Home Coronavirus Outbreak ରାଜ୍ୟରେ ଆଜି ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ରାଜ୍ୟରେ ଆଜି ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

60

ଭୁବନେଶ୍ୱର ୬ -୧୨ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୫୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କରୋନା କାରଣରୁ ଆଜି ଜଣଙ୍କର ମୃତ୍ୟୁ ହୋଇଛି। ତେବେ ଢେଙ୍କାନାଳ ଜିଲ୍ଲାର ୪୦ ବର୍ଷ ବୟସ୍କା ମହିଳାଙ୍କର ମୃତ୍ୟୁ ହୋଇଛି। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୮,୪୨୪ କୁ ବୃଦ୍ଧି ପାଇଛି।
ନୂଆ ଆକ୍ରାନ୍ତ: ୧୫୧
୦-୧୮ ବର୍ଷର : ୧୨
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୮୯
– ସ୍ଥାନୀୟ ଅଞ୍ଚଳରୁ୬୨
୧- ଅନୁଗୁଳ ଜିଲ୍ଲାରୁ – ୧
୨- ବରଗଡ଼ ଜିଲ୍ଲାରୁ – ୧
୩- ଭଦ୍ରକ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲାରୁ – ୧
୫- କଟକ ଜିଲ୍ଲାରୁ – ୬
୬- ଢେଙ୍କାନାଳ ଜିଲ୍ଲାରୁ – ୨
୭- ଗଜପତି ଜିଲ୍ଲାରୁ – ୨
୮- ଗଞ୍ଜାମ ଜିଲ୍ଲାରୁ – ୩
୯- ଯାଜପୁର ଜିଲ୍ଲାରୁ – ୬
୧୦- ଝାରସୁଗୁଡ଼ା ଜିଲ୍ଲାରୁ – ୨
୧୧- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୨- କେନ୍ଦୁଝର ଜିଲ୍ଲାରୁ – ୧
୧୩- ଖୋର୍ଦ୍ଧାରୁ: ୬୩
୧୪- କୋରାପୁଟ ଜିଲ୍ଲାରୁ – ୬
୧୫- ମୟୁରଭଞ୍ଜ ଜିଲ୍ଲାରୁ – ୩
୧୬- ନୟାଗଡ଼ ଜିଲ୍ଲାରୁ – ୧
୧୭- ପୁରୀ ଜିଲ୍ଲାରୁ – ୧୦
୧୮- ରାୟଗଡ଼ା ଜିଲ୍ଲାରୁ – ୨
୧୯- ସମ୍ବଲପୁର ଜିଲ୍ଲାରୁ – ୬
୨୦- ସୋନପୁର ଜିଲ୍ଲାରୁ – ୧
୨୧- ସୁନ୍ଦରଗଡ଼ ଜିଲ୍ଲାରୁ – ୧୫
୨୨- State Pool: ୧୬
– ନୂଆ ସୁସ୍ଥ ହୋଇଥିଲେ୨୪୮
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୪୧୨୦୮୯୧
– ମୋଟ ଆକ୍ରାନ୍ତ ୧୦୫୦୫୦୫
– ମୋଟ ସୁସ୍ଛ ହୋଲେଣି ୧୦୩୯୯୨୧
– ସକ୍ରୀୟ ଆକ୍ରାନ୍ତ – ୨୧୦୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.