Home Tags Bhadrak News

Tag: Bhadrak News

ଭଦ୍ରକ ଡ୍ରେନେଜ ବିଭାଗର ମନମାନୀ, ବିଧାୟକ ଓ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକୁ ନିର୍ବାହୀ ଯନ୍ତ୍ରୀଙ୍କ ଫୁ

0
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ପୌରାଞ୍ଚଳର ୧୩ ନମ୍ବର ୱାର୍ଡ଼। ଖୋଦ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକଙ୍କ ବାସଭବନ ଏହି ୱାର୍ଡ଼ ଅର୍ନ୍ତଗତ ଅପର୍ତ୍ତିବିନ୍ଧା ଗ୍ରାମରେ।...

ମୋଚି ଛକ-ଭଦ୍ରକାଳୀ ବିପର୍ଯ୍ୟସ୍ତ ରାସ୍ତାକୁ ଗୁରୁତ୍ୱ ଦେଉ ନାହିଁ ପ୍ରଶାସନ, କଂଗ୍ରେସର ସ୍ମାରକପତ୍ର, ଜିଲ୍ଲାପାଳ...

0
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ କଚେରୀ ବଜାର ମୋଚି ଛକ ଠାରୁ ମା’ ଭଦ୍ରକାଳୀ ପୀଠ ପର୍ଯ୍ୟନ୍ତ ରାସ୍ତା ଦୀର୍ଘ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇ...

ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କଳାବ୍ୟାଚ୍ ଆନ୍ଦୋଳନ ୬ଷ୍ଠ ଦିନରେ

0
ଭଦ୍ରକ, ୨୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶାରୁ ଚୁକ୍ତିଭିତ୍ତିକ ନିଯୁକ୍ତି ସଂପୂର୍ଣ୍ଣ ଉଚ୍ଛେଦ ଓ ୬ ବର୍ଷ ଚୁକ୍ତିଭିତ୍ତିକ ଚାକିରୀ ସମୟକୁ ପ୍ରମୋସନ, ଇନ୍‌କ୍ରିମେଣ୍ଟ, ସିନିୟୋରିଟି ରେ ଗଣନା...

ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଗୁରୁତ୍ୱପୂର୍ଣ୍ଣ ବୈଠକ

0
ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶ୍ରୀଜଗନ୍ନାଥ ଦର୍ଶନ ପ୍ରଚାର ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଭଦ୍ରକସ୍ଥ ବାଲଗୋପାଲ ମନ୍ଦିର ପରିସରରେ ସିମତିର ମୁଖ୍ୟ ପରିଚାଳକ ପଣ୍ଡିତ ଭାଗିରଥୀ...

ଯୁବ ଯାଦବ ମହାସଭା ପକ୍ଷରୁ ଜନ୍ମାଷ୍ଟମୀ ଉତ୍ସବ ପାଳିତ

0
ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ଟାଉନ୍‌ହଲ ଠାରେ ଜିଲା ଯୁବ ଯାଦବ ମହାସଭା ପକ୍ଷରୁ ଦିବସବ୍ୟାପୀ ପବିତ୍ର ଜନ୍ମାଷ୍ଟମୀ ଉତ୍ସବମ ମହାସମାରୋହରେ ପାଳିତ ହୋଇଯାଇଛି। ପ୍ରାତଃରେ...

ବୈତରଣୀରେ ୨ୟ ବନ୍ୟା, ୭ ପଞ୍ଚାୟତର ୩୨ ଗ୍ରାମ ଜଳବନ୍ଦୀ

0
ଭଦ୍ରକ, ୨୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବୈତରଣୀ ନଦୀ ବିପଦସଙ୍କେତ ସ୍ତର ଠାରୁ ଏକ ମିଟର ଉପରେ ପ୍ରବାହିତ ହେଉଛି। ରବିବାର ଅପରାହ୍ନ ୫ଟା ସୁଦ୍ଧା ଆଖୁଆପଦାରେ ଜଳସ୍ତର...

