Tag: Bhadrak News
୩୩ତମ ରାଜ୍ୟ ବାଳକ ଓ ବାଳିକା ଟେନିକୋଏଟ ଚାମ୍ପିଅନଶିପ ଓ ଓଡିଶା ଟିମ ଚୟନ
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ଜିଲ୍ଲା ଟେନିକୋଏଟ ସଙ୍ଘ ଦ୍ୱାରା ଓଲଙ୍ଗ ମିନି ଷ୍ଟାଡିୟମରେ ୩୩ତମ ରାଜ୍ୟ ବାଳକ ଓ ବାଳିକା ଟେନିକୋଏଟ ଚାମ୍ପିଅନସିପ୍...
ସମବାୟ ସମିତିର ଛାଡ ଘୋଷଣାର ଦୀର୍ଘ ୧୪ମାସ ପରେ ମଧ୍ୟ ମିଳୁନି ଚାଷୀଙ୍କ ରଣ...
ଭଦ୍ରକ, ୧୧-୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଭାଗୀୟ ଅଧିକାରୀଙ୍କ ଘୋଷଣା ପରେ ମଧ୍ୟ ସମସ୍ତ ଚାଷୀ ପାଇ ପାରୁ ନାହାନ୍ତି ଛାଡ ଟଙ୍କା, କେବଳ ହାତ ଗଣତି ଚାଷୀଙ୍କୁ...
ଜବତ ୧୬ ବାଇକ୍ରୁ ୮ ମାଲିକଙ୍କୁ ହସ୍ତାନ୍ତର କଲା ପୁଲିସ୍
ଭଦ୍ରକ, ୧୧-୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଗ୍ରାମାଞ୍ଚଳ ଥାନା ପୁଲିସ୍ ପକ୍ଷରୁ ଚଢାଉ କରାଯାଇ ଗତ ୪ ତାରିଖରେ ଜବତ ହୋଇଥିବା ୧୬ଟି ଚୋରା ମୋଟର ସାଇକେଲ୍କୁ...
ଜିଲ୍ଲାପାଳଙ୍କ କୋର୍ଟରେ ସରସଦା ସମିତି ଚାଷୀଙ୍କ ଧାନବିକ୍ରୀ ଅର୍ଥ ମାମଲା
ଭଦ୍ରକ, ୯ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ସରସଦା ସମବାୟ ସମିତିର ୪୪ ଜଣ ଚାଷୀ ସମିତିକୁ ଧାନବିକ୍ରୟ କରି ମୂଲ୍ୟ ପାଇନଥିବା ମାମଲା ଜିଲ୍ଲାପାଳଙ୍କ...
ନୂତନ ଅତିରିକ୍ତ ଜିଲ୍ଲାପାଳଙ୍କ ଯୋଗଦାନ
ଭଦ୍ରକ, ୧୧ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓ.ଏ.ଏସ୍.(ଏସ୍) ପାହ୍ୟାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଶାନ୍ତନୁ କୁମାର ମହାନ୍ତି ସୋମବାରଦିନ ପୂର୍ବାହ୍ନରେ ଭଦ୍ରକ ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ...
ଧାମନଗର ବ୍ଲକରେ ମିଳିତ ଜନ ଶୁଣାଣି , ଜିଲାପାଳଙ୍କ ନିକଟରେ ଆଗତ ହେଲା ୬୦ଟି...
ଭଦ୍ରକ, ୧୧-୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ସୋମବାର ଦିନ ଧାମନଗର ବ୍ଲକ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଓ ଏସ୍.ପି.ଙ୍କ ଯୁଗ୍ମ ଜନଶୁଣାଣି...
