Home Tags Picturenews

Tag: picturenews

ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଲେ ଶଙ୍କରାଚାର୍ଯ୍ୟ! ଘଟଣା ଲୁଚାଇ ଦେବାକୁ ଉଦ୍ୟମ?

0
ତିରୁବନନ୍ତପୁରମ:ରାହୁଲ ଗାନ୍ଧୀଙ୍କୁ ଆଶୀର୍ବାଦ ଦେବାକୁ ମନା କରିଦେଇଛନ୍ତି ଶୃଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟ!ଘଟଣା ଅନୁଯାୟୀ,୨୨ ମାର୍ଚ୍ଚରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମେୟା ଶୃଙ୍ଗେରୀ ମଠର ଶଙ୍କରାଚାର୍ଯ୍ୟଙ୍କ ପାଖକୁ ଯାଇଥିଲେ।ସେଠି...

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଖାସ ଲୋକଙ୍କ ଘରେ ଆଇଟି ରେଡ୍: ସିଆରପିଏଫ ଏମପି ପୋଲିସ...

0
ଭୋପାଳ: ହାବାଲା ମାଧ୍ୟମରେ ମନି ଲ୍ୟାଣ୍ଡରିଂ କାରବାରକୁ ନେଇ ଆୟକର ବିଭାଗ ପକ୍ଷରୁ ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବିଶେଷ ଡିୟୁଟି ଅଧିକାରୀ (ଆରଏସଡି) ପ୍ରବୀଣ କକ୍କଡ଼ଙ୍କ ଘରେ ଚଢ଼ାଉ କରିଛି।ପ୍ରବୀଣଙ୍କ ଘର...

ରିଲ୍ ହିରୋ ବନାମ ରିଅଲ୍ ହିରୋ: ବାବୁଶାନ, ଅନୁଭବ ମୁହାଁମୁହିଁ

0
ଭୁବନେଶ୍ୱର: ରିଲ୍ ହିରୋ ଏବଂ ରିଅଲ୍ ହିରୋ କଥାକୁ ନେଇ ବାବୁଶାନ ମହାନ୍ତି ଏବଂ ଅନୁଭବ ମହାନ୍ତି ମୁହାଁମୁହିଁ ହୋଇଛନ୍ତି।କେନ୍ଦ୍ରାପଡ଼ାରେ ବୈଜୟନ୍ତ ପଣ୍ଡାଙ୍କ ନିର୍ବଚନୀ ସଭାରେ ବାବୁଶାନ ରିଲ୍ ହିରୋ ଏବଂ ରିଅଲ୍...

“ମୁଁ ହିରୋ”: ଅନୁଭବଙ୍କୁ “ନକଲି ହିରୋ” ସାବ୍ୟସ୍ତ କରି ଦେଲେ ବୈଜୟନ୍ତ!

0
ଭୁବନେଶ୍ୱର:କେନ୍ଦ୍ରାପଡା ବିଜେପିର ସାଂସଦ ପାର୍ଥି ବୈଜୟନ୍ତ ପଣ୍ଡା ତାଙ୍କ ପ୍ରତିପକ୍ଷ ବିଜେଡି ପାର୍ଥି ଅଭିନେତା ଅନୁଭବ ମହାନ୍ତିଙ୍କୁ "ନକଲି ହିରୋ" ସାବ୍ୟସ୍ତ କରି ଦେଇଛନ୍ତି।ବୈଜୟନ୍ତ ବିଜେପିରୁ କେନ୍ଦ୍ରାପଡା ଆସନ ପାଇଁ ପାର୍ଥି ହେବା...

ରାହୁଲ ଗାନ୍ଧୀଙ୍କ ବିରୋଧରେ ଲଢ଼ିବେ ରାହୁଲ ଗାନ୍ଧୀ!

0
ୱାୟନାଡ:କେରଳର ୱାୟନାଡ ଲୋକସଭା ଆସନରୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ନିର୍ବାଚନ ଲଢ଼ୁଛନ୍ତି।ତେବେ ରାହୁଲ ଗାନ୍ଧୀଙ୍କ ବିରୋଧରେ ଆଉ ଜଣେ ରାହୁଲ ଗାନ୍ଧୀ ୱାୟନାଡରୁ ନିର୍ବାଚନ ଲଢ଼ୁଛନ୍ତି।ସ୍ୱାଧୀନ ଭାବରେ ଲଢ଼ୁଥିବା ସେହି ପାର୍ଥି...

