Home Coronavirus Outbreak ୨୧ ଜୁଲାଇରୁ ଭୁବନେଶ୍ୱରର ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ଟିକାକରଣ ଆରମ୍ଭ

୨୧ ଜୁଲାଇରୁ ଭୁବନେଶ୍ୱରର ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ଟିକାକରଣ ଆରମ୍ଭ

40

ଭୁବନେଶ୍ୱର ୨୧ ଜୁଲାଇ (ଓଡ଼ିଆ ପୁଅ) ୨୧ ଜୁଲାଇରୁ ଭୁବନେଶ୍ୱରର ସମସ୍ତ ଗର୍ଭବତୀ ମହିଳାଙ୍କ ପାଇଁ ଟିକାକରଣ ଆରମ୍ଭ ହେବାକୁ ଯାଉଛି। ଗର୍ଭବତୀ ମହିଳାଙ୍କ ପାଇଁ COVAXIN ଉପଲବ୍ଧ ହେବ।

କ୍ୟାପିଟାଲ୍ ହସ୍ପିଟାଲ୍ ଏବଂ ସରକାରୀ UPHCs / UCHCs (ଟୀକାକରଣ କେନ୍ଦ୍ର) ରେ ହେବ ଟିକାକରଣ।

ପ୍ରତ୍ୟେକ ବୁଧବାର ଏବଂ ଶନିବାର ଦିନ ୧୧ ଟାରୁ ଗୋଟାଏ ମଧ୍ୟରେ ହେବ ଟିକାକରଣ।

COVID୧୯ ପ୍ରୋଟୋକଲଗୁଡିକ ଅନୁସରଣ କରି ଗର୍ଭବତୀ ମହିଳା ନେଇପାରିବେ ଟିକା।

ବୈଧ ପ୍ରମାଣ ପତ୍ର, MCP କାର୍ଡ ନେଇ ଆସି ଟୀକାକରଣ କରିବା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.