ସଦ୍‌ଭାବନା ଦିବସ ପାଳନରେ ଶପଥ ପାଠ

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ପ୍ରତିବର୍ଷ ଅଗଷ୍ଟ ୨୦ ତାରିଖରେ ପାଳନ କରାଯାଇ ଆସୁଥିବା ସଦ୍‌ଭାବନା ଦିବସ ଆଜି ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ସଦ୍‌ଭାବନା ସଭାଗୃହରେ ପାଳିତ...

ବନ୍ୟା ପରିଚାଳନା ଓ କ୍ଷୟକ୍ଷତି ଆକଳନ ସମୀକ୍ଷା ବୈଠକ

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲ୍ଲା ଯୋଜନାବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ.ବ୍ୟୋମକେଶ ରାୟଙ୍କ ଅଧ୍ୟକ୍ଷତାରେ ଡି.ଆର.ଡି.ଏ. ସମ୍ମିଳନୀ କକ୍ଷରେ ଚଳିତ ବନ୍ୟା ପରିଚାଳନା ଓ...

ବୈତରଣୀ ଏସ୍‌କେପ୍ ବୁଲି ଦେଖିଲେ ସାଂସଦ ଓ ବିଧାୟକଙ୍କ ଟିମ୍

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବୈତରଣୀ ନଦୀର ଏସକେପ୍ ବୁଲି ଦେଖିଲେ ସାଂସଦ ଓ ବିଧାୟକଙ୍କ ଟିମ୍। ସମସ୍ୟା ନେଇ ଆଲୋଚନା ସହ ସ୍ଥାୟୀ ସମାଧାନ ପାଇଁ ପ୍ରଚେଷ୍ଟା...

ପୁରୁଣାବଜାରରେ ଏସ୍‌ବିଆଇ ଶାଖା ଖୋଲିବା ପାଇଁ ୩ୟ ଦାବିପତ୍ର

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକର ଚନ୍ଦନବଜାର କିମ୍ବା ପୁରୁଣାବଜାରରେ ଏକ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖା ଖୋଲିବା ପାଇଁ ଆଜି ୧୦ ଘଟିକା ସମୟରେ ପୂର୍ବତନ...

ବୈତରଣୀ ଉପରମୁଣ୍ଡରେ ଭାରି ବର୍ଷା, ଅତିକ୍ରମ କରିବ ବିପଦସଙ୍କେତ

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବୈତରଣୀ ନଦୀର ଉପରମୁଣ୍ଡରେ ଗତ ୨୪ ଘଣ୍ଟା ମଧ୍ୟରେ ଅବପାତ ଜନିତ ଭାରି ବର୍ଷା ହେବା ଫଳରେ ନଦୀରେ ବନ୍ୟା ହେବାକୁ ଯାଉଛି।...

ଶ୍ରୀ ଚୈତନ୍ୟ ଆଶ୍ରମରେ ନନ୍ଦୋତ୍ସବ ପାଳିତ

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ମୋଟେଲଛକ ସ୍ଥିତ ନୂଆ ବସ୍‌ଷ୍ଟାଣ୍ଡ ନିକଟ ଶ୍ରୀ ଚୈତନ୍ୟ ଆଶ୍ରମରେ ଆଜି ନନ୍ଦୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଆଶ୍ରମର...

ଭଦ୍ରକ ଇସ୍କନ ମନ୍ଦିରରେ ଜନ୍ମାଷ୍ଟମୀ ଉପଲକ୍ଷେ ନନ୍ଦୋତ୍ସବ ଉଦ୍‌ଯାପିତ

0
ଭଦ୍ରକ, ୨୦ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସହରର କୁଆଁସସ୍ଥିତ ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନାବୃତ ସଂଘ ପକ୍ଷରୁ ଇସ୍କନ ମନ୍ଦିରରେ ୫୨୪୭ତମ ଶ୍ରୀ ଶ୍ରୀ ରାଧା ଗୋବିନ୍ଦ...

