Home Tags Picturenews

Tag: picturenews

କାଶ୍ମୀରରେ ବିକ୍ଷୋଭ: ଫାରୁକ୍ ଅବବ୍ଦୁଲାଙ୍କ ଭଉଣୀ ଏବଂ ଝିଅ ଅଟକ

0
ନୂଆଦିଲ୍ଲୀ: ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ କାଶ୍ମୀରରେ ପ୍ରଥମ ଥର ଏକ ବିକ୍ଷୋଭ ଦେଖିବାକୁ ମିଳିଛି।ତେବେ ପୋଲିସ ବିକ୍ଷୋଭକାରୀ ମାନଙ୍କୁ ଅଟକ ରଖିଛି।ଅଟକଙ୍କ ମଧ୍ୟରେ ଫାରୁକ୍ ଅବବ୍ଦୁଲାଙ୍କ ଭଉଣୀ ସୁରୟା ଅବବ୍ଦୁଲା,...

ମହାରାଷ୍ଟ୍ର ନିର୍ବାଚନ: ବିଜେପି ସଂକଳ୍ପ ପତ୍ରରେ ସାବରକରଙ୍କୁ ଭାରତ ରତ୍ନ ଦାବି

0
ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ଜାରୀ ହୋଇଛି।ସଂକଳ୍ପ ପତ୍ରରେ ବିନାୟକ ଦାମୋଦର ସାବରକରଙ୍କ ସମେତ ମହାତ୍ମା ଫୁଲେ ଏବଂ ସାବିତ୍ରୀବାଈ ଫୁଲେଙ୍କୁ ଭାରତ ରତ୍ନ ପ୍ରଦାନ ଦାବି ସ୍ଥାନ...

ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ଇମ୍ପୋଟେଡ୍ ସିଗାରେଟ୍ ଜବତ

0
ଭୁବନେଶ୍ୱର ୧୫-୧୦ (ଓଡ଼ିଆ ପୁଅ) ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ଇମ୍ପୋଟେଡ୍ ସିଗାରେଟ୍ ଜବତ କରିଛି ଡିଆଇଆଇ। ଖବରରୁ ଜଣାପଡ଼ିଛିଯେ, କୁଆଲାଲାମ୍ପୁରରୁ ଭୁବନେଶ୍ୱରକୁ ଆସିଥିଲା ଏହି ସିଗାରେଟ। ସିଗାରେଟ୍ କୁଆଲାଲମପୁରରୁ ଭୁବନେଶ୍ୱରଦେଇ...

ଦାଉଦର ବନ୍ଧୁ କଂଗ୍ରେସର ବନ୍ଧୁ: ଦେଶର ନଂ-୧ ଶତୃ, ଡି- ଲିଙ୍କରେ ଥିଲେ ୟୁପିଏ...

0
ନୂଆଦିଲ୍ଲୀ: ଭାରତର ଏକ ନମ୍ବର ଶତୃ ଅଣ୍ଡର ୱାର୍ଲଡ ଡନ୍ ଦାଉଦ ଇବ୍ରାହିମ୍ ସହିତ କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟର ଜଣେ ମନ୍ତ୍ରୀଙ୍କର ସଂପର୍କ ଥିବା ଘଟଣା ସାମ୍ନାକୁ ଆସିଛି।ସେ ହେଲେ...

ଦୁଃଖ ଖବର – ମର୍ମନ୍ତୁଦ ଦୁର୍ଘଟଣା : ଭାଇ ଭଉଣୀଙ୍କ ଉପରେ ଚଢିଗଲା ଟ୍ରକ୍‌

0
ବଲାଙ୍ଗୀର ୧୫-୧୦ (ଓଡ଼ିଆ ପୁଅ) ବାଇକ୍‌ରେ ଭଉଣୀକୁ ସ୍କୁଲ ଛାଡିବାକୁ ଯାଉଥିବା ବେଳେ ଟ୍ରକ୍‌ ଚଢିଗଲା। ଏହି ଦୁଃଖଦ ଘଟଣା ଘଟିଠି ବଲାଙ୍ଗିର ଦେଓଗାଁ-ତୁସୁରା ରାସ୍ତା ମହିପୁର ଛକରେ। ଘଟଣାସ୍ଥଳରେ ବର୍ତ୍ତମାନ ଉତ୍ତେଜନା...