ମାନବ ସେବାରେ ରେଡକ୍ରସ୍ ଜୟଯାତ୍ରା ଅବ୍ୟାହତ, ଜିଲ୍ଲାସ୍ତରୀୟ ବିଶ୍ୱ ରେଡ଼କ୍ରସ ଦିବସ ପାଳିତ
ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପ୍ରତିବର୍ଷ ମଇ ୮ ତାରିଖରେ ପାଳନ କରାଯାଇ ଆସୁଥିବା ବିଶ୍ୱ ରେଡ଼କ୍ରସ ଦିବସ ଭଦ୍ରକ ଜିଲ୍ଲାସ୍ତରରେ ପ୍ରଶାସନ ପକ୍ଷରୁ ଆଜି ଜିଲ୍ଲାପାଳଙ୍କ...
ନାରାୟଣ ସ୍ମୃତିସାହିତ୍ୟର ଦଶମ ବାର୍ଷିକ ସାରସତ୍ୱ ଅଧିବେଶନ, ଆଗାମୀ କାଲିର ସାହିତ୍ୟ ପଲ୍ଲୀ ପ୍ରାଣରେ...
ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ତିହିଡ଼ି ବ୍ଲକ ଅନ୍ତର୍ଗତ ନାରାୟଣ ସ୍ମତି ସାହିତ୍ୟର ଦଶମ ବାର୍ଷିକ ସାରସତ୍ୱ ସମାରୋହ ଜିଲ୍ଲା ସଂସ୍କୃତି ଭବନ, ଭଦ୍ରକରେ...
ଶ୍ରୀମଦ୍ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ପାଳିତ
ଭଦ୍ରକ, ୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀମଦ୍ ଆଦିଶଙ୍କରାଚାର୍ଯ୍ୟ ଜୟନ୍ତୀ ଗରଦପୁରଠାରେ ଅଧିବକ୍ତା ମନୋରଞ୍ଜନ ମହାନ୍ତିଙ୍କ ସଭାପତିତ୍ୱରେ ପାଳିତ ହୋଇଯାଇଛି। ପଣ୍ଡିତ ମଧୂସୁଦନ ତ୍ରିପାଠୀଙ୍କ ବେଦ ପାଠ ପରେ...
ଆସାନୀ କୁ ନେଇ ଚିନ୍ତାରେ ଚାଷୀ
ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାମୁଦ୍ରିକ ଝଡ଼ ଆସାନୀ ଛଡ଼ାଇ ନେଇଛି ଶତାଧିକ ଚାଷୀଙ୍କ ମୁହଁରୁ ହସ। ବର୍ତ୍ତମାନ ସେମାନେ କିପରି ବ୍ୟାଙ୍କ ଋଣ ଓ ହାତ...
ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ, କୋଟପା ଆଇନ୍ କାର୍ଯ୍ୟାନ୍ୱୟନ ପାଇଁ ପ୍ରଶିକ୍ଷଣ
ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଧୂମପାନ ଓ ଅନ୍ୟ ତମାଖୁ ସେବନ ନିଷେଦ୍ଧ ଜନିତ ଆଇନ୍ କାନୁନ୍କୁ ନମାନିବା ଯୋଗୁଁ ଲଗାତାର ତମାଖୁ ସହ ଜଡ଼ିତ ବିଭିନ୍ନ...
ଭଦ୍ରକ ସହରର ଟ୍ରାଫିକ ସମସ୍ୟାକୁ ନେଇ ଏସପିଙ୍କୁ ଭେଟିଲା ଯୁବକଂଗ୍ରେସ
ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ସହରର ମୌଳିକ ସମସ୍ୟା ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ କେତେକ ଦାବି ନେଇ ଆଜଇ ଜିଲ୍ଲା ଯୁବ କଂଗ୍ରେସ...
ଶ୍ରୀମନ୍ଦିର ସୁରକ୍ଷା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ
ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତ ବର୍ଷର ଚାରିଧାମ ମଧ୍ୟରୁ ଶ୍ରୀଜଗନ୍ନାଥ ମନ୍ଦିର ପୁରୀ ଅନ୍ୟତମ। କିନ୍ତୁ ବିଗତ ବର୍ଷମାନଙ୍କରେ ଯେଉଁଭଳି ଭାବରେ ବ୍ରହ୍ମବିଭ୍ରାଟ, ରଥଯାତ୍ରା ବନ୍ଦ...
