Surendra Nath Pradhan
ଭାଟସାହି ଓ କେନ୍ଦୁଢିପି ପଂଚାୟତର ବିଜେପି କର୍ମୀ ବିଜେଡିରେ ସାମିଲ୍
ନୟାଗଡ଼ ୨୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ବିଜେଡିର କାର୍ଯ୍ୟାବଳୀ ତଥା ମୁଖ୍ୟମନ୍ତ୍ରୀ ଓ କୃଷିମନ୍ତ୍ରୀ ଡ.ଅରୁଣ କୁମାର ସାହୁଙ୍କ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ନୟାଗଡ଼ ବ୍ଳକ ଭାଟସାହି ପଂଚାୟତର...
ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଓ ଜଳାନ୍ତକ ଦିବସ ପାଳିତ
ନୟାଗଡ଼, ୨୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆନ୍ତର୍ଜାତୀୟ ନିରାପଦ ଗର୍ଭପାତ ଦିବସ ଓ ବିଶ୍ୱ ଜଳାନ୍ତକ ଦିବସ ପାଳିତ ହୋଇଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ...
ନନ୍ଦିଘୋରରେ ବିଶିଷ୍ଟ ମଂଚ କଳାକାର ପ୍ରଭାତ ମହାରଣା ପ୍ରତିଭା ସମ୍ବର୍ଦ୍ଧିତ
ନୟାଗଡ଼, ୧୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ମଂଚକଳା ପାଇଁ ପୁରଷ୍କୃତ ହୋଇଥିବା ଓଡ଼ଗାଁ ବ୍ଳକ ନନ୍ଦିଘୋର ମାଟିର ସୁଯୋଗ୍ୟ ସନ୍ତାନ ପ୍ରଭାତ କୁମାର...
ରାଷ୍ଟ୍ରିୟ ଲୋକ ଅଦାଲତରେ ୨୭୯୩ ମାମଲାରୁ ୩୯୬ ଫଇସଲା
ନୟାଗଡ଼, ୧୯ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣଙ୍କ ପକ୍ଷରୁ ଜିଲ୍ଲାର ସମସ୍ତ ବିଚାର ବିାଭାଗୀୟ ଅଦାଲତ ପରିସରରେ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି।...
ଓଡ଼ଗାଁ ନବନିର୍ମିତ କୋର୍ଟକୁ ଉଦ୍ଘାଟନ କଲେ ସୁପ୍ରିମକୋର୍ଟ ବିଚାରପତି
ନୟାଗଡ଼, ୧୮ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଠାରେ ନବନିର୍ମିତ କୋର୍ଟକୁ ଉଦ୍ଗାଟନ କରିଛନ୍ତି ସୁପ୍ରିମକୋର୍ଟ ବିଚାରପତି ଭିନିତ୍ ଶରନ୍। ଏହି ଉଦ୍ଘାଟନ ଉତ୍ସବରେ ଯୋଗଦେଇଥିଲେ ଓଡ଼ିଶା...
ବିଶିଷ୍ଟ ସଂଗ୍ରାହକ ଦାଶିଆ ଅଜାଙ୍କ ୨୪ତମ ଶ୍ରାଦ୍ଧ ବାର୍ଷିକୀ ପାଳିତ
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ରାଜ୍ୟ ପାଠାଗାର ଆନ୍ଦୋଳନର ପୁରୋଧା, ପ୍ରବାଦ ପୁରୁଷ, ବିଶିଷ୍ଟ ସଂଗ୍ରାହକ ନୟାଗଡ଼ ମାଟିର ସୁଯୋଗ୍ୟ ସନ୍ତାନ ଦାଶିଆ ଅଜା (ଦାଶରଥି ପଟ୍ଟନାୟକ)ଙ୍କ ୨୪ତମ...
ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ପ୍ରକାଶ କଳାରେ ଐଶ୍ୱର୍ଯ୍ୟା, ବାଣିଜ୍ୟରେ...
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଯୁକ୍ତ ତିନି କଳାରେ ୨୧୫ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୨ ଜଣ ଉତ୍ତୀର୍ଣ୍ଣ...