ସମାଜସେବୀ ସଚ୍ଚା ମଣିଷ ମହେନ୍ଦ୍ର ପଣ୍ଡାଙ୍କ ଏକାଦଶାହ ଦିବସରେ ଶ୍ରଦ୍ଧାଞ୍ଜଳି

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଶିଷ୍ଟ ସମାଜସେବୀ, ପୂର୍ବତନ ବିଚାର ବିଭାଗ ଅଦାଲତ, ବ୍ଲକ ଓ ତହସିଲ କାର୍ଯ୍ୟାଳୟର ବରିଷ୍ଠ କିରାଣୀ, ସଚ୍ଚା ମଣିଷ ମହେନ୍ଦ୍ର କୁମାର...

ମଦ ଜବତ, ୩ ଅଭିଯୁକ୍ତ ଗିରଫ

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଭଣ୍ଡାରିପୋଖରୀ, ମଞ୍ଜୁରୀ, ନଗୁଆଁ, ପାଟୁଳୀ, ଶାସନ, ନାଆମୀ, ମଞ୍ଜୁରୀରୋଡ ଆଦି ଅଞ୍ଚଳରୁ ଧାମନଗର ଅବକାରୀ...

ରାଧାଗୋବିନ୍ଦ ଧାମରେ ଜନ୍ମାଷ୍ଟମୀ

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ମାଳଦା ରାଧା ଗୋବିନ୍ଦ ଧାମରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ଗତକାଲି ମଧ୍ୟରାତ୍ରରେ ପାଳିତ ହୋଇଯାଇଛି। ପ୍ରତ୍ୟୁଷ...

କାସିମପୁର ପଞ୍ଚାୟତର ବନ୍ୟା ସ୍ଥିତି ମନୁଷ୍ୟକୃତ, ଗ୍ରାମ୍ୟ ଉନ୍ନୟନ ବିଭାଗର ତ୍ରୁଟିପୂର୍ଣ୍ଣ ରାସ୍ତା ପାଇଁ...

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏବେ ସବୁଠି ବନ୍ୟାର କୋପ ଦେଖିବାକୁ ମିଳୁଛି। ଏଥିରୁ ବାଦ ପଡ଼ି ନାହିଁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକର ପ୍ରାୟ ୨୬ଟି...

ସାଳନ୍ଦୀ ଜଳସେଚନ ବିଭାଗର ଉଦାସୀନତା, ପୌରାଞ୍ଚଳର ୭ ନମ୍ବର ୱାର୍ଡ଼କୁ ବିପଦ ବିଲାତି ଦଳ

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାଳନ୍ଦୀ ଜଳସେଚନ ବିଭାଗର ଉଦାସୀନତା ପୌରାଞ୍ଚଳର ୭ ନମ୍ବର ୱାର୍ଡ଼ ପ୍ରତି ବିପଦର କାରଣ ପାଳଟିଛି। କେବଳ ଏହି ୱାର୍ଡ଼ ନୁହେଁ,...

ସମ୍ଭାବ୍ୟ ବର୍ଷା ବିପତ୍ତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଉତ୍ତର ଓଡ଼ିଶାର ଭଦ୍ରକ, ବାଲେଶ୍ୱର, କେଉଁଝର ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ତାର...

ଗେଙ୍ଗୁଟି ନଦୀରେ ଛାତ୍ର ନିଖୋଜ

0
ଭଦ୍ରକ, ୧୯ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ୍ ଅନ୍ତର୍ଗତ ବୟାଙ୍ଗଡିହି ପଂଚାୟତ ଭଉଁରିଆବାଙ୍କ ଗ୍ରାମର ବିନୋଦ ସେଠୀଙ୍କ ୧୫ ବର୍ଷୟୀ ପୁତ୍ର ରାହୁଲ ପୂର୍ବାହ୍ନରେ...