Home ଅପରାଧ ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ଇମ୍ପୋଟେଡ୍ ସିଗାରେଟ୍ ଜବତ

ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ଇମ୍ପୋଟେଡ୍ ସିଗାରେଟ୍ ଜବତ

131

ଭୁବନେଶ୍ୱର ୧୫-୧୦ (ଓଡ଼ିଆ ପୁଅ) ଭୁବନେଶ୍ୱର ବିମାନବନ୍ଦରରୁ ୧୨ ଲକ୍ଷ ଟଙ୍କାର ଇମ୍ପୋଟେଡ୍ ସିଗାରେଟ୍ ଜବତ କରିଛି ଡିଆଇଆଇ। ଖବରରୁ ଜଣାପଡ଼ିଛିଯେ, କୁଆଲାଲାମ୍ପୁରରୁ ଭୁବନେଶ୍ୱରକୁ ଆସିଥିଲା ଏହି ସିଗାରେଟ। ସିଗାରେଟ୍ କୁଆଲାଲମପୁରରୁ ଭୁବନେଶ୍ୱରଦେଇ କୋଲକାତା ଚାଲାଣ ହେଉଥିଲା ବୋଲି ଜଣାପଡ଼ିଛି। ଏ ନେଇ ଏଜେନ୍ସି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.