Home Coronavirus Outbreak ୧୪ ପ୍ରବାସୀ ଶ୍ରମିକ ମୃତ ମାଲବାହୀ ଟ୍ରେନ ଚଢ଼ିଯିବାରୁ ଦୁର୍ଘଟଣା

୧୪ ପ୍ରବାସୀ ଶ୍ରମିକ ମୃତ ମାଲବାହୀ ଟ୍ରେନ ଚଢ଼ିଯିବାରୁ ଦୁର୍ଘଟଣା

1268

ଔରଙ୍ଗାବାଦ୍ ୮-୫ (ଓଡ଼ିଆ ପୁଅ) ମହାରାଷ୍ଟ୍ରର ଔରଙ୍ଗାବାଦରେ ପ୍ରବାସୀ ଶ୍ରମିକମାନଙ୍କ ଉପରେ ଟ୍ରେନ୍ ଚଢ଼ିଯିବା କାରଣରୁ ମୃତ୍ୟୁ ବରଣ କରିଛନ୍ତି। ଏହି ଘଟଣା ଔରଙ୍ଗାବାଦ-ଜଲନା ରେଳ ଲାଇନରେ ଘଟିଛି। ପୋଲିସ ଘଟଣାସ୍ଥଳରେ ପହଁଚିଛି। ଏହି ଘଟଣା ଶୁକ୍ରବାର ସକାଳ 6.30 ସମୟରେ ଘଟିଛି। ଏହି ସମସ୍ତ ପ୍ରବାସୀ ଶ୍ରମିକ ଛତିଶଗଡ ନିଜ ଘରକୁ ଯାଉଥିଲେ ଏବଂ ବିଶ୍ରାମ ନେବା ପାଇଁ ଟ୍ରାକ ଉପରେ ଶୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.