Home Tags Picturenews

Tag: picturenews

ମୁଁ ସୁସ୍ଥ ଅଛି, ଆପଣଙ୍କୁ ଧନ୍ୟବାଦ: ଅମିତ ଶାହା

0
ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଶନିବାର ସୂଚନା ଦେଇ କହିଛନ୍ତି ଯେ ସେ ସୁସ୍ଥ ଅଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ସୋସିଆଲ୍ ମିଡିଆରେ...

ହ୍ୱାଟସ୍ ଆପ୍‌ରେ ଆସୁଛି ନୂଆ ଫିଚର୍ – ୫୦ ଜଣ କରିପାରିବେ ଭିଡିଓ କଲିଂ

0
ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ହ୍ୱାଟସ୍ ଆପ୍ ରେ ଖୁବ୍ ଶୀଘ୍ର ଏକ ଫିଚର୍ ଆସିବାକୁ ଯାଉଛି ଯାହା ଭିଡିଓ କଲିଂର ଏକ ନୂତନ ଅଭିଜ୍ଞତା ଦେବ। ମେସେଞ୍ଜର ରୁମର ପରୀକ୍ଷା...

କୋରାନା ଚିକିତ୍ସାର ନିୟମରେ ବଡ ପରିବର୍ତ୍ତନ, ୧୪ ଦିନ ନୁହେଁ, ରୋଗୀଙ୍କୁ ୧୦ ଦିନରେ...

0
ନୂଆଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ଦେଶରେ ଦ୍ରୁତ ବେଗରେ ବଢ଼ୁଛି କରୋନା ଭୂତାଣୁ ସଂକ୍ରମଣ। ଏହାକୁ ଦୃଷ୍ଟିରେ ରଖି ରୋଗୀଙ୍କୁ ବହୁତ ଦିନ ପର୍ଯ୍ୟନ୍ତ ହସ୍ପିଟାଲରେ ରଖାଯାଇପାରିବ ନାହିଁ। ଏ ନେଇ ସ୍ୱାସ୍ଥ୍ୟ...

୬ଟି ବ୍ୟାଙ୍କରୁ ୪୧୪ କୋଟି ଟଙ୍କାର ଋଣ ନେଇ ବିଦେଶ ଛୁ ମାରିଛି ଚାଉଳ...

0
ନୂଆ ଦିଲ୍ଲୀ ୯-୫ (ଓଡ଼ିଆ ପୁଅ) ସରକାରି ବ୍ୟାଙ୍କରୁ ଋଣ ନେଇ ଅନେକ କମ୍ପାନୀର ମାଲିକ ମାନେ ଏବେ ବିଦେଶରେ ଲୁଚିବା ଏକ ପ୍ରକାରର ଅଭ୍ୟାସରେ ପରିଣତ ହୋଇଗଲାଣି। ବ୍ୟାଙ୍କ ଡିଫଲ୍ଟରମାନେ ଦେଶ...

କ୍ବାରେଣ୍ଟାଇନ୍ ହୋମ୍‌ରେ ସୁରତ ଫେରନ୍ତାଙ୍କ ମୃତ୍ୟୁ

0
ପୋଲସରା ୯-୫ (ଓଡ଼ିଆ ପୁଅ/ନୃସିଂହ ନାଥ ସ୍ବାଇଁ) କୋରାନାକୁ ନେଇ ସାରା ରାଜ୍ୟରେ ମହା ବିପତ୍ତି ମାଡ଼ି ଆସୁଥିବା ବେଳେ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କୁ ନେଇ ବର୍ତ୍ତମାନ ଗଂଜାମ ଜିଲ୍ଲା ରେଡ଼୍...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର – ୪ ନକ୍ସଲ ନିହତ, ଜଣେ ପୁଲିସ ସବ୍ ଇନସପେକ୍ଟର ସହିଦ...

0
ନୂଆଦିଲ୍ଲୀ ୯-୫ (ଓଡ଼ିଆ ) : ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ମାଓବାଦୀ ଏବଂ ପୋଲିସ୍ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ପୁଲିସ ସବ୍-ଇନ୍‌ସ୍‌ପେକ୍ଟର୍‌ ଶହୀଦ ହୋଇଛନ୍ତି ଓ ଚାରିଜଣ ମାଓବାଦୀ ନିହତ ହୋଇଛନ୍ତି।...

