Tag: Bhadrak News
୩ ଦିବ୍ୟାଙ୍ଗ ଛୁଆଁଙ୍କୁ ନେଇ ବଳିପଡୁଛି ବାପା-ମା’ଙ୍କ ଦୁଃଖ, ଚିକିତ୍ସାରେ ଅର୍ଥ ସାଜୁଛି ବାଧକ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଏମିତି ଏକ ହୃଦୟସ୍ପର୍ଶୀ ଘଟଣା ଦେଖିବାକୁ ମିଳିଥିଲା, ଯାହା ଦେଖଣାହାରୀଙ୍କ ହୃଦୟକୁ ଦ୍ରବୀଭୂତ କରିଥିଲା...
୪ଶ୍ରମ କୋର୍ଡ, ୩ କୃଷି କଳାଆଇନ ବିରୋଧରେ ସଂଯୁକ୍ତ କିଶାନ ମୋର୍ଚ୍ଚାର ଭାରତ ବନ୍ଦ...
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସଂଯୁକ୍ତ କିଶାନ ମୋର୍ଚ୍ଚା ପକ୍ଷରୁ ଦିଆଯାଇଥିବା ୧୨ ଘଣ୍ଟିଆ ଭାରତ ବନ୍ଦ ଡାକରା ଭଦ୍ରକରେ ସଫଳ ହୋଇଛି । ଏହି ବନ୍ଦକୁ...
ଧର୍ମ ପରାୟଣା ମହିଳା ତଥା ବିଶିଷ୍ଟ ସମାଜସେବିକା କିରଣବାଳାଙ୍କ ଷଷ୍ଠ ସ୍ମୃତି ସମାରୋହ
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏକ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ ଜଣେ ବିଶିଷ୍ଟ ଶିଳ୍ପଦ୍ୟୋଗୀ ତଥା ସମାଜସେବୀ ଘରର ବୋହୂ ହୋଇ ଦିନ ଦରିଦ୍ର ଲୋକଙ୍କ ସେବାକରିବା...
ଗୁଆମାଳ ଗଣ୍ଡପଡାରେ ଭାରପ୍ରାପ୍ତ ମହିଳା ଆରଆଇଙ୍କୁ ଆକ୍ରମଣ ଓ ଅଟକ ଘଟଣା, ଅଭିଯୁକ୍ତଙ୍କୁ ଗିରଫ...
ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ତିହିଡି ତହସିଲ ଦୋଳସାହି ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ (ଆର ଆଇ )ଇତିଶ୍ରୀ ଖଟୁଆଙ୍କୁ ମରଣାନ୍ତକ ଆକ୍ରମଣ ଓ ଦୀର୍ଘସମୟ...
ଧାମନଗରରେ ଅସ୍ଥାୟୀ ତହସିଲଦାର କ୍ଷୀରୋଦ ପଣ୍ଡାଙ୍କ କାର୍ଯ୍ୟଭାର ଗ୍ରହଣ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲାପାଳଙ୍କ ଚିଠି ନଂ ୮୧୬୭ ତା ୨୧/୯/୨୦୨୧ ମୂଳେ ଧାମନଗରର ଆଇ/ସି ତହସିଲଦାର ଭାବେ କ୍ଷୀରୋଦ କୁମାର ପଣ୍ଡା ଦାୟିତ୍ୱ...
ଧାମନଗର ମହାବିଦ୍ୟାଳୟରେ ରକ୍ତଦାନ ଶିବିରରେ ୩୦ୟୁନିଟ୍ ରକ୍ତ ସଂଗ୍ରହ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଧାମନଗର ମହାବିଦ୍ୟାଳୟ ପରିସରରେ ଏନ୍ଏସ୍ଏସ୍ ଦିବସ ପାଳନ ଅବସରରେ ଜାତୀୟ ସେବା...
ନିର୍ବାଚନ ସମୟରେ ନେତାଙ୍କ ମନେପଡ଼େ ଆପ୍ତିରାଷଡ଼ଙ୍ଗୀ ସାହି, ସ୍ୱାଧିନତାର ୭୫ବର୍ଷ ପରେ ବି ନିର୍ମାଣ...
