Tag: picturenews
ପଦ୍ମଶ୍ରୀ ଉପାଧୀ ଗ୍ରହଣ କରିବା ପାଇଁ ଦିଲ୍ଲୀ ଗଲେ କମଳା ପୂଜାରୀ
କୋରାପୁଟ ୧୫-୦୩-୧୯(ଓଡିଆ ପୁଅ /ରଂଜନ କୁମାର ଦାସ) ଜୈବିକ ପଦ୍ଧତିରେ ଧାନ ସଂରକ୍ଷଣ ଓ ବିଶୋଧନ କରି ରଖିବାରେ ଏକ ନୂତନ ପ୍ରଣାଳୀ ଉଦ୍ଭାବନ କରି ଦେଶ ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି...
ମଧ୍ୟାହ୍ନ ଭୋଜନରେ ଅଣ୍ଡା ବଦଳରେ ୩ଟଙ୍କିଆ ବିସ୍କୁଟ
କୋରାପୁଟ ୧୫-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ) ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟାନ୍ନ ଭୋଜନରେ ପୁଷ୍ଟିକର ଖାଦ୍ୟ ଯେଗାଇ ଦେବାକୁ ରାଜ୍ୟ ସରକାର ଦୈନନ୍ଦିନ ଖାଦ୍ୟ ସରାଣୀ ପ୍ରଚଳିତ କରିଛନ୍ତି। ସରକାର...
ବେଆଇନ ନିଶା କଫସିରପର ଖୋଲାଖୋଲି ବ୍ୟବସାୟ, ପ୍ରଶାସନ ସହ ସଲାସୁତୁରାରେ ଚାଲିଛି କାରବାର
- ଡ୍ରଗ୍ ଇନିସପେକ୍ଟର ନିରବ କାହିଁକି
ବଲାଙ୍ଗୀର ୧୪-୩ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ତଥା ଜିଲ୍ଲାର ବିଭିନ୍ନ ଅଂଚଳରେ ବେଆଇନ ନିଶା କଫ ସିରଫ କାରବାର ଖୋଲା ଖୋଲି ଚଳେଇ ବ୍ୟାପକ ଅର୍ଥ...
ମାଲକାନାଗିରିରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ ଛେଳି ମୃତ – ୨ ଆହତ
ମାଲକାନାଗିରି ୧୩-୩ (ଓଡ଼ିଆ ପୁଅ) ମାଲକାନାଗିରି ଥାନା ଅନ୍ତର୍ଗତ ଚାଲାଣଗୁଡ଼ା ପଞ୍ଚାୟତ ନିକଟବର୍ତ୍ତି ଡଙ୍ଗସଖାଲ ଆଦିବାସୀ ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୦ଟି ଛେଳିଙ୍କର ମୃତ୍ୟୁ ହେବା ସହିତ ୨ଟି ଛେଳି ଗୁରୁତ୍ତର...
ଆର୍ଥିକ ସ୍ୱଚ୍ଛଳତା ହିଁ କଂଗ୍ରେସ ଟିକେଟର ମାପକାଠି-ପିସିସି
ଭୁବନେଶ୍ୱର ୧୨-୩ (ଓଡ଼ିଆ ପୁଅ/ପ୍ରିୟରଞ୍ଜନ ସାହୁ) ଯଦି ପଇସାର ତାକତ ଅଛି ତେବେ କଂଗ୍ରେସ ଟିକେଟ ମିଳିବ ବୋଲି ଏକ ନୂଆ ଫର୍ମୂଲା ଆପଣାଇଛି ଓଡ଼ିଶା ପ୍ରଦେଶ କଂଗ୍ରେସ। ଯୋଗ୍ୟତା ଜରୁରୀ ନୁହେଁ,...
ନିର୍ବାଚନ-୨୦୧୯ ; କୋରାପୁଟ ଲୋକସଭା ଆସନ ନିମନ୍ତେ ବିଜେଡିର ମହିଳା ପ୍ରାର୍ଥିନୀ କୈାଶଳା ହିକକା...