ଭଞ୍ଜପୀଠକୁ ଲୋକସଂସ୍କୃତି ଗବେଷକଙ୍କ ପରିଦର୍ଶନ
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଳକ ଅନ୍ତର୍ଗତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସିଦ୍ଧି ଓ ସାଧନାର କ୍ଷେତ୍ର ମାଳିସାହିର ଗତୀଶ୍ୱର ଓ ଢେଙ୍କେଣାର ରଘୁନାଥ...
ପଣ୍ଡିତ ବିନାୟକ ମିଶ୍ର ଥିଲେ ଜଣେ କ୍ରାନ୍ତିକାରୀ ସାଧକ
ନୟାଗଡ଼, ୧୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସାରସ୍ୱତ ସାଧକ, ଗବେଷକ ଓ ସାହିତ୍ୟପ୍ରାଣ ବ୍ୟକ୍ତିତ୍ୱ ପଣ୍ଡିତ ବିନାୟକ ମିଶ୍ରଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ ନୟାଗଡ଼ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ତଥାସ୍ତୁ ଓ...
ଜିଲ୍ଳା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀଭାବେ ଯୋଗଦେଲେ ପୁଷ୍ପାଞ୍ଜଳୀ ପାଇକରାୟ
ନୟାଗଡ଼, ୧୦-୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଭାବେ ଯୋଗଦାନ କରିଛନ୍ତି ପୁଷ୍ପାଞ୍ଜଳୀ ପାଇକରାୟ। ଏହାପୂର୍ବରୁ ଭୁବନେଶ୍ୱର ସେ ସୂଚନା ଓ ଲୋକସମ୍ପର୍କ ବିଭାଗରେ...
ନୟାଗଡ଼ ଡିଏଫଓ ବଦଳିଲେ
ନୟାଗଡ଼, ୧୦ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ରାଜ୍ୟ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ବିଭାଗ ପକ୍ଷରୁ ବିଭିନ୍ନ ବନଖଣ୍ଡର ପ୍ରମୁଖ ଅଧିକାରୀମାନଙ୍କ ବଦଳି ଓ ପଦୋନ୍ନତି ହେବା ରିପ୍ରେକ୍ଷିରେ ନୟାଗଡ଼...
ନାଭାଲ ଏନସିସି ପକ୍ଷରୁ ବିଶ୍ୱ ସ୍ୱାକ୍ଷରିତ ଦିବସ
ନୟାଗଡ଼, ୧୦-୯ (ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟର ନାଭାଲ ଏନସିସି କ୍ୟାଡେଟ୍ ପକ୍ଷରୁ ବିଶ୍ୱ ସ୍ୱାକ୍ଷରିତ ଦିବସ ପାଳିତ ହୋଇଯାଇଛି। ମହାବିଦ୍ୟାଳୟର ଏନ୍ସିସି କ୍ୟାଡେଟ୍ମାନେ କୋଭିଡ୍ ନିୟମ ସହକାରେ ମହାବିଦ୍ୟାଳୟଠାରୁ ଏକ...
ଭଲକୁ ଭଲ ଭାବେ ଗ୍ରହଣ କଲେ ସମାଜର ଉନ୍ନତି ହେବ : ମନ୍ତ୍ରୀ ଡ.ଅରୁଣ...
ନୟାଗଡ଼, ୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ପବିତ୍ର ଗୁରୁଦିବସର ଗୁରୁପୂଜନ ସମ୍ବର୍ଦ୍ଧନା ସମାରୋହ ଉତ୍ସବରେ ଅବସରପ୍ରାପ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀମାନଙ୍କୁ ଗୋଟିଏ ଗୋଟିଏ ଅମୂଲ୍ୟ ରତ୍ନ ବୋଲି କହିବା ସହିତ...
ଅଦରକାରୀ ଜିନିଷରେ ଘରକରଣା ଶିଖାଉଥିବା ଜିତୁ ସାହୁ
ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ଜୀବିକା ଚାକିରୀ ହୋଇଥିବାବେଳେ କୌଣସି ଅଦରକାରୀ ଜିନିଷକୁ ଫୋପାଡ଼ି ନଦେଇ ତାକୁ ନିଜ ବୁଦ୍ଧି ଖଟେଇ କିଛି କରିବା ସହିତ ଅନ୍ୟକୁ ଶିଖେଇବାର...
