ ରାଜନୈତିକ ଅନ୍ତଃସ୍ରୋତର...

0
ବ୍ରହ୍ମପୁର; ୨୨/୦୨ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଆଗାମୀ ସାଧାରଣ ନିର୍ବାଚନ ନେଇ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀରେ ରାଜନୀତି ପରିସ୍ଥିତି ସରଗରମ ହୋଇଛି। କିଏ କେଉଁ ଦଳରୁ ସାନଖେମୁଣ୍ଡି ବିଧାନ...

ବାୟୁସେନା ବିମାନ ଦୁର୍ଘଟଣା:ଜଣେ ପାଇଲଟ ମୃତ

0
ବେଙ୍ଗୁଲୁର:ବେଙ୍ଗୁଲୁରରେ ମଙ୍ଗଳବାର ଘଟିଥିବା ବାୟୁସେନା ବିମାନ ଦୁର୍ଘଟଣାର ଭିଡିଓ ସାମ୍ନାକୁ ଆସିଛି।ଭାରତୀୟ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ସ ଟିମର ଦୁଇଟି ବିମାନ ଉଡ଼ାଣ ସମୟରେ ପରସ୍ପର ମଧ୍ୟରେ ଧକ୍କା ହୋଇ ଯାଇଥିଲେ।ଏହି ଦୁର୍ଘଟଣାରେ ଜଣେ...