Tag: Bhadrak News
ଦରଦାମ୍ ବୃଦ୍ଧି, ପାଶ୍ୱର୍ ଦୋକାନୀଙ୍କୁ ଉଚ୍ଛେଦ ଓ ବେକାରୀ ବିରୁଦ୍ଧରେ ବାମପନ୍ଥୀଙ୍କ ବିକ୍ଷୋଭ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସମଗ୍ର ଦେଶରେ ମୋଦି ସରକାର ଆଚ୍ଛାଦିନ୍ ଓ ବିକାଶ ନାମରେ ଡିଜେଲ, ପେଟ୍ରୋଲ, ଗ୍ୟାସ୍ ଓ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ବୃଦ୍ଧି...
ଭଦ୍ରକ କୋର୍ଟ ପରିସରରେ ମଧୁବାବୁ ପାଠାଗାର ଉଦ୍ଘାଟନ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କୋର୍ଟ ପରିସରରେ ଭଦ୍ରକ ଓକିଲ ସଂଘର ମଧୁସୂଦନ ପାଠାଗାର ଉଦ୍ଘାଟନ ହୋଇଯାଇଛି । ଭଦ୍ରକର ବିଶିଷ୍ଟ ଉଦ୍ୟୋଗପତି ତଥା ଆଡଭୋକେଟ୍...
ଇନଡୋର ଷ୍ଟାଡିୟମ୍ ନିର୍ମାଣ ନେଇ ସରକାରଙ୍କୁ ଦାବି କଲେ ବିଧାୟକ ସଂଜୀବ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକରେ ଏକ ଇନଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ୫-ଟି ସଚିବଙ୍କୁ ଭିଡିଓ କନଫରେନ୍ସି ମାଧ୍ୟମରେ ନିବେଦନ...
ସରପଞ୍ଚଙ୍କ ଦବଙ୍ଗଗିରି; ଆବାସ ପଇସାରେ ପର୍ସେଣ୍ଟେଜ୍ ଜରୁରୀ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ୍ ଅନ୍ତର୍ଗତ ଗୋରାମାଟି ଗ୍ରାମପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ଯୋଜନାରେ ମହାଦୁର୍ନୀତିର ଅଭିଯୋଗ ସାମ୍ନାକୁ ଆସିଛି ।...
ନନ୍ବ୍ରାଣ୍ଡିଂ ଓ ନନ୍ ଷ୍ଟିଚିଂ ହଳଦୀଗୁଣ୍ଡ ନିର୍ମାତାଙ୍କୁ ୧ ଲକ୍ଷ ଜୋରିମାନା
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ମସଲାର କୌଣସି ଲେବୁଲ, ବ୍ରାଣ୍ଡ ନ ଥାଇ ବିକ୍ରି ହେଉଥିବା ଖବର ପାଇ ଖାଦ୍ୟ ସୁରକ୍ଷା ଅଧିକାରୀ...
ଭଦ୍ରକ : ୧୦୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବିଭିନ୍ନ ଜାଗାରେ ନିଶା...
ଭଦ୍ରକ : ପୁଣି ୫୧୦ ଗ୍ରାମ ବ୍ରାଉନ୍ସୁଗାର ଜବତ; ଜଣେ ଗିରଫ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ଏରେଇଁ ଅଂଚଳର ଜଣେ ଯୁବକକୁ ଜଳେଶ୍ୱରରୁ ବ୍ରାଉନସୁଗାର ନେଇ ଆସୁଥିବାବେଳେ ଗିରଫ କରାଯାଇଛି । ଏ...
ଚିହ୍ନଟ ୧୩୬ ଆକ୍ରାନ୍ତ, ୨ମୃତ
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ନୂଆ ୧୩୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୨ଜଣ ମୃତ୍ୟୁବରଣ କରିଛନ୍ତି । ଏ...
ଧାମରା ପୋର୍ଟ ନାମରେ ନକଲି ୱେବ୍ସାଇଟ, ନିଯୁକ୍ତି ସୁଯୋଗ ଦେଖାଇ ଯୁବଗୋଷ୍ଠୀଙ୍କ ଠାରୁ ଅର୍ଥ...
ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କୌଣସି ଏକ ଠକ ସଂସ୍ଥା ଧାମରା ପୋର୍ଟ ନାମରେ ଏକ ୱେବ୍ସାଇଟ ତିଆରି କରି ଚାକିରୀ ଆଶାୟୀ ଯୁବପିଢିଙ୍କ ଠାରୁ ବିଭିନ୍ନ...
ଚାଲିଛି ନକଲି ଡିଜେଲ ବିକ୍ରି, ପୁଲିସ୍ ଚୁପ୍
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଂଚଳରେ ବିପୁଳ ପରିମାଣର ନକଲି ଡିଜେଲ କାରବାର ଚାଲିଛି । ଛତାବର ଛକଠାରୁ ଆଖୁଆପଦା ଯାଏ...
ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ଭତ୍ତା ପ୍ରଦାନରେ ଅବହେଳା, ଏନଏଚ୍ଆରସିଙ୍କ ରିପୋର୍ଟ ତଲବ
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ପତ୍ନୀଙ୍କୁ ଭତ୍ତା ପ୍ରଦାନରେ ଅବହେଳା ହେଉଛି । ଏମିତି ଅଭିଯୋଗ ପାଇଁ ଜାତୀୟ ମାନବାଧିକାର କମିଶନ (ଏନଏଚଆରସି)...
ଜଗନ୍ନାଥପ୍ରସାଦ ବାଲି ନିଲାମ ବାତିଲ ଦାବି; ପହିଲାରୁ ହେବ ଆନ୍ଦୋଳନ
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ତହସିଲ ପକ୍ଷରୁ ସଦ୍ୟ ନିଲାମ ଦିଆଯାଇଥିବା ବାଲିପୋଖରୀ ପଞ୍ଚାୟତ ଅନ୍ତର୍ଗତ ବାଲିପୋଖରୀ ଏସକେପ ସମ୍ମୁଖ ଜଗନ୍ନାଥପ୍ରସାଦ ବୈତରଣୀ...
ଆଶାକର୍ମୀଙ୍କୁ ଉପରିସ୍ଥ ସ୍ୱାସ୍ଥ୍ୟାଧିକାରୀଙ୍କ ଜୁଲୁମ୍କୁ ପ୍ରତିବାଦ
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଆଶାକର୍ମୀମାନଙ୍କୁ ଉପକରଣ ଖର୍ଦ୍ଦି କରିବା ପାଇଁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ସେମାନଙ୍କ ବ୍ୟାଙ୍କ ଖାତାକୁ ଦେଇଥିବା...
ଚିଙ୍ଗୁଡି ଚାଷ ପ୍ଲାଣ୍ଟରେ ଏରିଏଟରରେ କଟି ଶ୍ରମିକ ମୃତ
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ତେନ୍ତୁଳିଡିହି ପଂଚାୟତରେ ଘଟିଛି ଏକ ଅଘଟଣ । ସ୍ଥାନୀୟ ଓରାସାହି ପଂଚାୟତ ନେଢୁଆଳି ଗାଁର...
୧୫୦ ଦେଶୀ ମଦ ସହ ବାଇକ୍ ଜବତ, ୩ ଗିରଫ
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଜିଲା ଅବକାରୀ ଅଧୀକ୍ଷକ ପ୍ରଦୀପ କୁମାର ଦାସଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆଜି...
ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବସ୍ନାନ ନୀତି, ସୁବାଷିତ ଜଳରେ ସ୍ନାନ କଲେ ; ପଞ୍ଚାନନ ବେଶରେ...
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ କୋଭିଡ କଟକଣା ମଧ୍ୟରେ ଦେବସ୍ନାନ ନୀତି ଅନୁଷ୍ଠିତ ହୋଇଯାଇଛି ।...
ଜିଲ୍ଲାରୁ ଚିହ୍ନଟ ହେଲେ ନୂଆ ୧୭୦ ଆକ୍ରାନ୍ତ, ଜଣେ ଆକ୍ରାନ୍ତ ମୃତ
ଭଦ୍ରକ, ୨୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଆଉ ୧୭୦ ନୂଆ କରୋନା ଆକ୍ରାନ୍ତ । ଏଥି ସହିତ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ...
ରାଜ୍ୟ ବିହନ ନିଗମ ଉପରେ ବହୁ ଲକ୍ଷ ଟଙ୍କା ବାକି, ସରକାରୀ ବିହନ ଉଠାଇବାକୁ...
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କମିଶନ ବାବଦକୁ ଓଡ଼ିଶା ରାଜ୍ୟ ବିହନ ନିଗମ ଉପରେ ସୋସାଇଟିର ଲକ୍ଷ ଲକ୍ଷ ଟଙ୍କା ବାକି ପଡିଛି । ଯାହାକୁ ନେଇ...
ଭାଜପା କର୍ମୀ ବିଜେଡିରେ ସାମିଲ
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡି ବ୍ଲକ୍ କୁବେରା ପଂଚାୟତ ଅଧୀନ କଷଟି ଗ୍ରାମର କେତେକ ଭାଜପା କର୍ମୀ ବିଜେଡିରେ ସାମିଲ ହୋଇଥିବାର ଜଣାପଡିଛି...
ବାହାବଳପୁର ଏଡତାଳ ପୋଲ ନିର୍ମାଣ ସମସ୍ୟାର ସମାଧାନ କଲା ପ୍ରଶାସନ
ଭଦ୍ରକ, ୨୩ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି ବ୍ଲକ୍ ବାହାବଳପୁର ପଂଚାୟତ ଅଧୀନସ୍ଥ ଏଡତାଳ ଯୋରରେ ପୋଲ ନିର୍ମାଣ ନେଇ ଉପୁଜିଥିବା ସମସ୍ୟାର ସମାଧାନ ଜିଲା...
























