Home ଜିଲ୍ଲା ପରିକ୍ରମା ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀଭାବେ ଯୋଗଦେଲେ ପୁଷ୍ପାଞ୍ଜଳୀ ପାଇକରାୟ

ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀଭାବେ ଯୋଗଦେଲେ ପୁଷ୍ପାଞ୍ଜଳୀ ପାଇକରାୟ

48

ନୟାଗଡ଼, ୧୦-୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଭାବେ ଯୋଗଦାନ କରିଛନ୍ତି ପୁଷ୍ପାଞ୍ଜଳୀ ପାଇକରାୟ। ଏହାପୂର୍ବରୁ ଭୁବନେଶ୍ୱର ସେ ସୂଚନା ଓ ଲୋକସମ୍ପର୍କ ବିଭାଗରେ କାର୍ଯ୍ୟରତ ଥିଲେ। ଏଠାରେ ଜିଲ୍ଳା ସୂଚନା ଅଧିକାରୀ ଭାବେ କାର୍ଯ୍ୟରତ ଥିବା ଡ. ପ୍ରମୋଦ କୁମାର ନାୟକ ଗତ ଜୁଲାଇ ୩୧ରେ ଅବସର ଗ୍ରହଣ କରିଥିଲେ। ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀଙ୍କ ଯୋଗଦାନରେ ଜିଲ୍ଲା ସାମ୍ବାଦିକମାନଙ୍କ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.