Tag: Bhadrak News
ଦାମୋଦର ସଂସ୍କୃତ ମହାବିଦ୍ୟାଳୟର ‘ମୋ କଲେଜ ଅଭିଯାନ’
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଦାମୋଦର ସଂସ୍କୃତ ମହାବିଦ୍ୟାଳୟ ପରିସରରେ ପୁରାତନ ଛାତ୍ରଛାତ୍ରୀ ମାନଙ୍କର ‘ମୋ କଲେଜ୍ ଅଭିଯାନ’ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟରୁ...
ଭଦ୍ରକ ଚିନ୍ତନ ଚକ୍ରରେ ପ୍ରବନ୍ଧ ପାଠ ଆଲୋଚନା
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତ୍ୟେକ ମାସ ପରି ଚଳିତ ମାସ ଶେଷ ଶନିବାର ଭଦ୍ରକ ଚିନ୍ତନ ଚକ୍ରର ୧୩୯ତମ ଆଲୋଚନା ସଭା ଭଦ୍ରକ କ୍ଲବ ପରିସରରେ...
ସାମ୍ବାଦିକ ଦିଲ୍ଲୀପ ଖୁଣ୍ଟିଆ ପାଇଲେ ରାଜ୍ୟସ୍ତରୀୟ ‘ଉତ୍କଳ ଗୌରବ ମଧୁସୂଦନ ସମ୍ମାନ-୨୦୨୩’
ଭଦ୍ରକ, ୩୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ବନ୍ତ ବ୍ଲକ୍ ଅନ୍ତର୍ଗତ ସେଣ୍ଡତିରା ପଂଚାୟତର ଫୁଲଗଡିଆ ଗ୍ରାମର ସ୍ୱର୍ଗତଃ ପ୍ରଦ୍ୟୁମ୍ନ ଖୁଣ୍ଟିଆଙ୍କ ପୁତ୍ର ସାମ୍ବାଦିକ ଦିଲ୍ଲୀପ ଖୁଣ୍ଟିଆ...
ବିଭିନ୍ନ କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଯୋଗଦାନ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ତେସିଙ୍ଗା ପଞ୍ଚାୟତ ସ୍ଥିତ କୁଶଗଡିଆ ଗ୍ରାମର ଶନିଶ୍ଚର ମନ୍ଦିରର ବାର୍ଷିକ ଉତ୍ସବ ଓ ବିଶିଷ୍ଟ...
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ସହ ସାଂସଦଙ୍କ ଆଲୋଚନା ହୋଇଯାଇଛି । ଭଦ୍ରକ ସାଂସଦ ମଂଜୁଲତା ମଣ୍ଡଳ ଓ ଜଳସଂପଦ...
ସଡକ ଦୁର୍ଘଟଣାରେ ଜଣେ ବଙ୍ଗୀୟ ଯୁବକ ମୃତ, ୫ ଆହତ; ଜଗାଦର୍ଶନ ନୋହିଲା
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଘରୁ ବାହାରିଥିଲେ । ଆଉ କିଛି ଘଣ୍ଟା ପରେ ପରୀରେ ପହଞ୍ôଚ ମନବାଞ୍ଛା...
ଖଦାଳପୋଖରୀ ଗ୍ରାମପଞ୍ଚାୟତରେ ନୂତନ ସେବା ସମବାୟ ସମିତି ଖୋଲିବା ନେଇ ଭଦ୍ରକ ଏଆରସିଏସ୍ଙ୍କ ଚଞ୍ଚକତା...
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅନ୍ତର୍ଗତ ଖଦାଳପୋଖରୀ ଗ୍ରାମ ପଞ୍ଚାୟତରେ ଏକ ନୂତନ ସେବା ସମବାୟ ସମିତି ଖୋଲିବା ନେଇ ରାଜ୍ୟ...
ବିଳମ୍ବିତ ରାତିରେ ଆରଡି ମେଡିକାଲରୁ ବଡ ଧରଣର ଚୋରି , ଲୁଟିନେଲେ ଏସି, କମ୍ପ୍ୟୁଟର...
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗତକାଲି ବିମ୍ବଳିତ ରାତିରେ ଆରଡି ମେଡିକାଲରେ ବଡଧରଣର ଚୋରି ହୋଇଥିବା ଆଜି ସକାଳେ ମେଡିକାଲର କିଛି ଷ୍ଟାଫ ଜାଣିବା ପରେ ଆରଡି...
ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପୁରାତନ ଛାତ୍ର ସଂସଦ ବୈଠକ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକଙ୍କ ଆବାହନରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।...