ମହିଳା ଦୁଷ୍କର୍ମକାରୀଙ୍କୁ ବିଜେଡି ଟିକେଟ; ଆକ୍ଷେପ କଲେ ଅପରାଜିତା,ପ୍ରଭାତୀ,ଲେଖାଶ୍ରୀ: ଟାର୍ଗେଟରେ ଅନନ୍ତ,ପ୍ରଦୀପ,ମହେଶ୍ବର

0
ମହିଳା ଦୁଷ୍କର୍ମକାରୀଙ୍କୁ ବିଜେଡି ଟିକେଟ; ଆକ୍ଷେପ କଲେ ଅପରାଜିତା,ପ୍ରଭାତୀ,ଲେଖାଶ୍ରୀ: ଟାର୍ଗେଟରେ ଅନନ୍ତ,ପ୍ରଦୀପ,ମହେଶ୍ବର ଭୁବନେଶ୍ୱର:ମହିଳା ଦୁଷ୍କର୍ମକାରୀ ମାନଙ୍କୁ ଟିକେଟ ଦେଇ ମହିଳା ବିରୋଧୀର ପରିଚୟ ଦେଇଛନ୍ତି ନବୀନ ପଟ୍ଟନାୟକ।ଏ' ନେଇ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ...

ଦୁର୍ବୃତ ଭାଙ୍ଗିଲେ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି

0
କୋରାପୁଟ ୦୬-୦୪ (ଓଡିଆ ପୁଅ/ରଂଜନ କୁମାର ଦାସ) କୋରାପୁଟ ସହରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।ମାଉସୀମା ଛକଠାରେ ସ୍ଥାପିତ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୃତମାନେ ଭାଙ୍ଗି ଦେଇଥିବା ନଜର କରାଯାଇଥିଲା।...

ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ: ଯୁଗାବ୍ଧ ୫୧୨୧; ବିକ୍ରମ ସମ୍ବତ ୨୦୭୬

0
ରାଷ୍ଟ୍ରୀୟ ନବବର୍ଷର ଅଭିନନ୍ଦନ: ଯୁଗାବ୍ଧ ୫୧୨୧; ବିକ୍ରମ ସମ୍ବତ ୨୦୭୬ (ଇଂରାଜୀ ୦୬, ଏପ୍ରିଲ, ୨୦୧୯) ଆଜି ରାଷ୍ଟ୍ରୀୟ ନବବର୍ଷ।ଯୁଗାବ୍ଧ ୫୧୨୧, ବିକ୍ରମ ସମ୍ବତ ୨୦୭୬ ଏବଂ ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ ୦୬,ଏପ୍ରିଲ ,୨୦୧୯...

ମୋଦିଙ୍କୁ ଜବାବ କି ! ନବୀନ ପଟ୍ଟନାୟକଙ୍କ ଫିଟନେସ ଭିଡିଓ ?

0
ମନେ ପକାନ୍ତୁ, ମୋଦିଙ୍କ "୧୦ କଦମ ଚାଲିବାକୁ ୧୦ ମିନିଟ ଲାଗିଯିବା" କହିବା କଥା.. ଭୁବନେଶ୍ୱର: ରାଜ୍ୟରେ ନିର୍ବାଚନ ପ୍ରଚାରକୁ ନେଇ ସରଗରମ ଲାଗି ରହିଥିବା ବେଳେ ଏବେ ଏକ ଭିଡିଓ ପଦାକୁ ଆସିଛି।ଅତ୍ୟନ୍ତ...

୪.୫ କୋଟି ଓଡିଆ ମୋର ପରିବାର ଓ ମୁଁ ସଦାସର୍ବଦା ଆପଣଙ୍କ ପାଖରେ ଅଛି...