ବିଜେପି ସମର୍ଥୀତ ସରପଞ୍ଚଙ୍କ କାର୍ଯ୍ୟରେ ବିଡିଓଙ୍କ ବାଧାସୃଷ୍ଟି ଆଭିମୁଖ୍ୟକୁ ପ୍ରଶ୍ନକଲା ବିଜେପି; ବୁଧବାର ଦେବ...
ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ ପକ୍ଷରୁ ମନରେଗା ଯୋଜନା କାର୍ଯ୍ୟରେ ସହଯୋଗ ପରିବର୍ତ୍ତେ ବିଜେପି ସମର୍ଥୀତ ରହଣିଆ, ନପଙ୍ଗ, ନଗୁଆ ଓ...
ମହୁମାଛି ଆକ୍ରମଣରେ ବହୁଲୋକ ଆହତ; ପ୍ରତିକାର ଦାବି
ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଛକରେ ଥିବା ପୁରାତନ ସିରିସି ଗଛର ବିଭିନ୍ନ ଡାଳରେ ବର୍ଷ ବର୍ଷ ଧରି ମହୁ ବସାବାନ୍ଧି...
ବାତ୍ୟା “ଆସାନୀ”କୁ ନେଇ ବିପଦ ଆଶଙ୍କାରେ ନଈକୂଳିଆବାସୀ
ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାଣିପାଗ ସୂତ୍ରରୁ ସଦ୍ୟ ସୂଚନା ଅନୁଯାୟୀ ବାତ୍ୟା “ଆସାନୀ” ଯୋଗୁଁ ଓଡ଼ିଣାରେ ପବନ ତୁଳନାରେ ପ୍ରବଳ ବର୍ଷା ହେବାର ଜଣାପଡ଼ିବା ପରେ...
ଆସାନୀ ପୂର୍ବର କାଳ ବୈଶାଖି ପ୍ରଭାବ, ଆଗରପଡ଼ା ଅଂଚଳରେ ଘର ଭାଙ୍ଗିଲା ଓ ଗଛ...
ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାତ୍ୟା ଆସାନୀ ପୂର୍ବର କାଳ ବୈଶାଖି ପ୍ରଭାବରେ ଆଜି ଅପରାହ୍ନରେ ଆଗରପଡା ତଥା ଏହାର ଆଖପାଖ ଅଞ୍ଚଳରେ ଗଛ ଉପୁଡ଼ିବା ସହିତ...
ଇଦ୍-ଉଲ-ଫିତରରେ ବନ୍ଧୁ ମିଳନ ଓ କବାଲି
ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପାଟନାସାହି ଠାରେ ଇଦ୍ଉଲ-ଫିତର ଉପଲକ୍ଷେ ବନ୍ଧୁ ମିଳନ ଏବଂ କବାଲି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଉତ୍ସବର ମୁଖ୍ୟଅତିଥି ଭାବେ...
ଆଗରପଡ଼ାରେ ହାତୀ ଆତଙ୍କ
ଭଦ୍ରକ, ୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁଣି ଆଗରପଡ଼ାରେ ହାତୀ। ଏହାକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି। ସଂଧ୍ୟା ପରେ ଲୋକେ ବାହାରକୁ ବାହାରିବା ପାଇଁ ନିଜକୁ...
ପୁଣି ଫିଟିଲା ଜାଲ ଶିକ୍ଷକଙ୍କ ଗୁମର, ଚାକିରୀକୁ ୧୪ ବର୍ଷ ଫେଲ ପ୍ରମାଣ ପତ୍ରରେ!
ଭଦ୍ରକ, ୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚାକିରୀକୁ ୧୪ ବର୍ଷ ପୁରିବାକୁ ବସିଲାଣି ଫେଲ ପ୍ରମାଣ ପତ୍ର ଦେଇ। କଥାଟି କାନକୁ ଠିକ୍ ଶୁଭୁ ନଥିଲେ ମଧ୍ୟ ଏହିପରି...