କୋରାପୁଟ ; ତା୧୨-୦୩-୧୯(ଓଡିଆ ପୁଅ/ରଂଜନ କୁମାର ଦାସ)ରାଜ୍ୟ ବିଜେଡି ସଭାପତି ନବୀନ ପଟନାୟକ ଲୋକସଭା ଆସନରେ ବିଜୁ ଜନତା ଦଳ ୩୩ ପ୍ରତିଶତ ମହିଳାଙ୍କୁ ଟିକେଟ ପ୍ରଦାନ କରିବେ ବୋଲି ଘୋଷଣା କରିବା...
ପୋଲେରୁ ତାଡକାରେଉରେ ବଡଯାତ୍ରା ଠାକୁରଙ୍କ ସ୍ନାନ ଲକ୍ଷାଧିକ ଭକ୍ତଙ୍କ ସମାଗମ, ମାନ୍ୟମକୋଣ୍ଡାରେ ତିନି ଠାକୁରଙ୍କ...
ମାଲକାନଗିରି, ୧୧-୩ (ଓଡିଆ ପୁଅ) ମାଲାକନଗିରି ଜିଲ୍ଲାର ମୁଖ୍ୟପର୍ବ ବଡଯାତ୍ରା ଆଜି ଠାରୁ ଶୁଭାରମ୍ଭ ହୋଇ ଯାଇଛି। ଆନ୍ଧ୍ର, ଛତିଶଗତ, ଓଡ଼ିଶା, ତେଲାଙ୍ଗାନା ଚାରୋଟି ରାଜ୍ୟ ଲକ୍ଷାଧିକ ଭକ୍ତ ତାଡକାରେଉ ରେ ବୁଡପକାଇ...
ଓଡ଼ିଶା ଆରଏସଏସର ଭୀଷ୍ମ ପିତାମହ ହରିହର ଦା”ଙ୍କ ପରଲୋକ
ଭୁବନେଶ୍ୱର:ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ସାପ୍ତାହିକ ରାଷ୍ଟ୍ରଦୀପର ପ୍ରଥମ ସଂପାଦକ ହରିହର ନନ୍ଦଙ୍କର ସୋମବାର ଭୋର ୩ଟା ୧୫ ମିନିଟ ସମୟରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ...
ନିରାକାରପୁର କଲେଜ ଫିଲ୍ଡ ପାଖ ବରଗଛରେ ଯୁବକଙ୍କ ଝୁଲନ୍ତା ମୃତ ଦେହ:ହତ୍ୟା ନାଁ ଆତ୍ମହତ୍ୟା,ନେଇ...
ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କେବିଡିଏଭି କଲେଜ ପଡ଼ିଆ ପାଖ ବରଗଛ ଡାଳରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି।ଯୁବକ ଜଣଙ୍କ ନନପଡ଼ା ସାହିର କାଳିଆ ବଳିୟାରସିଂହଙ୍କ ପୁଅ ଚିତ୍ତରଞ୍ଜନ...
ବିଶ୍ୱ ମହିଳା ଦିବସ;୨୦୧୯ର ଥିମ:ବାଲାନ୍ସ ଫର୍ ବେଟର
ଭୁବନେଶ୍ୱର: ଆଜି ମାର୍ଚ୍ଚ ୮,ବିଶ୍ୱ ମହିଳା ଦିବସ।ବିଶ୍ୱର ବିଭିନ୍ନ ଦେଶରେ ମାର୍ଚ୍ଚ ୮ ତାରିଖକୁ ବିଶ୍ୱ ମହିଳା ଦିବସ ଭାବରେ ପାଳନ କରାଯାଇଥାଏ।ବିଭିନ୍ନ ଦେଶରେ ଏହା ଭିନ୍ନ ଭିନ୍ନ ଭାବରେ ଭାବରେ ପାଳନ...