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କେନ୍ଦ୍ର ସରକାରଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କର ମୌଳିକ ସୁବିଧା ପାଇଁ...
ଆଗରପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର, ଦନ୍ତ ଚିକିତ୍ସା ସେବା ଠିକ୍ ଭାବେ ପାଇପାରୁନାହାନ୍ତି ରୋଗୀ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ ରୋଗୀମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ଚେଷ୍ଟିତ ହେଉଥିବା ବେଳେ ସେବା ଯୋଗାଇ...
ଧାମନଗର ପ୍ରେସ କ୍ଳବ ପକ୍ଷରୁ ଦିବଂଗତ ସାମ୍ବାଦିକଙ୍କ ବିୟୋଗରେ ସ୍ମୃତିସଭା
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ପ୍ରେସ୍କ୍ଲବ ପକ୍ଷରୁ ଲୋକ ସେବକ ମଣ୍ଡଳର ଆଜୀବନ ସଦସ୍ୟା, ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଲେଖିକା ତଥା ଦୈନିକ...
ସମାଜସେବିକା ପ୍ରୀତିରେଖା ରାୟଙ୍କ ପରଲୋକ
ଭଦ୍ରକ, ୨୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଅପରାହ୍ନ ପ୍ରାୟ ୪.୩୦ ମିନିଟ୍ ସମୟରେ ଭଦ୍ରକର ବିଶିଷ୍ଟ ଅଧିବକ୍ତା ତଥା ସମାଜସେବୀ ସ୍ୱର୍ଗତଃ ଗୋଲକ ରାୟଙ୍କ କନିଷ୍ଠ ପୁତ୍ରବଧୂଙ୍କର...
ବଡ଼ ସରକାର ବାବାଙ୍କ ୭ମ ବାର୍ଷୀକ ଉତ୍ସବ, ନିରାଡମ୍ବର ଭାବେ ପାଳିତ ହେଲା ‘ଫାତେହା’
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବାଇପାସ ରୋଡ଼ ସ୍ଥିତ ସରକାର ନଗର ଖାନକାହା ଠାରେ ବିଶିଷ୍ଟ ଧର୍ମଗୁରୁ ସୁଫି ହଜରତ ସୈୟଦ ଶାହା ନସିମ ଅଖତର...
ଭଦ୍ରକରେ ଦ୍ୱାଦଶ ଶ୍ରଦ୍ଧାଞଳି ସମାରୋହ; ଗାନ୍ଧୀବାଦୀ କପିଳ ଚରଣ ସଦା ବନ୍ଦନୀୟ
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ କପିଳ ଚରଣ ଦାସ ସ୍ମୃତି ସମିତି ଓ ଗାନ୍ଧୀ ଓଡିଶା ବାଳାଶ୍ରମ ମିଳିତ ଆନୁକୁଲ୍ୟରେ ସନ୍ଥ...
ଐତିହାସିକ ଜଗନ୍ନାଥ ପଟ୍ଟନାୟକ ଊନବିଂଶତମ ସ୍ମୃତି ଶ୍ରଦ୍ଧାଞ୍ଜଳି, ଭାରତ ତଥା ଓଡ଼ିଶା ଇତିହାସକୁ ଡ....
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗବେଷଣା ଓ ଜିଜ୍ଞାସା ବଳରେ ଇତିହାସକୁ ଲୋକଲୋଚନକୁ ଆଣିବା ଦିଗରେ ସମଗ୍ର ଭାରତ ବର୍ଷରେ ଯେଉଁ କେତେଜଣ ଐତିହାସିକ ଓ ଗବେଷକ...
ଆଡମିଶନ ଫି ବୃଦ୍ଧିକୁ ଛାତ୍ର କଂଗ୍ରେସର ବିରୋଧ, ଜିଲ୍ଲାପାଳଙ୍କୁ ସ୍ମାରକପତ୍ର
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏବେ ସମଗ୍ର ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନରେ ନାମ ଲେଖା ଚାଲିଛି । କିନ୍ତୁ ନାମ ଲେଖା ସମୟରେ ପ୍ରାୟ ସମସ୍ତ ମହାବିଦ୍ୟାଳୟ...