ଆଜିଠୁ ନୟାଗଡ଼-ଭୁବନେଶ୍ୱର ରେଳ ସେବା ଆରମ୍ଭ

0
ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) : ନୟାଗଡ଼-ଭୁବନେଶ୍ୱର ରେଳ ସେବାର ଆଜି ଶୁଭାରମ୍ଭ। କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାକୁ ଆରମ୍ଭ କରିବେ। ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ...

ସାରା ଦେଶ ପାଇଁ ହେବ ଏକକ ଇଲେକଟ୍ରୋନିକ ଟୋଲ ଆଦାୟ ବ୍ୟବସ୍ଥା

0
- ବିଭିନ୍ନ ରାଜ୍ୟ ଓ ସଂସ୍ଥା ସହ ବୁଝାମଣା ସ୍ୱାକ୍ଷରିତ - ଜାତୀୟ ରାଜପଥ ପ୍ରାଧିକରଣ ଦ୍ୱାରା ପ୍ରିପେଡ ୱାଲେଟର ଶୁଭାରମ୍ଭ - ଫାଷ୍ଟ ଟ୍ୟାଗ ସହିତ ଯୋଡ଼ି ହେବ ଜିଏସଟି ଇ-ୱେ ବିଲ୍ - ଟୋଲ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉନ୍ନତି...

0
- ‘ମୋ ସରକାର’ ଟିମ୍ ର ପ୍ରଥମ ପରିଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା - ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୭୦୦କୁ ବୃଦ୍ଧି କରାଯିବ ଭୁବନେଶ୍ୱର ୧୪-୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ...

ହବିଷ୍ୟାଳୀ କାର୍ତ୍ତିକ ବ୍ରତର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ୩ଟି ସ୍ଥାନରେ ରହି ବ୍ରତ...

0
ଭୁବନେଶ୍ୱର, ୧୪.୧୦ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନରେ ଭିଡିଓ କଫରେନ୍ସିଂ ଜରିଆରେ ପୁରୀରେ ଚଳିତ ବର୍ଷ ପାଇଁ ହବିଷ୍ୟାଳୀ କାର୍ତ୍ତିକ ବ୍ରତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି।...

ଆଜିଠୁ ଆରମ୍ଭ ଧର୍ମ ମାସ କାର୍ତ୍ତିକ: ପଡ଼ିଥାଏ ଅନେକ ପର୍ବପର୍ବାଣୀ

0
କାର୍ତ୍ତିକ ମାସକୁ ଧର୍ମ ମାସ ବୋଲି କୁହାଯାଇଥାଏ।ଆଜିଠୁ ଆରମ୍ଭ ହେଉଛି ପବିତ୍ର କାର୍ତ୍ତିକ ମାସ।କୃତ୍ତିକା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ରମାସକୁ କାର୍ତ୍ତିକ ମାସ କହନ୍ତି। ଏହାର ପୂର୍ବବର୍ତ୍ତୀ ମାସ ଆଶ୍ୱିନ ଏବଂ...