ପାରିବାରିକ ସମସ୍ୟାର ସଫଳ ସମାଧାନ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ଆଇନ ସେବା ପ୍ରାଧୀକରଣ, ଭଦ୍ରକ ସମ୍ମୁଖ କାର୍ଯ୍ୟାଳୟରେ ଗୋଟିଏ ପାରିବାରିକ ସମସ୍ୟାର ସଫଳ ସମାଧାନ ହୋଇପାରିଛି । ଦରଖାସ୍ତକାରିଣୀ ମାମୁନୀ...
ବିଶ୍ୱପ୍ରାଣୀ ଚିକିତ୍ସା ଦିବସ ପାଳିତ
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତି ବର୍ଷ ଭଳି ଏପ୍ରିଲ ମାସ ଶେଷ ଶନିବାରକୁ ବିଶ୍ୱପ୍ରାଣୀ ଚିକିସାôା ସଂଘ ଦ୍ୱାରା ବିଶ୍ୱ ପ୍ରାଣୀ ଚିକିତ୍ସା ଦିବସ ଭାବେ...
ବାଲ୍ୟ ବିବାହ ରୋକିବା ପାଇଁ ସଚେତନତା ସବୁଠୁ ବଡ଼ ମାଧ୍ୟମ, ଅକ୍ଷୟ ତୃତୀୟା ଉପଲକ୍ଷେ...
ଭଦ୍ରକ, ୨୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଭଦ୍ରକ ବ୍ଲକ ସମ୍ମିଳନୀ କକ୍ଷରେ ବାଲ୍ୟ ବିବାହ ନିରାକରଣ...
ଦେଶୀ ଚୋରା ମଦ ଜବତ, ୩ ଗିରଫ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଅବକାରୀ ଥାନା ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୪୬ ଲିଟର ଦେଶୀ ଚୋରା ମଦ ଜବତ...
ଗୋରୁଗାଡି ଜବତ କଲେ ଟୋଲଗେଟ କର୍ମଚାରୀ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଟୋଲଗେଟରୁ ବେଆଇନ ଗୋରୁଗାଡିକୁ ଟୋଲଗେଟ କର୍ମଚାରୀମାନେ ଆଜି...
ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ସଂପାନ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଳବାୟୁ ପରିବର୍ତ୍ତନର କୁପ୍ରଭାବ କେବଳ ଜାତୀୟ କିମ୍ବା ଆନ୍ତର୍ଜାତୀୟ ସମସ୍ୟା ନୁହେଁ, ଏହା ସାରା ବିଶ୍ୱର ମାନବ ଜାତି ପ୍ରତି ବିପଦ...
ପ୍ରାଥମିକ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଗ୍ରୀଷ୍ମ ଅବକାଶରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଏସ୍ଇବିସି ସର୍ଭେ ଓ ଆଇଏଫ୍ଏ ଟାବ୍ଲେଟ ବଣ୍ଟନ କାର୍ଯ୍ୟକୁ ବିରୋଧ କରି ଭଦ୍ରକ ଜିଲ୍ଲା ପ୍ରାଥମିକ...
ବ୍ରହ୍ମାକୁମାରୀ ଭଦ୍ରକ ଆନୁକୁଲ୍ୟରେ ପ୍ରଶାସନ ସେବା ଅଭିଯାନ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଭଦ୍ରକ ଆନୁକୁଲ୍ୟରେ ଏକ ପ୍ରଶାସନିକ ସେବା ଅଭିଯାନ କାର୍ଯ୍ୟକ୍ରମ ସ୍ଥାନୀୟ ରିଜର୍ଭ ପୋଲିସ ପରିସର ଓ...
ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ନେଇ ଏବିଭିପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାରେ ଦିନକୁ ଦିନ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା ଶିକ୍ଷା, ସୁରକ୍ଷା ଓ ଆଇନ ଶୃଙ୍ଖଳାକୁ ବିରୋଧ କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ...
ଆଇନଜୀବୀ ଦିବସରେ ଉତ୍କଳ ଗୌରବଙ୍କୁ ଭବ୍ୟ ଶ୍ରଦ୍ଧାଞ୍ଜଳି
ଭଦ୍ରକ, ୨୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଶହୀଦ୍ ସ୍ମୃତି ଭବନ (ଟାଉନ ହଲ୍) ପରିସରରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଅବସରରେ ‘ଆଇନଜୀବୀ...
ପାଟୁଳି ପଞ୍ଚାୟତରେ ବୁଥ୍ ଓ ଅର୍ଗାନାଇଜିଂ ବୈଠକ
ଭଦ୍ରକ, ୨୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ସ୍ଥିତ ପାଟୁଳି ପଞ୍ଚାୟତରେ ବିଧାୟକଙ୍କ ପ୍ରତିନିଧି ଇଂ ପ୍ରୟାସକାନ୍ତି ସାମଲଙ୍କ ପରାମର୍ଶ କ୍ରମେ ବୁଥ୍ ମିଟିଂ ଓ...
