ରାଜ୍ୟରେ ପୁଣି ୩ କରୋନା ଆକ୍ରାନ୍ତ ଚିହ୍ନଟ : ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ...

0
ଭୁବନେଶ୍ବର ୯-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୩ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ...

ଗଞ୍ଜାମରେ ପୁଣି ୧୨, ରାଜ୍ୟରେ ଆଜି ସକାଳୁ ୧୪ କରୋନା ଆକ୍ରାନ୍ତ ଚିହ୍ନଟ :...

0
ଭୁବନେଶ୍ବର ୯-୫ (ଓଡ଼ିଆ ପୁଅ) : ରାଜ୍ୟରେ ପୁଣି ୧୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ...

ଜାଣନ୍ତି କି, ସଂସାରରେ ସବୁଠାରୁ ତୀବ୍ର କାମୁଡ଼ା କାହାର ..

0
ଥରେ ଜଣେ ରାଜା ରାଜ ଦରବାରରେ ଉପସ୍ଥିତ ଥିବା ସମସ୍ତ ବିଦ୍ୱାନ ମାନଙ୍କୁ ପ୍ରଶ୍ନ କଲେ, "ସଂସାରରେ ସବୁଠାରୁ ତୀବ୍ର କାମୁଡ଼ା କାହାର?" ଜଣେ କହିଲେ ବିରୁଡ଼ିର ସବୁଠାରୁ ତୀବ୍ର କାମୁଡ଼ା। ଆଉ...

ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୦: ଅବଶିଷ୍ଟ ପରୀକ୍ଷା ଗୁଡ଼ିକର ତାରିଖ ଘୋଷଣା ..

0
ଭୁବନେଶ୍ୱର: ଉତ୍ତର- ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ଏବଂ କୋଭିଡ -୧୯ ମହାମାରୀ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା ପ୍ରଭାବିତ ହୋଇଥିଲା। ପରୀକ୍ଷା ହୋଇପାରି ନଥିବା ବିଷୟ ଗୁଡିକର ତାରିଖ ଆଜି ଘୋଷଣା...

ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ ନିମନ୍ତେ ରହିଥିବା କଟକଣାକୁ କିଛି ମାତ୍ରାରେ କୋହଳ କଲେ...

0
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) କେତେକ ଶିଳ୍ପ ସଂସ୍ଥା ଓ ଶିଳ୍ପ ସଂଘର ଆବେଦନକୁ ବିଚାର କରି ଓଡ଼ିଶା ସରକାର ୨୦ ଅପ୍ରେଲ୍ ୨୦୨୦ରୁ ଶିଳ୍ପ ଓ ବାଣିଜ୍ୟିକ କାର୍ଯ୍ୟକଳାପ...

ଗଞ୍ଜାମ ଜିଲ୍ଲାରେ କୋଭିଡ୍-୧୯ ପରିଚାଳନାପାଇଁ ୩ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ ନିଯୁକ୍ତ...

0
ଭୁବନେଶ୍ୱର ୦୮ ମଇ, ୨୦୨୦ (ଓଡ଼ିଆ ପୁଅ) ରାଜ୍ୟ ସରକାର ଆଜି ୩ ଜଣ ଭାରତୀୟ ପ୍ରଶାସନିକ ସେବା ଅଧିକାରୀଙ୍କୁ କୋଭିଡ୍-୧୯ ପରିଚାଳନାପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ନିମନ୍ତେ ଏକ...

ୱାର୍କ୍ ଫ୍ରମ୍ ହୋମ୍: ଜିଓର ଧମାକାଦାର୍ ଅଫର୍; ବର୍ଷେ ଯାଏଁ ମାଗଣା କଲ୍, ଦୈନିକ...

0
ଭୁବନେଶ୍ୱର: କରୋନା ଭୂତାଣୁ ଯୋଗୁଁ ଲକ୍ ଡାଉନ୍ ଘୋଷଣା କାରଣରୁ ଲୋକେ ଏକ ପ୍ରକାର ଗୃହବନ୍ଦୀ ହୋଇ ରହିଛନ୍ତି। ଏମିତିରେ ୱାର୍କ ଫ୍ରମ୍ ହୋମକୁ ଗୁରୁତ୍ୱ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ରିଲାଏନ୍ସ...

