Tag: Bhadrak News
ସିପିଆଇ(ଏମ୍) ଭଦ୍ରକ ଜିଲାସ୍ତରୀୟ ଶିକ୍ଷା ଶିବିର
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଆମ ଦେଶ ଭାରତରେ କେନ୍ଦ୍ର ସରକାରଙ୍କ ଦ୍ୱାରା ସାମ୍ରାଜ୍ୟବାଦ ଶକ୍ତି ଦେଶରେ ଗଣତନ୍ତ୍ର, ସମ୍ବିଧାନ, ସଂସଦ, ରିଜର୍ଭ ବ୍ୟାଙ୍କ, ଇଡି...
୩.୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୨ ଗିରଫ
ଭଦ୍ରକ, ୨୨ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଏବେ ଧଳା ଜହରର ପେଣ୍ଠରେ ପରିଣତ ହୋଇଥିବାବେଳେ ଜିଲା ଅବକାରୀ ବିଭାଗ ଚେଇଁ ଶୋଇଛି । ବିଗତ ଦିନମାନଙ୍କରେ...
ଭଣ୍ଡାରିପୋଖରୀ – ନାଗସାପ ଉଦ୍ଧାର
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ଜଳମଣ୍ଡୁଆ ପଞ୍ଚାୟତ ପଦିନାରାୟଣପୁର ଗ୍ରାମର ଅବସରପ୍ରାପ୍ତ ଶିକ୍ଷା ପ୍ରଶାସକ ପୁରୁଷୋତ୍ତମ ଧଳଙ୍କ ବାସଗୃହରୁ ଶୁକ୍ରବାର...
‘ତାରୁଣ୍ୟ ପ୍ରଭା’ ଲୋକାର୍ପିତ
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ତରୁଣ ନବ ପ୍ରତିଭାମାନଙ୍କୁ ନେଇ ପ୍ରକାଶ ପାଉଥିବା ‘ତାରୁଣ୍ୟ ପ୍ରଭା’ର ଦ୍ୱିତୀୟ ସଂଖ୍ୟା ସାବନ ବଜାର ସ୍ଥିତ ସାବିତ୍ରୀ ସଦନରେ ଲୋକାର୍ପିତ...
ଅବସର ପ୍ରାପ୍ତ ନୂତନ ଅନୁଦାନ ପ୍ରାପ୍ତ ଶିକ୍ଷକ ଓ କର୍ମଚାରୀ ମାଧ୍ୟମିକ ଓ ନିମ୍ନ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଦୀର୍ଘ ୩୦ ରୁ ୩୫ ବର୍ଷ ଚାକିରି ପରେ ଅବସର ନେଇଥିବା ଶିକ୍ଷକ ଓ କର୍ମଚାରୀମାନେ ନିଜର ନ୍ୟାର୍ଯ୍ୟ ଦାବୀ ପେନସନ ପାଇଁ...
ଡ଼ିସେମ୍ବର ସୁଦ୍ଧା ସମସ୍ତ ନିର୍ମାଣ କାର୍ଯ୍ୟ ସମାପ୍ତି ପାଇଁ ନିର୍ଦ୍ଦେଶ, ଜିଲ୍ଲାସ୍ୱାସ୍ଥ୍ୟ ସମିତିର ସାଧାରଣ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜିଲ୍ଲା ସ୍ୱାସ୍ଥ୍ୟ ସମିତିର ସାଧାରଣ ପରିଷଦର ବୈଠକ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି ।...
ଦିବ୍ୟାଙ୍ଗଙ୍କ ପାଇଁ ଆଗେଇ ଆସିଲେ ଆଉ ଜଣେ ଦିବ୍ୟାଙ୍ଗଙ୍କ ପରିବାର, ଆନ୍ତର୍ଜାତୀୟ କ୍ରୀଡ଼ା ପାଇଁ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା, ଧାମନଗର ବ୍ଲକ ଅନ୍ତର୍ଗତ ଦଳାଙ୍ଗ, ରାମେଶ୍ୱରପୁର ର ଦିବ୍ୟାଙ୍ଗ ହ୍ୱିଲ୍ ଚେୟାର ଅସିଚାଳନା ଖେଳାଳୀ ମଧୁସ୍ମିତା ସାହୁଙ୍କୁ ଅନ୍ୟ...
