Home ଆନ୍ତର୍ଜାତୀୟ ୱାର୍ଲ୍ଡ ବକ୍ସିଂଗ ଚମ୍ପିଆନସିପ : ଫାଇନାଲ୍ ରେ ମଞ୍ଜୁ ରାଣୀ ହାରିଲେ, ମିଳିଲା ରୌପ୍ୟ ପଦକ

ୱାର୍ଲ୍ଡ ବକ୍ସିଂଗ ଚମ୍ପିଆନସିପ : ଫାଇନାଲ୍ ରେ ମଞ୍ଜୁ ରାଣୀ ହାରିଲେ, ମିଳିଲା ରୌପ୍ୟ ପଦକ

138

ନୂଆ ଦିଲ୍ଲୀ ୧୩-୧୦ (ଓଡ଼ିଆ ପୁଅ) ୱାର୍ଲ୍ଡ ୱମେନ୍ସ ବକ୍ସିଂଗ ଚମ୍ପିଆନସିପରେ ମଞ୍ଜୁ ରାଣୀ ରୌପ୍ୟ ପଦକ ମିଳିଛି। ଆଶା କରାଯାଉଥିଲା ସେ ସ୍ୱର୍ଣ୍ଣ ପଦକ ଛଡ଼ାଇ ନେବେ ବୋଲି। କିନ୍ତୁ ୪୮ କିଗ୍ରା ଭାର ବର୍ଗରେ ଋଷର ଏକଟ୍ରିନା ପଲ୍ଟକେବାଙ୍କ ଠାରୁ ୪-୧ ରେ ପରାସ୍ତ ହୋଇଛନ୍ତି ମଞ୍ଜୁ। ଏହା ସହିତ ମଞ୍ଜୁ ରାଣୀଙ୍କୁ ରଜତ ପଦକରେ ହିଁ ସନ୍ତୋଷ ଲାଭ କରିବାକୁ ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.