ବ୍ରାହ୍ମଣଗାଁ ପଂଚାୟତ ମାର୍କେଟ୍ କମ୍ପେ୍ଲକ୍ସ ବଣ୍ଟନରେ ଅନିୟମିତତା , ସଦୟ ସେବା ସଂଗଠନ ପକ୍ଷରୁ...
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବାସୁଦେବପୁର ବ୍ଲକ୍ ଅଧୀନସ୍ଥ ବ୍ରାହ୍ମଣ ଗାଁ ରେ ଥିବା ସଦୟ ସେବା ସଂଗଠନ ପକ୍ଷରୁ ବିପିନ୍ କୁମାର ନାୟକ, ସତ୍ୟ...
ବରଗଡା ପାକ୍ସର ସଂପାଦକଙ୍କ ଚାଷୀମାରଣ ନୀତି , ଗତ ୩ ଆର୍ଥିକ ବର୍ଷରେ ଚାଷୀମାନଙ୍କ...
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଚାଷୀମାନଙ୍କୁ ନିୟମିତ ଠକେଇରେ ଲିପ୍ତ ଥିବା ଧାମନଗର ବ୍ଲକ୍ ଗୋବିନ୍ଦପୁର ପଂଚାୟତ ଅଧୀନସ୍ଥ ବରଗଡା ପାକ୍ସର ସଂପାଦକ ଅଶୋକ କୁମାର ବସନ୍ତିଆଙ୍କ ବିରୁଦ୍ଧରେ...
ମୋଗଲ ତାମସା କଳାକାରଙ୍କୁ ପାରିଶ୍ରମିକ ସହ ପରିବେଷଣ ସମୟ ୧୫ ରୁ ୪୫ ମିନିଟ୍କୁ...
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ନିକଟରେ ହେବାକୁ ଥିବା ଭଦ୍ରକ ଜିଲା ଲୋକକଳା ପ୍ରତିଯୋଗିତାରେ ଭଦ୍ରକର ସାଂସ୍କୃତିକ ପରିଚୟ, ଲୋକକଳା, ଲୋକନାଟକ ମୋଗଲ ତାମସାର କଳାକାରମାନଙ୍କୁ କିଛି...
କେନ୍ଦ୍ରୀୟ ସଂଗଠନମାନଙ୍କ ପକ୍ଷରୁ ବିଶାଳ ପଟୁଆର, ୨୭ ଭାରତ ବନ୍ଦକୁ ସଫଳ କରିବାକୁ ଆହ୍ୱାନ
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାରା ଦେଶ ତମାମ ଦେଶକୁ ସେବା ଯେଗାଉଥିବା ଅଶାକର୍ମୀ, ପାଚିକା, ଅଙ୍ଗନୱାଡ଼ି କର୍ମୀ ସମେତ କୃଷକ ସାଥୀ, ବ୍ୟାଙ୍କ ମିତ୍ର ଆଦି...
ଓଟିଭି ଚିଫ୍ ରିପୋର୍ଟର ଅରିନ୍ଦମଙ୍କ ଅକାଳ ବିୟୋଗରେ ଭଦ୍ରକ ଜିଲା ସାମ୍ବାଦିକଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ମହାନଦୀର ମୁଣ୍ଡଳୀ ବ୍ୟାରେଜ ନିକଟରେ ବନ୍ୟା ସ୍ରୋତରେ ଫସିରହିଥିବା ଏକ ଦନ୍ତାହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଓଡ୍ରାଫ୍ ଟିମ୍ ବୋଟ୍...
ହତ୍ୟା ଉଦ୍ୟମ ଅଭିଯୋଗରେ ୨ ଅଭିଯୁକ୍ତ ଭାଇଙ୍କୁ ୩ ବର୍ଷ ସଶ୍ରମ କାରାଦଣ୍ଡ
ଭଦ୍ରକ, ୨୪ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ମୁଖ୍ୟ ବିଚାର ବିଭାଗୀୟ ବିଚାରପତି ଦେବଦତ୍ତ ପଟ୍ଟନାୟକ ଏକ ମରଣାନ୍ତକ ଆକ୍ରମଣ ଓ ହତ୍ୟା ଉଦ୍ୟମ ମାମଲାର ବିଚାର...
























