Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୮୨୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨୦...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୮୨୨ ନୂଆ ଆକ୍ରାନ୍ତ ଚିହ୍ନଟ, ୨୨୦ ମୃତ

29

ନୂଆ ଦିଲ୍ଲୀ ୭-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬,୮୨୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୫,୦୧୪ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୦,୭୯,୬୧୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୦୦୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୪୮,୩୮୩ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୩,୪୦୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୨୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୩,୭୫୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୨୭.୪୨%

ଆରୋଗ୍ୟ ହୋଇଛନ୍ତି ୯୮.୩୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୮, ୭୬, ୧୦, ୫୯୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୯, ୩୯, ୦୩୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୫୮ ୧୨୯
ଆନ୍ଧ୍ରପ୍ରଦେଶ ୨୦୩୦ ୨୦୫୭୩୬୯ ୨୧୩ ୧୪୪୫୩
ଅରୁଣାଚଳ ପ୍ରଦେଶ ୩୫ ୫୪୯୭୯ ୨୮୦
ଆସାମ ୨୫୪୪ ୬୦୯୦୮୮ ୧୨୨ ୬୧୨୬
ବିହାର ୨୮ ୭୧୪୧୨୬ ୧୨୦୯୦
ଚଣ୍ଡିଗଡ଼ ୬୨ ୬୪୬୧୮ ୮୨୦
ଛତିଶଗଡ ୩୩୭ ୯୯୩୦୮୧ ୩୭ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୩୪୪ ୧୪୧୫୯୫୫ ୬୫ ୨୫୦୯୯
୧୦ ଗୋଆ ୪୧୩ ୧୭୫୪୦୯ ୩୪ ୩୩୮୭
୧୧ ଗୁଜୁରାଟ ୩୫୦ ୮୧୭୩୦୦ ୩୭ ୧୦୦୯୫
୧୨ ହରିୟାଣା ୨୦୩ ୭୬୧୫୯୪ ୧୪ ୧୦୦୫୪
୧୩ ହିମାଚଳ ପ୍ରଦେଶ ୭୭୬ ୨୨୩୦୦୧ ୯୦ ୩୮୫୩
୧୪ ଜାମ୍ମୁ କାଶ୍ମୀର ୧୬୬୧ ୩୩୧୭୭୧ ୧୫୧ ୪୪୮୩
୧୫ ଝାଡଖଣ୍ଡ ୧୩୧ ୩୪୪୦୮୦ ୫୧୪୧
୧୬ କର୍ଣ୍ଣାଟକ ୭୦୯୬ ୨୯୫୩୦୬୭ ୩୫୯ ୩୮୨୩୭
୧୭ କେରଳ ୪୧୩୮୬ ୫୦୮୬୦୪୪ ୫୮୩୩ ୪୧୭୬୮ ୧୬୮
୧୮ ଲଦାଖ ୨୭୦ ୨୧୨୩୮ ୩୪ ୨୧୫
୧୯ ଲକ୍ଷଦୀପ ୧୦ ୧୦୩୪୩ ୫୧
୨୦ ମଧ୍ୟପ୍ରଦେଶ ୧୩୭ ୭୮୨୫୯୩ ୧୩ ୧୦୫୨୮
୨୧ ମହାରାଷ୍ଟ୍ର ୧୦୫୨୮ ୬୪୮୭୫୯୩ ୮୧୧ ୧୪୧୧୭୫
୨୨ ମଣିପୁର ୩୪୧ ୧୨୩୦୬୩ ୩୮ ୧୯୮୫
୨୩ ମେଘାଳୟ ୨୪୬ ୮୨୮୭୮ ୧୪ ୧୪୭୫
୨୪ ମିଜୋରାମ ୩୧୨୦ ୧୩୩୧୫୬ ୩୧୦ ୫୦୮
୨୫ ନାଗାଲାଣ୍ଡ ୧୨୦ ୩୧୩୨୧ ୬୯୯
୨୬ ଓଡ଼ିଶା ୨୦୧୦ ୧୦୩୯୯୨୧ ୨୪୮ ୮୪୨୩
୨୭ ପୁଡୁଚେରୀ ୨୫୦ ୧୨୬୯୬୮ ୩୮ ୧୮୭୫
୨୮ ପଞ୍ଜାବ ୩୩୩ ୫୮୬୫୬୫ ୪୬ ୧୬୬୧୧
୨୯ ରାଜସ୍ଥାନ ୨୨୧ ୯୪୫୭୪୩ ୨୮ ୮୯୫୬
୩୦ ସିକ୍କିମ୍ ୨୧୪ ୩୧୭୫୫ ୪୦୫
୩୧ ତାମିଲନାଡୁ ୮୦୧୩ ୨୬୮୬୬୮୩ ୭୩୭ ୩୬୫୩୯ ୧୦
୩୨ ତେଲେଙ୍ଗାନା ୩୮୧୦ ୬୬୯୩୨୮ ୧୭୧ ୪୦୦୦
୩୩ ତ୍ରିପୁରା ୯୩ ୮୩୯୪୮ ୮୨୫
୩୪ ଉତ୍ତରାଖଣ୍ଡ ୧୭୨ ୩୩୬୭୮୧ ୧୩ ୭୪୧୧
୩୫ ଉତ୍ତରପ୍ରଦେଶ ୧୩୭ ୧୬୮୭୪୩୭ ୨୨୯୧୧
୩୬ ପଶ୍ଚିମବଙ୍ଗ ୭୫୯୦ ୧୫୯୨୫୭୯ ୫୦୫ ୧୯୫୫୩
ମୋଟ ୯୫୦୧୪ ୩୪୦୭୯୬୧୨ ୧୦୦୦୪ ୪୭୩୭୫୭ ୨୨୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.