0
ନବୀନଙ୍କ ମାରାଥନ ପ୍ରଚାର: ବିଜେପି ଏବେ କୁମ୍ଭୀର କାନ୍ଦଣା କାନ୍ଦୁଥିବା କହି ଏମାନଙ୍କ ଓଡିଶା ପ୍ରତି ଦରଦ କେତେ ? କୋରାପୁଟ ୦୫-୦୪(ଓଡିଆ ପୁଅ/ରଂଜନ କୁମାର ଦାସ )ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ବିଜେଡିର...

ସୂର୍ଯ୍ୟ ପାତ୍ରଙ୍କୁ ଟିକେଟ ବିକିଦେଲେ ଭୃଗୁ! ପିଙ୍କିଙ୍କୁ ବେଇଜତ କରି ଘଉଡ଼େଇ ଦେଲେ ଉତ୍ତମଙ୍କ...

0
ଭୁବନେଶ୍ୱର:ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡିରୁ ସୂର୍ଯ୍ୟ ନାରାୟଣ ପାତ୍ର ପାର୍ଥି ହୋଇଥିବା ବେଳେ ବିଜେପିରୁ ଟିକେଟ ପାଇଛନ୍ତି ଅଭିନେତ୍ରୀ ତଥା ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାନେତ୍ରୀ...

ଆଛେ ଦିନ: ଟାଙ୍ଗା ଛାଡ଼ି ଟ୍ରାକ୍ଟର ଚଳେଇଲେଣି ବସନ୍ତି!

0
ମଥୁରା:ଲୋକସଭା ନିର୍ବାଚନ ପାଇଁ ସବୁ ଦଳ ଏବେ ଜୋରଦାର ପ୍ରଚାରରେ ମାତି ଯାଇଛନ୍ତି।ପାର୍ଥି ମାନେ ଭିନ୍ନ ଭିନ୍ନ ଉପାୟରେ ଭୋଟରକୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି।ସେହି କ୍ରମରେ ବିଜେପିର ମଥୁରା ସାଂସଦ ପାର୍ଥିନୀ...

୩୩% ମହିଳାଙ୍କୁ ଟିକେଟ ନେଇ ନବୀନଙ୍କୁ ପ୍ରଶଂସା କଲେ ବିଜେପି ନେତ୍ରୀ!

0
ଭୁବନେଶ୍ୱର:ଲୋକସଭା ଆସନ ପାଇଁ ୩୩% ମହିଳାଙ୍କୁ ଟିକେଟ ଦେଇଥିବା ନେଇ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଛନ୍ତି ଜଣେ ବିଜେପି ନେତ୍ରୀ।ବିଜେପି ନେତ୍ରୀ ଜଣଙ୍କ ହେଲେ ମହାରାଷ୍ଟ୍ର ବିଜେପି ପ୍ରବକ୍ତା ସାଇନା ଏନସି।୪୧% ମହିଳାଙ୍କୁ...

ନୟାଗଡ଼ରୁ ଅରୁଣ ଓ ଖଣ୍ଡପଡ଼ାରୁ ସୌମ୍ୟଙ୍କ ନାମାଙ୍କନ ପତ୍ର ଦାଖଲ

0
ନୟାଗଡ଼, ୪ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ନାୟକ) : ରାଜ୍ୟର ତୃତୀୟ ତଥା ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ନୟାଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ବିଜେଡି ପ୍ରାର୍ଥୀଭାବେ ଡ.ଅରୁଣ କୁମାର...

ମୁହଁ ଖୋଲିଲେ ଦିଲ୍ଲୀପ:ଡରିକି କିମ୍ବା ଚାମଚାଗିରୀ କରି ରାଜନୀତି କରି ପାରିବିନି;ମାଟି ଆଗ ପାର୍ଟି...

0
ଭୁବନନେଶ୍ୱର: ଓଡ଼ିଶାରେ ଏ' ଦଳ ବଦଳ ଗୋଳିଆ ରାଜନୀତି ଭିତରେ ବିଜେପି ଛାଡ଼ିଥିବା ଓଡ଼ିଶା ରାଜନୀତିର ବରିଷ୍ଠ ନେତା ଦିଲ୍ଲୀପ ରାୟଙ୍କର କ'ଣ ଯେ ଆଭିମୁଖ୍ୟ ରହିବ ତା' ଉପରେ ସମସ୍ତଙ୍କର ନଜର...

