Home ଓଡ଼ିଶା ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୦: ଅବଶିଷ୍ଟ ପରୀକ୍ଷା ଗୁଡ଼ିକର ତାରିଖ ଘୋଷଣା ..

ସିବିଏସ୍ଇ ବୋର୍ଡ ପରୀକ୍ଷା ୨୦୨୦: ଅବଶିଷ୍ଟ ପରୀକ୍ଷା ଗୁଡ଼ିକର ତାରିଖ ଘୋଷଣା ..

293

ଭୁବନେଶ୍ୱର: ଉତ୍ତର- ପୂର୍ବ ଦିଲ୍ଲୀରେ ଘଟିଥିବା ଦଙ୍ଗା ଏବଂ କୋଭିଡ -୧୯ ମହାମାରୀ ପାଇଁ ସିବିଏସ୍ଇ ବୋର୍ଡ ପରୀକ୍ଷା ପ୍ରଭାବିତ ହୋଇଥିଲା। ପରୀକ୍ଷା ହୋଇପାରି ନଥିବା ବିଷୟ ଗୁଡିକର ତାରିଖ ଆଜି ଘୋଷଣା କରାଯାଇଛି।

ବାକି ରହି ଯାଇଥିବା ସିବିଏସ୍ଇର ଦଶମ ଏବଂ ଦ୍ୱାଦଶ ପରୀକ୍ଷା ଗୁଡ଼ିକ ଜୁଲାଇ ୧ ରୁ ୧୫ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦଶମ ଶ୍ରେଣୀ ପରୀକ୍ଷା ଗୁଡ଼ିକ ଦିଲ୍ଲୀର ଦଙ୍ଗା ଘଟିଥିବା କିଛି ଅଞ୍ଚଳରେ ଅନୁଷ୍ଠିତ ହେବ ଏବଂ ଦ୍ୱାଦଶ ଶ୍ରେଣୀର ୨୯ଟି ବିଷୟ ପରୀକ୍ଷା ସମଗ୍ର ଦେଶରେ ହେବ। ସମୟ ଅଭାବ କାରଣରୁ କୌଣସି ବିଷୟର ପୁନଃ ପରୀକ୍ଷା ହେବନାହିଁ। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ଏହାର ଘୋଷଣା କରିଛନ୍ତି। -ଦେବଦତ୍ତ ରଥ

ୱାର୍କ୍ ଫ୍ରମ୍ ହୋମ୍: ଜିଓର ଧମାକାଦାର୍ ଅଫର୍; ବର୍ଷେ ଯାଏଁ ମାଗଣା କଲ୍, ଦୈନିକ ୨ ଯିବି ଡାଟା ..

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.