Home ଓଡ଼ିଶା ଆଜିଠୁ ନୟାଗଡ଼-ଭୁବନେଶ୍ୱର ରେଳ ସେବା ଆରମ୍ଭ

ଆଜିଠୁ ନୟାଗଡ଼-ଭୁବନେଶ୍ୱର ରେଳ ସେବା ଆରମ୍ଭ

205

ନୂଆ ଦିଲ୍ଲୀ ୧୫-୧୦ (ଓଡ଼ିଆ ପୁଅ) : ନୟାଗଡ଼-ଭୁବନେଶ୍ୱର ରେଳ ସେବାର ଆଜି ଶୁଭାରମ୍ଭ। କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲ ଏହାକୁ ଆରମ୍ଭ କରିବେ। ଉପସ୍ଥିତ ରହିବେ କେନ୍ଦ୍ରମନ୍ତ୍ରୀ ଡଃ ହର୍ଷ ବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସେହିପରି ଦେଶର ଛୋଟ ଛୋଟ ସହରକୁ ବଡ଼ ସହର ସହ ଯୋଡିବା ଲକ୍ଷ୍ୟରେ ରେଳ ମନ୍ତ୍ରାଳୟ ଆଜି ୧୦ଟି ସେବା ସର୍ଭିସ ଟ୍ରେନ ଚଳାଳଳ ଆରମ୍ଭ କରିବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.