ମରଣଯନ୍ତା ସାଜିଛି ନିର୍ମାଣାଧୀନ ସାତଭଉଣୀ-ଚୁନିଦା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ, କାର୍ଯ୍ୟ ଆରମ୍ଭ ନହେଲେ ରାସ୍ତାରୋକ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେଉଛି ବହୁ ରାସ୍ତା । ମାତ୍ର ଭଦ୍ରକ...
ଆଜି ବି ଚୁଆର ଗୋଳିଆ ପାଣି ଉପରେ ନିର୍ଭର କରୁଛନ୍ତି ଦୁଇ ପଞ୍ଚାୟତବାସୀ, ତୁରନ୍ତ...
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ଠାରୁ କେନ୍ଦ୍ର ସରକାରଙ୍କ ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବିଶେଷ ଗୁରୁତ୍ୱ ପ୍ରଦାନ ପୂର୍ବକ ଏ ଦିଗରେ ପାନୀୟ...
ଦେଓପଦା ହାଇସ୍କୁଲ ୫-ଟି ରୂପାନ୍ତୀକରଣ ନେଇ ଭୂମିପୂଜନ
ଭଦ୍ରକ, ୨୧ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ରାଜେନ୍ଦ୍ରପୁର ପଞ୍ଚାୟତର ଦେଓପଦା ହାଇସ୍କୁଲ ୫-ଟି ରେ ରୂପାନ୍ତୀକରଣ ନେଇ ଏହାର ଭୂମିପୂଜନ ଅନୁଷ୍ଠିତ...
ଭଦ୍ରକ ମହାବିଦ୍ୟାଳୟ ହୀରକ ଜୟନ୍ତୀ ଉତ୍ସବ ଘୁଞ୍ôଚଲା, ଅଧ୍ୟକ୍ଷଙ୍କ ଅନୁରୋଧକୁ ରାଷ୍ଟ୍ରପତି ଗ୍ରହଣ କଲେ
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବକୁ ଘୁଞ୍ଚାଇଦେବା ପାଇଁ କଲେଜର ଆଲୁମିନି ଓ କର୍ତ୍ତୃପକ୍ଷଙ୍କ ତରଫରୁ କରାଯାଇଥିବା ନିବେଦନକୁ...
ପାଳିଆବିନ୍ଧା କଲେଜର ଅନୁଦାନ ଟଙ୍କାର କାର୍ଯ୍ୟକାରିତା ଉପରେ ଜିଲାପାଳଙ୍କ ଗୁରୁତ୍ୱ, ତିହିଡ଼ିର ବିଭିନ୍ନ କଲେଜ...
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି଼ ବ୍ଲକର ବିଭିନ୍ନ କଲେଜ ଓ ସ୍କୁଲକୁ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଗୁରୁବାର ପରିଦର୍ଶନ କରିଛନ୍ତି ।...
ଗୁଆମାଳ ସେବା ସମବାୟ ସମିତି ଅଚଳାବସ୍ଥା ନେଇ ଏଆରସିଏସଙ୍କୁ ଜଣାଇଲେ ସମ୍ପାଦକ
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ତିହିଡି଼ ବ୍ଲକ ଗୁଆମାଳ ସେବା ସମବାୟ ସମିତି ଦୁଇଦିନ ଧରି ଅଚଳାବସ୍ଥା ସୃଷ୍ଟି ହୋଇଛି । ଏ ନେଇ ସମ୍ପାଦକ...
