Home ଓଡ଼ିଶା ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର – ୪ ନକ୍ସଲ ନିହତ, ଜଣେ ପୁଲିସ ସବ୍ ଇନସପେକ୍ଟର ସହିଦ ବିପୁଳ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର – ୪ ନକ୍ସଲ ନିହତ, ଜଣେ ପୁଲିସ ସବ୍ ଇନସପେକ୍ଟର ସହିଦ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଜବତ

431

ନୂଆଦିଲ୍ଲୀ ୯-୫ (ଓଡ଼ିଆ ) : ଛତିଶଗଡ଼ର ରାଜନନ୍ଦଗାଓଁ ଜିଲ୍ଲାରେ ମାଓବାଦୀ ଏବଂ ପୋଲିସ୍ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ପୁଲିସ ସବ୍-ଇନ୍‌ସ୍‌ପେକ୍ଟର୍‌ ଶହୀଦ ହୋଇଛନ୍ତି ଓ ଚାରିଜଣ ମାଓବାଦୀ ନିହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାରଦିନ ରାତିରେ ମାନପୁର ଥାନା ଅନ୍ତର୍ଗତ ପର୍‌ଧୋନି ଗାଁ ନିକଟରେ ଘଟିଛି। ଚାରିଜଣ ନକ୍ସଲ୍‌ଙ୍କ ଶବ ପୋଲିସ୍ କୁ ମିଳିଛି। ଗୋଟିଏ ଏକେ-୪୭ ରାଇଫଲ୍ ସହ ବିଭିନ୍ନ ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ସୁରକ୍ଷା କର୍ମୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.