ଓଡ଼ିଶା ଲୋକ ଚାହୁଁଛନ୍ତି, କେନ୍ଦ୍ରରେ ନରେନ୍ଦ୍ର ରାଜ୍ୟରେ ନବୀନ।କିନ୍ତୁ,,

0
ଭୁବନେଶ୍ୱର:ଓଡ଼ିଶାରେ ଲୋକ ଚାହୁଁଛନ୍ତି,କେନ୍ଦ୍ରରେ ନରେନ୍ଦ୍ର ମୋଦିଙ୍କ ସରକାର ଏବଂ ରାଜ୍ୟରେ ନବୀନ ପଟ୍ଟନାୟକଙ୍କ ସରକାର।ମୋଦୀଙ୍କର ଲୋକପ୍ରିୟତା ଆଶାତୀତ ଭାବରେ ବୃଦ୍ଧି ପାଇଛି।ମୋଦୀ କିମ୍ବା ବିଜେପି ସରକାରର ବିକାଶମୂଳକ ଯୋଜନା ପାଇଁ ଲୋକେ ବିଜେପି...

ସମଲିଙ୍ଗୀ କିମ୍ବା ଅବୈଧ ସଂପର୍କ ରଖିଲେ ପଥର ମାରି ମୃତ୍ୟୁଦଣ୍ଡ

0
ବନ୍ଦାର ସେରି ବେଗୱାନ:ବୃନେଇର ଶାସକ ବୁଧବାର ଦିନ ଦେଶରେ ନୂଆ ଆଇନ ଲାଗୁ କରିଛନ୍ତି।ମୁସଲିମ ବହୁଳ ଏହି ଦେଶରେ ସରିଆ କାନୁନ ଅନୁଯାୟୀ ସମଲିଙ୍ଗୀ କିମ୍ବା ବିବାହ ପୂର୍ବରୁ ଅବୈଧ ସଂପର୍କ ରଖିଲେ...

କମଲ,କମଲ,କମଲ,କମଲ (ପଦ୍ମ)….ଏକା ନିଶ୍ୱାସରେ କେତେଥର ଥର କହିଗଲେ ନେତା:ଭିଡିଓ ଭାଇରାଲ

0
ମେରଠ:ଉତ୍ତର ପ୍ରଦେଶରେ ଏକ ନିର୍ବଚନୀ ସଭାରେ ଜଣେ ନେତାଙ୍କର ଭାଷଣ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି।ବିଜେପି ପାର୍ଥି ରାଜେନ୍ଦ୍ର ଅଗ୍ରବାଲଙ୍କ ପାଇଁ ଭୋଟ ମାଗିବା ବେଳେ ବିଜେପି ନେତା ବିନୀତ ଅଗ୍ରବାଲ...

କଂଗ୍ରେସ ଓକିଲ କାହାକୁ ଡରୁଛନ୍ତି,ଫିଲ୍ମକୁ ନାଁ ଚୌକିଦାର ଠେଙ୍ଗାକୁ?

0
ମୁମ୍ବାଇ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାୟୋପିକ "ପିଏମ ନରେନ୍ଦ୍ର ମୋଦୀ" ରିଲିଜ ବିରୋଧରେ କଂଗ୍ରେସର ବରିଷ୍ଠ ନେତା ତଥା ଓକିଲ କପିଲ ସିବ୍ବଲ ଏବଂ ଅଭିଷେକ ମନୁ ସିଂଘବି କରିଥିବା ଜନହିତ ଯାଚିକାକୁ ନେଇ...

ନବୀନଙ୍କୁ ରାମ;ମୋଦିଙ୍କୁ ରାବଣ କରି ବିବାଦୀୟ ପୋଷ୍ଟ

0
ଭୁବନେଶ୍ୱର:ସୋସିଆଲ ମିଡିଆରେ ନବୀନଙ୍କୁ ରାମ ମୋଦିଙ୍କୁ ରାବଣ କରି ଏକ ବିବାଦୀୟ ପୋଷ୍ଟ ଦେଖିବାକୁ ମିଳିଛି।ପୋଷ୍ଟରଟିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭଗବାନ ରାମଙ୍କ ରୂପରେ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାକ୍ଷସ ରାଜା...