Home Coronavirus Outbreak ଦେଶରେ ଆଜି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଗଣ୍ଟା ମଧ୍ୟରେ ୪୨, ୦୧୫...

ଦେଶରେ ଆଜି ବଢ଼ିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା: ଗତ ୨୪ ଗଣ୍ଟା ମଧ୍ୟରେ ୪୨, ୦୧୫ ନୂଆ ଆକ୍ରାନ୍ତ ଚିହ୍ନଟ: ୩୯୯୮ ମୃତ୍ୟୁ ରିପୋର୍ଟ

57

ନୂଆ ଦିଲ୍ଲୀ ୨୧ ଜୁଲାଇ (ଓଡ଼ିଆ ପୁଅ) ଦେଶରେ ଗତ ୨୪ ଗଣ୍ଟା ମଧ୍ୟରେ ୪୨, ୦୧୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସମଗ୍ର ଦେଶରେ ୩, ୦୩, ୯୦, ୬୮୭ ଆରୋଗ୍ୟ ହୋଇଛନ୍ତି। ତେବେ ମୋଟ ଆରୋଗ୍ୟ ହାର ବର୍ତ୍ତମାନ ୯୭.୩୬% ଅଛି। ଗତ ୨୪ ଘଣ୍ଟା ମଧ୍ୟରେ ୩୬, ୯୭୭ ରୋଗୀ ସୁସ୍ଥ ହୋଇଛନ୍ତି। ଭାରତର ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା ବର୍ତ୍ତମାନ ୪, ୦୭, ୧୭୦ ହୋଇଛି। ସକ୍ରିୟ ମାମଲା ସମୁଦାୟ ମାମଲାର ୧.୩୦% ଅଟେ।
ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୩୫% ଅଟେ।
ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୧୬,୩୩୭ କୁ ବୃଦ୍ଧି ପାଇଛି।
ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୧୦୪୦ ଜଣ।
ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯୯୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୧୮୪୮୦
ସକ୍ରୀୟ ଆକ୍ରାନ୍ତ ୧.୩୦%
ଆରୋଗ୍ୟ ହୋଇଛନ୍ତି ୯୭.୩୭%
ଏବଂ ମୃତ୍ୟୁ ସଂଖ୍ୟା ୧.୩୩%
ଟିକାକରଣ
ଦେଶରେ ମୋଟ ଟିକାକରଣ ୪୧, ୫୪, ୭୨, ୪୫୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୪, ୨୫, ୪୪୬
ପରୀକ୍ଷଣ
ଦେଶରେ ମୋଟ ପରୀକ୍ଷଣ ୪୪, ୯୧, ୯୩, ୨୭୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୮, ୫୨, ୧୪୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୯ ୭୩୭୦ ୧୨୯
