Tag: Bhadrak News
ସରକାରୀ ରାସ୍ତାରୁ ଜବର ଦଖଲ ଉଚ୍ଛେଦ
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ନନ୍ଦପୁର ଗ୍ରାମରେ ସରକାରୀ ରାସ୍ତାରେ ଜଣେ ବ୍ୟକ୍ତି ବାସଗୃହ ନିର୍ମାଣ କରିଥିଲେ । ଯାହାଫଳରେ...
ଭଦ୍ରକ ଜାମା ମସଜିଦରେ “ଶବେକଦର” ପର୍ବ ପାଳିତ
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକର ସମସ୍ତ ମସଜିଦ ସହିତ ପୁରୁଣାବଜାର ସ୍ଥିତ ଜାମା ମସଜିଦରେ ମଧ୍ୟ “ଶବେକଦର” ପର୍ବ ତଥା “ଲଏଲତୁଲ” ପର୍ବ ପାଳନ ହୋଇଯାଇଅଛି...
ଗୋମାଂସ ରାନ୍ଧିବାକୁ ନେଇ ଉତ୍ତେଜନା, ଥାନାରେ ଏତଲା
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ-ଚାନ୍ଦବାଲି ରାସ୍ତା ପାଶ୍ୱର୍ରେ ଥିବା ସତ୍ସଙ୍ଗ ବିହାର ନିକଟରେ କେତେକ ପ୍ରବାସୀ ସଂଖ୍ୟାଲଘୁ ଶ୍ରେଣୀର ବ୍ୟକ୍ତି ଗୋମାଂସ ରାନ୍ଧୁଥିବା ନେଇ ସ୍ଥାନୀୟ...
୨୦୨୨-୨୩ ଆର୍ଥିକ ବର୍ଷରେ ଜିଲାର ରାଜସ୍ୱ ଆଦାୟ ୮୫.୫୮ ପ୍ରତିଶତ
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨୦୨୨-୨୩ ଆର୍ଥିକ ବର୍ଷରେ ଭଦ୍ରକ ଜିଲାର ରାଜସ୍ୱ ଆଦାୟ ୮୫.୫୮ ପ୍ରତିଶତ ହୋଇଛି । ରାଜସ୍ୱ ଆଦାୟ କ୍ଷେତ୍ରରେ ଖଜଣା ବାବଦରେ...
କଂଗ୍ରେସର ଜୟ ଭାରତ ସତ୍ୟାଗ୍ରହ, ଗଣ ଧାରଣା ଓ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୁରୀ ଠାରେ ବେଦାନ୍ତ କମ୍ପାନୀକୁ ଅନୁଚିତ ଅନୁକମ୍ପା ପ୍ରଦର୍ଶନ କରିଥିଲା ରାଜ୍ୟରେ ଶାସନ ଗାଦିରେ ଥିବା ବିଜେଡି ସରକାର । ବେଦାନ୍ତ...
ଜାତୀୟକବି ବାଞ୍ଛାନିଧିଙ୍କ ରାଜ୍ୟସ୍ତରୀୟ ୧୨୬ତମ ଜୟନ୍ତୀ
ଭଦ୍ରକ, ୨୦ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲ୍ଳା ସଂସ୍କୃତି ଭବନ, ଭଦ୍ରକ ଠାରେ ଓଡ଼ିଶା ସାହିତ୍ୟ ଏକାଡେମୀ ଏବଂ ଜାତୀୟ କବି ବାଞ୍ଛାନିଧି ସ୍ମୃତି ପରିଷଦ ମିଳିତ ଆନୁକୂଲ୍ୟରେ...
ସୋସିଆଲ ମିଡ଼ିଆରେ ଆପତ୍ତିଜନକ ପୋଷ୍ଟିଂକୁ ବିରୋଧ କରି ଥାନାରେ ଅଭିଯୋଗ
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସୋସିଆଲ ମିଡ଼ିଆରେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ସମ୍ପର୍କରେ ହିଂସା ସୃଷ୍ଟି କଲା...
ସରକାରୀ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ଦାବିପତ୍ର ପ୍ରଦାନ
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକରେ ଏକ ସରକାରୀ ମେଡ଼ିକାଲ ଓ ହସ୍ପିଟାଲ ପ୍ରତିଷ୍ଠା ଦାବି କରି ଏକ ଦାବିପତ୍ର ଭଦ୍ରକ ମେଡ଼ିକାଲ କଲେଜ କ୍ରିୟାନୁଷ୍ଠାନ କମିଟି...
ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ପାଇଲେ ରାଜ୍ୟପାଳ ପୁରସ୍କାର
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଭାରତ ସ୍କାଉଟ ଓ ଗାଇଡର ଉଲ୍ଲେଖନୀୟ ଅବଦାନ ପାଇଁ ଭଦ୍ରକ ଜିଲ୍ଲା ଶିକ୍ଷାଧିକାରୀ ତଥା ସ୍କାଉଟ ଓ ଗାଇଡର...
ଓଡ଼ିଶା ଦକ୍ଷତା ସମ୍ମିଳନୀ, ଭଦ୍ରକରୁ ଯୋଗଦେବେ ୫୦ ଜଣ
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତ ମାସ ୨୦ ଓ ୨୧ ତାରିଖରେ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡ଼ିୟମ୍ ଠାରେ ଆୟୋଜିତ ହେବାକୁ ଥିବା ବୃହତ୍ କାର୍ଯ୍ୟକ୍ରମ...