ପୁଣି ଗଞ୍ଜାମ ଜିଲ୍ଲାରେ ୨୪ ଆକ୍ରାନ୍ତ ଚିହ୍ନଟ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୧

0
ଭୁବନେଶ୍ୱର ୮-୫ (ଓଡ଼ିଆ ପୁଅ) : ପୁଣି ୨୪ ଗଞ୍ଜାମ ଜିଲ୍ଲାରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

୧୨ ଦିନର ବିଳମ୍ବ ପରେ ରଥ ଖଳାରେ ରଥ ନିର୍ମାଣ ଆରମ୍ଭ

0
ପୁରୀ, ୮/୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) - ଗତ ୪ ତାରିଖ ଦିନ ପରିଚାଳନା କମିଟି ବୈଠକରେ ରଥ ନିର୍ମାଣ କାର୍ଯ୍ୟ କରାଯିବ ବୋଲି ନିଷ୍ପତି ଗ୍ରହଣ କରିବା ପରେ ରାଜ୍ୟ ସରକାର...

ଏକା ସାଙ୍ଗରେ ୩ ଜଣ ଡ୍ରାଇଭରଙ୍କ ମୃତ୍ୟୁ; ଘଟଣା ସନ୍ଦେହ ଘେରରେ ..

0
ଭୁବନେଶ୍ୱର: ଢେଙ୍କାନାଳ ଶକ୍ତି ସୁଗାର୍ ମିଲ ପରିସରରେ ଏକା ସାଙ୍ଗରେ ତିନି ଜଣ ଡ୍ରାଇଭରଙ୍କର ସନ୍ଦେହ ଜନକ ମୃତ୍ୟୁ ଘଟିଛି। ମିଲର ପାର୍କିଂ ଅଞ୍ଚଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ସଙ୍କଟାପର୍ଣ୍ଣ ଅବସ୍ଥାରେ...

ଆଜି ଚିହ୍ନଟ ୨୬ ଜଣ କରୋନା ପଜେଟିଭଙ୍କ ସୂଚନା ଜାରି କଲେ ସରକାର

0
ଭୁବନେଶ୍ୱର ୮ା୫(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ରାଜ୍ୟରେ ପୁଣି ନୂଆ ୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ‌ଙ୍କ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏମାନେ ସମସ୍ତେ...

ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଖୁସି ଖବର ..

0
ଭୁବନେଶ୍ୱର: ଆମେରିକାରେ ରହୁଥିବା ପ୍ରବାସୀ ଭାରତୀୟଙ୍କ ପାଇଁ ଏକ ଖୁସି ଖବର। ଆମେରିକାରେ ଟ୍ରମ୍ପ୍ ପ୍ରଶାସନ ଏକ ବଡ଼ ପଦକ୍ଷେପ ନେଇ ଏକ ନିର୍ଦ୍ଦିଷ୍ଟ ବର୍ଗର H-1B ଭିସାଧାରୀ ଦମ୍ପତିଙ୍କୁ ଦେଶରେ କାର୍ଯ୍ୟ...

୧୪ ପ୍ରବାସୀ ଶ୍ରମିକ ମୃତ ମାଲବାହୀ ଟ୍ରେନ ଚଢ଼ିଯିବାରୁ ଦୁର୍ଘଟଣା

0
ଔରଙ୍ଗାବାଦ୍ ୮-୫ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ଔରଙ୍ଗାବାଦରେ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଟ୍ରେନ୍ ଚଢ଼ିଯିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ଔରଙ୍ଗାବାଦ-ଜଲନା ରେଳ ଲାଇନରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଁଚିଛି।...

ଆଜିଠୁ ଆରମ୍ଭ ଜ୍ୟେଷ୍ଠ ମାସ; ପଡ଼ିବ ଏହି ସବୁ ପର୍ବପର୍ବାଣୀ ..

0
ଭୁବନେଶ୍ୱର: ଜ୍ୟେଷ୍ଠା ନକ୍ଷତ୍ର ଯୁକ୍ତ ପୂର୍ଣ୍ଣିମା ପଡ଼ୁଥିବା ଚାନ୍ଦ୍ର ମାସକୁ 'ଜ୍ୟୈଷ୍ଠ' ବା 'ଜ୍ୟେଷ୍ଠ' ମାସ କୁହାଯାଏ। ଏହା ବୈଶାଖର ପରବର୍ତ୍ତୀ ଓ ଆଷାଢ଼ର ପୂର୍ବବର୍ତ୍ତୀ ମାସ। ଏହି ମାସ ଓ ଏହାର...