ପିଲାଙ୍କୁ ଇଂରାଜୀ,ହିନ୍ଦୀ ଶିଖାଇବ ଗୁଗଲର ନୂଆ “ବୋଲୋ” ଆପ
ଭୁବନେଶ୍ୱର:ଗ୍ରାମୀଣ କ୍ଷେତ୍ରର ପିଲାଙ୍କୁ ଇଂରାଜୀ ଏବଂ ହିନ୍ଦୀ ପଢ଼ିବା ଶିଖାଇବା ଉଦ୍ଦେଶ୍ୟରେ ଗୁଗଲ ଏଣ୍ଡ୍ରୟଡ ପ୍ଲାଟଫର୍ମରେ ନିଜର ଏକ ନୂଆ ଆପ "ବୋଲୋ" ଲଞ୍ଚ କରିଛି।ସର୍ବ ପ୍ରଥମେ ଭାରତରେ ଲଞ୍ଚ କରାଯାଇଥିବା ଏହି...
ବୋମା ପକାଇଲା ବେଳେ ମହାମେଣ୍ଟ ନେତାଙ୍କୁ ତଳେ ଠିଆ କରାଇ ଦେବା ଉଚିତ:ଅନୀଲ ବିଜ
ଅମ୍ବାଲା: ହରିୟାଣା ସରକାରରେ ମନ୍ତ୍ରୀ ଥିବା ଅନୀଲ ବିଜ ଟ୍ୱିଟ କରିଛନ୍ତି,ଏଣିକି ପାକିସ୍ଥାନରେ ଲୁଚି ରହିଥିବା ଆତଙ୍କିଙ୍କ ଉପରେ ବୋମା ପକାଇଲଲା ବେଳେ ମହାମେଣ୍ଟର କୌଣସି ନେତାଙ୍କୁ ତଳେ ଠିଆ କରିଦେବା ଉଚିତ।ଫଳରେ...
ପଲଟି ମାରୁଥିବା,ମୋଡ଼ି ବଙ୍କେଇ ହୋଇ ଯାଉଥିବା ରୋବର୍ଟ:ମିନି ଚିତା
ଭୁବନେଶ୍ୱର:ରୋବର୍ଟ ତ' ଆପଣ ଅନେକ ଦେଖିଛନ୍ତି।କିନ୍ତୁ କ'ଣ ଆପଣ ଏପରି କୌଣସି ରୋବର୍ଟ ଦେଖିଛନ୍ତି,ଯିଏ ପଲଟି ମାରି ପାରୁଥିବ।ମୋଡ଼ି ବଙ୍କେଇ ହେଇଯାଉଥିବ।
ଏପରି ଏକ ରୋବର୍ଟ ତିଆରି କରିଛନ୍ତି ମୈସଚୁସଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏମଆଇଟି)।ଏହି...
ଇମ୍ରାନ୍ ଖାଁଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ! :ମାର୍କଡେୟ କାଟଜୁ
ଭୁବନେଶ୍ୱର:ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ ମାର୍କଡେୟ କାଟଜୁ ଏକ ପାକିସ୍ତାନୀ ନିଉଜ ଚ୍ୟାନେଲ ଆଲୋଚନାରେ ଅଂଶ ଗ୍ରହଣ କରି କହିଛନ୍ତି,ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ।ଅଭିନନ୍ଦନଙ୍କୁ ଭାରତକୁ ଫେରାଇବା...
କୋଚ୍ଚିକୁ କରାଚୀ କହିଦେଲେ ମୋଦୀ:ଏବେ ମୁଣ୍ଡରେ ପାକିସ୍ଥାନ ଚିନ୍ତା ରହୁଛି
ଜାମନଗର: ଗୁଜୁରାଟର ଜାମନଗରରେ ଆୟୁଷ୍ମାନ ଯୋଜନାକୁ ନେଇ ଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚ୍ଚି (କେରଳ) କଥା କହିବାକୁ ଯାଇ କରାଚୀ (ପାକିସ୍ଥାନ) କହି ଦେଇଥିଲେ।ଏହାକୁ ନେଇ ପରେ ମୋଦୀ...