ପଠାଣି ସାମନ୍ତ ମେଧାବୃତ୍ତି ପରୀକ୍ଷାରେ ଶ୍ରଦ୍ଧାଞ୍ଜଳି ବ୍ଲକ ଟପ୍ପର
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡି଼ ବ୍ଲକ ଭାଟପଡ଼ା ପଞ୍ଚାୟତ ଅଧୀନ ମଙ୍ଗରାଜପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଶ୍ରଦ୍ଧାଞ୍ଜଳି...
ଉର୍ଦ୍ଧୁ ବିଦ୍ୟାଳୟରେ ସାମଗ୍ରୀ ଛାଡୁ ନାହାନ୍ତି ଅଭିଭାବକ
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଗରପଡା ଚାରିଘରିଆ ଉର୍ଦ୍ଧୁ ବିଦ୍ୟାଳୟରେ ଛାତ୍ର ସଂଖ୍ୟା ୨୫ରୁ କମ୍ ଥିବାରୁ ସରକାର ଏହାକୁ ବନ୍ଦ କରିବା ପାଇଁ ନିଷ୍ପତି ନେଇଥିଲେ...
ଭତ୍ତାରେ ସୀମିତ ରାମଚନ୍ଦ୍ର ଓ ଗୀତା ମାଝିଙ୍କ ଭାଗ୍ୟ, ଜରାନିବାସ ହିଁ ବିକଳ୍ପ,ସହାୟତା ପାଇଁ...
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଦିବାସୀ ସଂପ୍ରଦାୟର ରାମଚନ୍ଦ୍ର ମାଝି(୭୦) ଏବଂ ଗୀତା ମାଝି(୬୮) ବୟସର ଅପରାହ୍ନରେ ଉପନିତ ହୋଇଛନ୍ତି ଦୁହେଁ । ପରିବାର ଥାଇ ମଧ୍ୟ...
ପୋଷାକ ବିତରଣ ଉତ୍ସବ
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧାମରା ନିକଟସ୍ଥ ଯଶୀପୁର ଗ୍ରାମପଂଚାୟତ ଅଧିନସ୍ଥ ମଲ୍ଲୀଲତା ଦାସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ପ୍ରଧାନଶିକ୍ଷକ ଶଶିକାନ୍ତ...
ହେଉନି ବର୍ଷାଜଳ ନିଷ୍କାସନ, ସରସଦା ମାସ୍ତାନିସାହି ଜଳବନ୍ଦୀ
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ସରସଦା ମାସ୍ତାନି ସାହିର ୧୨ ପରିବାର ଜଳବନ୍ଦୀ ହୋଇଛି । ଏହି ସାହିରୁ ବର୍ଷାଜଳ...
କୁକୁଡା ଚାଷୀ ମାଲିକ ସଂଘର ଦାବି, କେନ୍ଦ୍ରୀୟ ମାର୍ଗଦର୍ଶିକା ଆଧାରରେ ଦର ନିର୍ଦ୍ଧାରଣ ହେଉ,...
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରିହାତି ଦରରେ କୁକୁଡା ଖାଦ୍ୟ ଯୋଗାଣ ଓ କୁକୁଡା ଦର ନିୟନ୍ତ୍ରଣ କ୍ଷେତ୍ରରେ କମ୍ପାନିଗୁଡିକର ମନମୂଖୀ ନୀତି ଉପରେ ଅଙ୍କୁଶ ଲଗାଇବା...
ଏବିଭିପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ, ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା କରନ୍ତୁ...
ଭଦ୍ରକ, ୨୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ୫ ବର୍ଷ ହେବ ଓଡ଼ିଶାରେ ଛାତ୍ରସଂସଦ ନିର୍ବାଚନ ବନ୍ଦ ରହିଛି । ନେତୃତ୍ୱର ଭୃଣ ହତ୍ୟା କରୁଛନ୍ତି ଓଡ଼ିଶା ସରକାର...
























