Home ଆନ୍ତର୍ଜାତୀୟ ପିଲାଙ୍କୁ ଇଂରାଜୀ,ହିନ୍ଦୀ ଶିଖାଇବ ଗୁଗଲର ନୂଆ “ବୋଲୋ” ଆପ

ପିଲାଙ୍କୁ ଇଂରାଜୀ,ହିନ୍ଦୀ ଶିଖାଇବ ଗୁଗଲର ନୂଆ “ବୋଲୋ” ଆପ

1686

ଭୁବନେଶ୍ୱର:ଗ୍ରାମୀଣ କ୍ଷେତ୍ରର ପିଲାଙ୍କୁ ଇଂରାଜୀ ଏବଂ ହିନ୍ଦୀ ପଢ଼ିବା ଶିଖାଇବା ଉଦ୍ଦେଶ୍ୟରେ ଗୁଗଲ ଏଣ୍ଡ୍ରୟଡ ପ୍ଲାଟଫର୍ମରେ ନିଜର ଏକ ନୂଆ ଆପ “ବୋଲୋ” ଲଞ୍ଚ କରିଛି।ସର୍ବ ପ୍ରଥମେ ଭାରତରେ ଲଞ୍ଚ କରାଯାଇଥିବା ଏହି ଆପ ଅଫ ଲାଇନ ମଧ୍ୟ କାମ କରିବ।ଗୁଗଲର ସ୍ପିଚ ରିକଗ୍ନିସନ ଏବଂ ଟେକ୍ସ୍ଟ -ଟୁ-ସ୍ପିଚ ଟେକ୍ନୋଲୋଜିରେ ସୁସଜିତ ଏହି ଆପରେ “ଦିୟା” ନାମକ ଏନିମେଟେଡ କ୍ୟାରେକ୍ଟର ପିଲାଙ୍କୁ ପଢ଼ିବା ଶିଖାଇବ।/ଦେବଦତ୍ତ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.