ଇଦ୍ ପର୍ବ ପାଳନ ଉପଲକ୍ଷେ ପ୍ରଶାସନିକ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୯ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶାନ୍ତି ଶୃଙ୍ଖଳାର ସହିତ ଆଗାମୀ ଇଦ୍ ପର୍ବକୁ ପାଳନ କରାଯିବା ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ଆଜି ଏକ ପ୍ରସ୍ତୁତି...
ବୁଦ୍ଧମୂର୍ତ୍ତି ଉଦ୍ଧାର କଲେ ଛାତ୍ର ସାଈଶ୍ରୀ
ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର ଗ୍ରାମରୁ ଏକ ବୁଦ୍ଧମୂର୍ତ୍ତି ଆଜି ଉଦ୍ଧାର ହୋଇଛି । ନବମ ଶ୍ରେଣୀରେ ଅଧ୍ୟୟନ କରୁଥିବା ଗ୍ରାମର...
ଜାତୀୟ ପଦକ ହାସଲ ପାଇଁ ସୁରେନ୍ଦ୍ର ଦାସଙ୍କୁ ଶୁଭେଚ୍ଛା ଦେଲେ ଜିଲ୍ଲାପାଳ
ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ସର୍ବଭାରତୀୟ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗୀତାରେ ପଦକ ହାସଲ କରି ଗୌରାବନ୍ୱିତ କରିଥିବା ଏହି ବ୍ଲକର ରହଣିଆ ଗ୍ରାମର ସୁରେନ୍ଦ୍ର ଦାସଙ୍କୁ ଭଦ୍ରକ ଜିଲ୍ଲାପାଳ...
ଶୋକାକୁଳ ପରିବେଶରେ ହେଲା ବେଦାନ୍ତ ଫେକର ଶ୍ରମିକଙ୍କ ଶବ ସତ୍କାର
ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ବେଦାନ୍ତ ଫେକର ପରିସରରେ ଦୁର୍ଘଟଣାରେ ଗୁରୁତର ଶ୍ରମିକଙ୍କ ମୃତଦେହ ଗାଁରେ ପହଞ୍ôଚଛି । କଡା ସୁରକ୍ଷା ସହ ଶୋକାକୁଳ ପରିବେଶର ଶବ ସତ୍କାର...
ଓଡ଼ିଶା ପଛୁଆ ବର୍ଗ ଲୋକଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ସର୍ଭେ, ଦ୍ୱିତୀୟ ଦଫାରେ...
ଭଦ୍ରକ, ୧୮ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଓଡ଼ିଶା ପଛୁଆ ବର୍ଗ ଲୋକମାନଙ୍କ ସାମାଜିକ ଓ ଶିକ୍ଷାଗତ ସ୍ଥିତି ର ସର୍ଭେ କାର୍ଯ୍ୟ ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନ ର ପ୍ରସ୍ତୁତି...
ଆପଣ୍ଡା ସୀମା ବିବାଦ ଘଟଣାରେ ବିଧାୟକଙ୍କ ଆଲୋଚନା
ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ବସନ୍ତିଆ ପଞ୍ଚାୟତ ଆପଣ୍ଡା ଠାରେ ସୀମା ବିବାଦକୁ କେନ୍ଦ୍ର କରି ଦୁଇଗୋଷ୍ଠୀ ମଧ୍ୟରେ ଝଗଡା ଲାଗି...
ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଉପଲକ୍ଷେ ଶପଥପାଠ
ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ଆଗରପଡା ଠାରେ ବିଶିଷ୍ଟ ଜନନାୟକ ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୬ତମ ଶ୍ରାଦ୍ଧ...
ମଧୁପୁର ଜଳେଶ୍ୱର ନୋଡାଲ ଉପ୍ରା ସ୍କୁଲରେ ୧୪୦ ପିଲାଙ୍କୁ ୩ ଶିକ୍ଷକ, ୬ ଶିକ୍ଷକ...
ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଅଧୀନ ମଧୁପୁର ଜଳେଶ୍ୱର ନୋଡାଲ ଉପ୍ରା ବିଦ୍ୟାଳୟରେ ୧୪୦ ଛାତ୍ରଛାତ୍ରୀଙ୍କ ପାଇଁ ୩ଜଣ...
ଟୋଲଗେଟରୁ ବେଆଇନ ଗୋରୁଗାଡି ଜବତ କଲା ବଜରଙ୍ଗ ଦଳ
ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଟୋଲଗେଟରୁ ମଧ୍ୟ ରାତ୍ରରେ ବେଆଇନ ଗୋରୁଗାଡିକୁ ବଜରଙ୍ଗୀ...
ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଇଫ୍ତାର କାର୍ଯ୍ୟକ୍ରମ
ଭଦ୍ରକ, ୧୭ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ନିର୍ବାଚନମଣ୍ଡଳୀ କଂଗ୍ରେସ ପକ୍ଷରୁ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏକ ଇଫ୍ତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ...