ଗଛ କ’ଣ ମୋବାଇଲ ୟୁଜ କରୁଥିଲେ? :ରାଜନାଥ ସିଂ
ନୂଆଦିଲ୍ଲୀ:ଗୃହ ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,ନେସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ)ର ପ୍ରାମାଣିକ ପ୍ରଣାଳୀ କହୁଛି ଏୟାର ଷ୍ଟ୍ରାଇକ ସମୟରେ ବାଲାକୋଟ ସ୍ଥଳରେ ୩୦୦ ମୋବାଇଲ ସକ୍ରିୟ ଥିଲା।କ'ଣ ଏହି ମୋବାଇଲ ଗଛ...
ମାଲକାନଗିରି କାରାଗରରୁ ବିଚାରଧୀନ କଏଦୀ ଚମ୍ପଟ
ମାଲକାନଗିରି,୫/୩ (ଓଡ଼ିଆ ପୁଅ) ମାଲକାନଗିରି ଉପକରାଗାରରୁ ଜଣେ ବିଚାରାଧୀନ କଏଦୀ ଫେରାର ହୋଇଯାଇଛି। ଆଜି ଅପରାହ୍ନରେ କାରାଗାରରେ ଡ୍ରେନ ଖୋଳା ଯାଇ ସଫା କାମ ଚାଲୁଥିବା ସମୟରେ ଡ୍ରେନ ଗାତ ଭିତର ବାଟେ...
ଭଲ ମୂଲଚାଲ କରି ରାଜନୀତିରେ ଯୋଗ ଦେଉଛନ୍ତି ପ୍ରଶାସକ
ଭୁବନେଶ୍ୱର ୪-୩ (ଓଡ଼ିଆ ପୁଅ/ପ୍ରିୟରଂଜନ ସାହୁ) ପୂର୍ବତନ ପୋଲିସ୍ କମିଶନର ଅରୂପ ପଟ୍ଟନାୟକ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ଗୋଟିଏ ଲକ୍ଷରେ। ଭୁବନେଶ୍ୱରରୁ ସାଂସଦ ହୋଇ ପାର୍ଲାମେଣ୍ଟରେ ବସିବେ। ସେଥିସକାଶେ ବିଜୁ...
ମହା ଶିବରାତ୍ରି : ଆଜି ଜାଗର
।|ॐ ହୌଂ ଜୂଂ ସଃ ॐ ଭୂଃ ର୍ଭୁବଃ ସ୍ୱଃ
ॐ ତ୍ରୟମ୍ବକଂ ଯଯାମହେ ସୂଗନ୍ଧୀମ୍ ପୃଷ୍ଠୀ ବର୍ଦ୍ଧନମ୍
ଊର୍ବାରୁ କମିବନ୍ଧନାତ୍ ମୃତ୍ୟୋର୍ମୁଖୀୟୋ ମାମୃତାତ୍ ॐ ସ୍ୱଃ ର୍ଭୁବଃ ଭୂଃ ॐ ସଃ ଜୂଂ ହୌଂ...
ମୁଖ୍ୟମନ୍ତ୍ରୀ ଙ୍କ ବ୍ରହ୍ମପୁର ଗସ୍ତ ବେଳେ ବିପକ୍ଷ ଦଳ ର ବହୁ ନେତା, କର୍ମୀଙ୍କୁ...
ବ୍ରହ୍ମପୁର: ୩/୦୩ (ଓଡ଼ିଆ ପୁଅ/ଜ୍ୟୋତି ରଞ୍ଜନ ଦାସ) ଅସଂପୂର୍ଣ୍ଣ ଜାନିବିଲି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଉଦଘାଟନ ପ୍ରହସନ ବନ୍ଦ କରିବା ଓ ଚିଟଫଣ୍ଡ ଜମାକାରୀଙ୍କୁ ରାଜ୍ୟ ସରକାର ଯଥାଶୀଘ୍ର ଟଙ୍କା ଫେରସ୍ତ...