ଭାରତୀୟ ମୂଲକର ଅଭିଜୀତ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ମିଳିଲା ନୋବେଲ ପୁରସ୍କାର

0
ନୂଆଦିଲ୍ଲୀ ୧୪-୧୦ (ଓଡ଼ିଆ ପୁଅ) ଭାରତୀୟ ଅଭିଜୀତ ବାନାର୍ଜୀଙ୍କୁ ଅର୍ଥଶାସ୍ତ୍ରରେ ନୋବେଲ ପୁରସ୍କାରରେ ସମ୍ମାନିତ କରାଯାଇଛି। ତାଙ୍କ ସହିତ ତାଙ୍କ ପତ୍ନୀ ଏସ୍ଥର ଡୁଫଲୋ ଏବଂ ମାଇକଲ କ୍ରେମରଙ୍କୁ ମଧ୍ୟ ସମ୍ମାନିତ କରାଯାଇଛି।...

ଗାନ୍ଧୀଜୀ କିପରି ଆତ୍ମହତ୍ୟା କରିଥିଲେ ? ଗୁଜରାତରେ ନବମ ଶ୍ରେଣୀ ପରୀକ୍ଷାରେ ପଚରାଗଲା ପ୍ରଶ୍ନ!

0
ନୂଆ ଦିଲ୍ଲୀ ୧୩-୧୦- (ଓଡ଼ିଆ ପୁଅ) ମହାତ୍ମା ଗାନ୍ଧୀଙ୍କ ବିଷୟରେ ଏକ ଅଦ୍ଭୁତ ପ୍ରଶ୍ନ ବିବାଦ ଆରମ୍ଭ କରିଦେଇଛି। ପ୍ରଶ୍ନଟି ଥିଲା - 'ଗାନ୍ଧୀଜୀ ଆତ୍ମହତ୍ୟା କରିବା ପାଇଁ କ’ଣ କରିଥିଲେ?' ଏହି...

ଛାତ୍ରୀଙ୍କୁ ଅସଦାଚରଣ : ଆଣ୍ଠେଇ ଭୁଲ ମାଗିଲେ – ଛେଚା ଖାଇଲେ ଫାର୍ମାସିଷ୍ଟ

0
ବାରିପଦା ୧୩-୧୦ (ଓଡ଼ିଆ ପୁଅ/ସନ୍ତୋଷ ବରଜ) - ମାଣତ୍ରୀ ଛକରେ ଥିବା ପ୍ରଧାନ ହେଲଥ୍‍ କେୟାର ପାଥୋଲ୍ୟାବର ଫାର୍ମାସିଷ୍ଟଙ୍କୁ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା...

କୁମାର, କୁମାରୀଙ୍କ ଉତ୍ସବ କୁମାରୋତ୍ସବର ହାର୍ଦ୍ଦିକ ଅଭିନନ୍ଦନ

0
ଆଜି କୁମାର ପୂର୍ଣ୍ଣିମା।ବାର ମାସରେ ତେର ପର୍ବ ମଧ୍ୟରେ କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ।ଏହା କୁମାରୋତ୍ସବ ନାମରେ ମଧ୍ୟ ଜଣାଶୁଣା।ଏହି ଦିନ ମଧ୍ୟ ଗଜଲକ୍ଷ୍ମୀ ପୂଜା ହୋଇଥାଏ।ଆଶ୍ୱିନ ମାସ ପୂର୍ଣ୍ଣିମା...

କୁଆଁରୀ ଓଡ଼ିଆ ଝିଅଙ୍କ ଓଷା: ଜହ୍ନି ଓଷା

0
ଜହ୍ନି ଓଷା ଓଡ଼ିଶାରେ କୁଆଁରୀ ଝିଅ ମାନଙ୍କ ଦ୍ୱାରା ପାଳିତ ଏକ ଓଷା।ଏହା ଆଶ୍ୱିନ ମାସର ପ୍ରଥମ ଦିନରୁ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ପାଳିତ ହୋଇଥାଏ।ମାସସାରା ପ୍ରତି ଦିନ ଅପରାହ୍ନ ସମୟରେ ଜହ୍ନିଫୁଲ...