ଭାସ୍କର୍ଯ୍ୟ କଳାକୁ ନେଇ ଗୌରବ ବହନ କରୁଛି ନୟାଗଡ଼
ନୟାଗଡ଼, ୪ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) : ନୟାଗଡ଼ର ଲୋକକଳା, ଲୋକତନ୍ତ୍ର, ଲୋକଗୀତ, ଲୋକଗଳ୍ପ, ଲୋକ ସାହିତ୍ୟ ଓ ଲୋକ ସଂସ୍କୃତିରେ ନୟାଗଡ଼ ରୁଦ୍ଧିବନ୍ତ ହୋଇଥିବାବେଳେ ଭାସ୍କର୍ଯ୍ୟ କଳାକୁ ନେଇ ନୟାଗଡ଼ଯେ’...
ଚାଳଚେର-ଗୋପାଳପୁର ରେଳପଥ ଦାବିରେ କ୍ରିୟାନୁଷ୍ଠାନ କମିଟି ବୈଠକ
ନୟାଗଡ଼, ୨୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ଚାଳଚେର-ଗୋପାଳପୁର ରେଳପଥର ତୃତୀୟ ସର୍ଭେ ପୁରିି ୧୮ ବର୍ଷ ବିତିଥିଲେ ମଧ୍ୟ ରେଳ ବିଭାଗର ଏହି ରେଳପଥ ପ୍ରତି ବିମୁଖତା ନେଇ କ୍ରିୟାନୁଷ୍ଠାନ କମିଟି ସ୍ୱର...
ଚାଷୀ ମନରେ ଖୁସି ଆଣିଛି ବର୍ଷା, ମାଛଧରା ପାଇଁ ମୁଗୁରା ବସା
ନୟାଗଡ଼, ୨୭ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ସାରା ଜିଲ୍ଳାରେ ବର୍ଷା ଅଭାବରେ ମରୁଡ଼ିର ପଦଧ୍ୱନୀ ଶୁଭୁଥିଲାବେଳେ ଗୁରୁବାର ଠାରୁ ଆରମ୍ଭ ହୋଇଥିବା ବର୍ଷା ଚାଷୀ ମନରେ ଖୁସି ଆଣିଛି। ବର୍ଷାପାଣିରେ ଜମିବାଡ଼ି...
ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ନିର୍ମାଣରେ ଶିଥିଳତା, ମହିପୁର ଠାରେ ଅଟକି ଯାଇଛି ରେଳ…
ନୟାଗଡ଼ ୨୭ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ନିର୍ମାଣରେ ଶିଥିଳତା ଯୋଗୁଁ ଅସନ୍ତୋଷ ଦେଖା ଦେଇଥିବାବେଳେ ଓଡ଼ିଶା ସାଂସଦ ଅଶ୍ୱିନୀ ବୈଷ୍ଣବ ରେଳ କ୍ୟାବିନେଟ୍ ମନ୍ତ୍ରୀ ହେବା ପରେ ସାଧାରଣ ଜନ...
ସମର୍ପଣରେ ଭାରତୀୟ ଷ୍ଟେଟବ୍ୟାଙ୍କର ଦାନ ଉତ୍ସବ
ନୟାଗଡ଼, ୨୫ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଲେଖନପୁର ସ୍ଥିତ ସମର୍ପଣ (ବୃଦ୍ଧାଶ୍ରମ)ରେ ଭାରତୀୟ ଷ୍ଟେଟବ୍ୟାଙ୍କର ଦାନ ଉ୍ତ୍ସବ ତଥା ସାମାଜିକ ପ୍ରତିବଦ୍ଧତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସମର୍ପଣର କାର୍ଯ୍ୟକାରୀ ସଭାପତି...
ଆଶା ଓ ଆଶଙ୍କା ଭିତରେ ଖଳିସାହିର ପିତ୍ତଳ ମୂର୍ତ୍ତୀ କାରିଗର
ନୟାଗଡ଼, ୨୨ା୮ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଜିଲ୍ଳାର କଂଟିଲୋ ଠାରେ ସରକାର ୨୦୦୮ ମସିହା ଅପ୍ରେଲ ୧୬ରେ ସ୍ଥାନୀୟ ଅଂଚଳର ଚାହିଦା ଓ ଜନସାଧାରଣଙ୍କର ଜୀବନ ଓ ଜୀବିକାକୁ ନେଇ...