ଆନ୍ଧ୍ରପ୍ରଦେଶ ୨୩୮୪୩ ୧୯୦୭୨୦୧ ୨୨୦୧ ୧୩୧୭୮ ୨୪
ଅରୁଣାଚଳ ପ୍ରଦେଶ ୪୩୩୨ ୩୯୨୬୯ ୪୦୪ ୨୦୩
ଆସାମ ୧୭୫୯୭ ୫୨୮୨୫୨ ୧୬୪୫ ୫୦୨୯ ୧୦
ବିହାର ୬୩୪ ୭୧୩୮୧୫ ୧୨୬ ୯୬୩୨
ଚଣ୍ଡିଗଡ଼ ୪୨ ୬୧୦୫୬ ୧୮ ୮୦୯
ଛତିଶଗଡ ୩୩୩୪ ୯୮୩୫୨୦ ୩୨୦ ୧୩୫୦୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୭ ୧୦୫୮୧
ଦିଲ୍ଲୀ ୫୬୯ ୧୪୧୦୦୦୫ ୩୭ ୨୫୦୩୫
୧୦ ଗୋଆ ୧୪୦୯ ୧୬୫୪୪୯ ୧୫୭ ୩୧୧୩
୧୧ ଗୁଜୁରାଟ ୪୧୧ ୮୧୪୦୫୯ ୬୧ ୧୦୦୭୬
୧୨ ହରିୟାଣା ୭୮୪ ୭୫୯୨୧୩ ୩୪ ୯୬୦୮
୧୩ ହିମାଚଳ ପ୍ରଦେଶ ୯୫୭ ୨୦୦୧୫୪ ୧୧୪ ୩୫୦୭
୧୪ ଜାମ୍ମୁ କାଶ୍ମୀର ୧୬୩୪ ୩୧୪୧୦୭ ୨୨୧ ୪୩୭୧
୧୫ ଝାଡଖଣ୍ଡ ୩୨୦ ୩୪୧୩୩୬ ୪୯ ୫୧୨୨
୧୬ କର୍ଣ୍ଣାଟକ ୨୬୨୭୯ ୨୮୨୪୧୯୭ ୨୭୦୬ ୩୬୨୨୬ ୨୯
୧୭ କେରଳ ୧୨୬୮୯୪ ୩୦୪୫୩୧୦ ୧୨୦୫୨ ୧୫୫୧୨ ୧୦୪
୧୮ ଲଦାଖ ୯୪ ୧୯୯୭୮ ୧୯ ୨୦୬
୧୯ ଲକ୍ଷଦୀପ ୭୪ ୯୯୬୯ ୧୪ ୪୯
୨୦ ମଧ୍ୟପ୍ରଦେଶ ୧୯୦ ୭୮୦୯୮୭ ୩୧ ୧୦୫୧୨
୨୧ ମହାରାଷ୍ଟ୍ର ୯୭୯୩୨ ୬୦୦୦୯୧୧ ୭୫୧୦ ୧୩୦୭୫୩ ୩୬୫୬
୨୨ ମଣିପୁର ୧୦୦୬୭ ୭୫୨୪୭ ୭୩୬ ୧୪୦୯ ୧୭
୨୩ ମେଘାଳୟ ୪୦୪୪ ୫୩୨୬୩ ୪୭୬ ୯୬୮ ୧୩
୨୪ ମିଜୋରାମ ୬୮୩୩ ୨୨୦୬୧ ୩୭୩ ୧୨୬
୨୫ ନାଗାଲାଣ୍ଡ ୧୧୬୦ ୨୫୧୪୬ ୭୯ ୫୩୨
୨୬ ଓଡ଼ିଶା ୧୭୮୮୦ ୯୩୫୦୦୭ ୨୩୪୧ ୫୧୭୨ ୫୬
୨୭ ପୁଡୁଚେରୀ ୯୮୮ ୧୧୭୦୫୪ ୧୨୮ ୧୭୮୧
୨୮ ପଞ୍ଜାବ ୮୯୯ ୫୮୧୩୧୨ ୧୧୫ ୧୬୨୪୪
୨୯ ରାଜସ୍ଥାନ ୩୯୧ ୯୪୪୦୭୩ ୬୬ ୮୯୫୧
୩୦ ସିକ୍କିମ୍ ୨୪୬୨ ୨୧୦୦୯ ୧୧୩ ୩୨୫
୩୧ ତାମିଲନାଡୁ ୨୬୭୧୭ ୨୪୭୮୭୭୮ ୨୪୩୯ ୩୩୭୮୨ ୩୦
୩୨ ତେଲେଙ୍ଗାନା ୯୭୮୭ ୬୨୪୪୭୭ ୭୦୪ ୩୭୬୬
୩୩ ତ୍ରିପୁରା ୪୩୪୫ ୬୯୭୭୦ ୫୦୧ ୭୩୧
୩୪ ଉତ୍ତରାଖଣ୍ଡ ୬୨୦ ୩୩୩୫୫୯ ୩୪ ୭୩୫୭
୩୫ ଉତ୍ତରପ୍ରଦେଶ ୧୦୯୩ ୧୬୮୪୧୨୩ ୧୫୫ ୨୨୭୩୭
୩୬ ପଶ୍ଚିମବଙ୍ଗ ୧୨୫୦୯ ୧୪୮୯୦୬୯ ୯୯୨ ୧୮୦୨୧ ୧୦
ମୋଟ ୪୦୭୧୭୦ ୩୦୩୯୦୬୮୭ ୩୬୯୭୭ ୪୧୮୪୮୦ ୩୯୯୮

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.