ନିଶା ବିସ୍କୁଟ ଦେଇ ରେଳ ଯାତ୍ରୀଙ୍କୁ ଲୁଟିଲା, ପରେ ନିଜ ଜାଲରେ ନିଜେ ଫସିିିଲା

0
ପାଟନା ୧୩-୧୦ (ଓଡ଼ିଆ ପୁଅ) ନିଶା ବିସ୍କୁଟ ଟ୍ରେନ ଯାତ୍ରୀଙ୍କୁ ଖୁଆଇ ଲୁଟିବା ଷଢ଼ଯନ୍ତ୍ର କରୁଥିବା ଏକ ଦଳର ଜଣେ ସଦସ୍ୟ ଶନିବାରଦିନ ନିଜେ ବିଛାଇଥିବା ଜାଲରେ ଫସିଯାଇଛି। ଦୁଇଜଣ ଯାତ୍ରୀଙ୍କ ସହ...

ୱାର୍ଲ୍ଡ ବକ୍ସିଂଗ ଚମ୍ପିଆନସିପ : ଫାଇନାଲ୍ ରେ ମଞ୍ଜୁ ରାଣୀ ହାରିଲେ, ମିଳିଲା ରୌପ୍ୟ...

0
ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ୱାର୍ଲ୍ଡ ୱମେନ୍ସ ବକ୍ସିଂଗ ଚମ୍ପିଆନସିପରେ ମଞ୍ଜୁ ରାଣୀ ରୌପ୍ୟ ପଦକ ମିଳିଛି। ଆଶା କରାଯାଉଥିଲା ସେ ସ୍ୱର୍ଣ୍ଣ ପଦକ ଛଡ଼ାଇ ନେବେ ବୋଲି। କିନ୍ତୁ ୪୮...

ଗିରଫ ହେଲା ପର୍ସ ଛଡ଼ାଇ ନେଇଥିବା ଲୁଟେରା

0
ନୂଆଦିଲ୍ଲୀ, ୧୩/୧୦, (ଓଡ଼ିଆ ପୁଅ ପି ନାଏକ): ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଝିଆରି ଦମୟନ୍ତି ବେନ୍ ମୋଦିଙ୍କ ପର୍ସ ଝାମ୍ପି ନେଇଥିବା ଦୁବୃର୍ତ୍ତ ଗିରଫ ହୋଇଛନ୍ତି। ଦିଲ୍ଲୀ ପୋଲିସ ସେମାନଙ୍କ ମଧ୍ୟରୁ...

ମାମଲାପୁରମରେ ଶେଷ ହେଲା ଭାରତ-ଚୀନ ଦ୍ୱିତୀୟ ଅନୌପଚାରିକ ସମ୍ମିଳନୀ : ‘ଚେନ୍ନାଇ ସଂଯୋଗ’...

0
ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) - ଉହାନ ସମ୍ମିଳନୀ ଦ୍ୱିପାକ୍ଷିକ ସମ୍ପର୍କକୁ ସ୍ଥିରତା ଓ ନୂତନ ଗତି ପ୍ରଦାନ କରିଛି ତାମିଲନାଡୁର ଚେନ୍ନାଇ, ମାମଲ୍ଲାପୁରମଠାରେ ଅନୁଷ୍ଠିତ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ ଭାରତ ଓ...

ଦ୍ୱିତୀୟ ଭାରତ-ଚୀନ ଅନୌପଚାରିକ ଶିଖର ସମ୍ମିଳନୀ

0
ନୂଆ ଦିଲ୍ଲୀ ୧୨-୧୦ (ଓଡ଼ିଆ ପୁଅ) ୧. ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ ରାଷ୍ଟ୍ରପତି ମିଃ ସି ଜିନପିଙ୍ଗ ୧୧-୧୨ ଅକ୍ଟୋବର, ୨୦୧୯ରେ ସେମାନଙ୍କ ଦ୍ୱିତୀୟ ଅନୌପଚାରିକ ଶିଖର ସମ୍ମିଳନୀ...