Surendra Nath Pradhan
ଓଡ଼ିଶା ସାହିତ୍ୟ ଏକାଡେମୀ ସଦସ୍ୟଙ୍କୁ ସମ୍ବର୍ଦ୍ଧନା
ନୟାଗଡ଼, ୨୮ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ିଶା ସାହିତ୍ୟ ଏଳାଡେମୀର ନୟାଗଡ଼ ଜିଲା ସଦସ୍ୟଭାବେ ନୂତନଭାବେ ମନୋନୀତ ହୋଇଥିବା ଇଟାମାଟି କଲେଜର ଅଧ୍ୟକ୍ଷ ଅଶୋକୁ କୁମାର ନାୟକଙ୍କୁ ସମ୍ବର୍ଦ୍ଧନା କରାଯାଇଛି।...
ନୟାଗଡ଼ର ବାଘମାରୀ ନଦୀରେ ପ୍ରଥମ ବଢ଼ି
ନୟାଗଡ଼, ୨୮ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ମଙ୍ଗଳବାର ସମାନ୍ୟ ବର୍ଷା ହୋଇଛି। ଫାଟି ଯାଉଥିବା ଧାନ ଜମିରେ ଏହି ସାମାନ୍ୟ ବର୍ଷା ଚାଷୀ ମନରେ...
ନୟାଗଡ଼ ଜିଲାରେ ନୂଆ ୭ କୁ ମିଶାଇ ସମୁଦାୟ ୫୦୮ ଆକ୍ରାନ୍ତ
ନୟାଗଡ଼, ୨୮ା୭( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୧ ଥିଲାବେଳେ ଆଜି ୭କୁ...
ନୟାଗଡ଼ରୁ ଆଜି ୩୦, ସେଥିରୁ ଲୋକାଲ ୨୯ ଓ ସଙ୍ଗରୋଧରୁ ଜଣେ
ନୟାଗଡ଼, ୨୬ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ବଢି ବଢି ଚାଲିଛି। ଆଜି ପୁଣି ୩୦ଜଣ କରୋନା ସଂକ୍ରମିତ ହୋଇଥିବାବେଳେ ଜିଲାରେ ସମୁଦାୟ ଆକ୍ରାନ୍ତଙ୍କ...
କ୍ୱାରେଂଟାଇନ ଅନ୍ତେବାସୀଙ୍କ ବୃକ୍ଷରୋପଣ
ନୟାଗଡ଼, ୨୫ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଖଣ୍ଡପଡ଼ା ବ୍ଳକ ଅନ୍ତର୍ଗତ ଯୋଗିଆପଲ୍ଲୀ ପଂଚାୟତର ଘାଟି ଠାକୁରାଣୀ କଲ୍ୟାଣ ମଣ୍ଡପ ସଙ୍ଗରୋଧ କେନ୍ଦ୍ରଠାରେ ଥିବା ଅନ୍ତେବାସିନୀମାନେ ବୃକ୍ଷରୋପଣ କରିଛନ୍ତି। ଗ୍ରାମୀଣ ଆଇନ୍...
ନୟାଗଡ଼ରେ କରୋନା ଆକ୍ରାନ୍ତ ଆଉ ୩୮, ହେଲା ୪୬୩
ନୟାଗଡ଼, ୨୫ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ସୁଦ୍ଧା ୪୨୫ ଥିଲାବେଳେ ଏବେ ନୂଆ ୩୮ ଆକ୍ରାନ୍ତ ସହ ଜିଲାରେ ସମୁଦାୟ ସଂଖ୍ୟା ୪୬୩ରେ...
କରୋନାକୁ ହରାଇଲେ ସାମ୍ବାଦିକ
ନୟାଗଡ଼, ୨୫ା୭: :(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର କରୋନା ଯୋଦ୍ଧା ସାମ୍ବାଦିକ ଉତ୍ପଳ କୁମାର ସାହୁ କରୋନା ଯୁଦ୍ଧରେ ବିଜୟ ଲାଭ କରି ଘରକୁ ଫେରିଛନ୍ତି। ତାଙ୍କ ଫେରିବା ବାଟକୁ ଚାର୍ହି ରହିଥିବା...
ବିଡିଓଙ୍କ ବିରୂଡ଼ା ପାର୍କ ଓ ଶ୍ମଶାନ ପରିଦର୍ଶନ
ନୟାଗଡ଼, ୨୩ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ବ୍ଳକ ଅନ୍ତର୍ଗତ ବିରୁଡ଼ା ପଂଚାୟତ ନିକଟରେ ହୋଇଥିବା ପାର୍କକୁ ନୟାଗଡ଼ ବିଡ଼ିଓ ମନୋଜ କୁମାର ପାତ୍ର ପରିଦର୍ଶନରେ ଯାଇ ଏହାର କଳେବର ବୃଦ୍ଧି ଉପରେ...
ନୟାଗଡ଼ ଜିଲାରେ କରୋନା ଅକ୍ରାନ୍ତ ୧୦କୁ ମିଶାଇ ୪୨୫, ସୁସ୍ଥ ୨୯୪ ଜଗନ୍ନାଥପ୍ରସାଦ, କାଦୁଆପଡ଼ା...
ନୟାଗଡ଼, ୨୪ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଶୁକ୍ରବାର ୧୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ସମସ୍ତେ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି। ଏହି ୧୦ ନୂଆ...
ନୟାଗଡ଼ରେ ରେକର୍ଡ଼ ସଂଖ୍ୟକ ଆକ୍ରାନ୍ତକୁ ନେଇ ପ୍ରଶାସନ ଚିନ୍ତିତ, ଅଚ୍ୟୁତନଗର ଓ ଦେବନଗରକୁ କଂଟେନମେଂଟ...
ନୟାଗଡ଼, ୨୪ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ୬୧ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତକୁ ନେଇ ଜିଲା ପ୍ରଶାସନର ଚିନ୍ତିତ ହୋଇପଡ଼ିଥିବାବେଳେ ନୟାଗଡ଼ ବ୍ଳକର ୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।...
କାଳିଆ ଟଙ୍କା ଫେରାଇବାକୁ ଚାଷୀଙ୍କୁ ନୋଟିସ
ନୟାଗଡ଼, ୨୪ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) କାଳିଆ ଟଙ୍କା ଫେରାଇବାକୁ ଚାଷୀଙ୍କ ପାଖକୁ ଆସିଛି ନୋଟିସ। ଏହାକୁ ନେଇ ଚାଷୀଙ୍କ ମହଲରେ ପଡ଼ିଯାଇଛି ଭାଳେଣି। କାଳିଆ ଟଙ୍କା ଫେରାଇବାକୁ ଷ୍ଟେଟବ୍ୟାଙ୍କ ସେକ୍ରେଟାରିଏଟ୍ ବ୍ରାଂଚର...
ନୟାଗଡ଼ ମଂଚାୟନ ତରଫରୁ ସ୍ମୃତିଚାରଣ ସଭା
ନୟାଗଡ଼, ୨୨ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ର ନାଟ୍ୟଶାଳା ମଂଚାୟନ ତରଫରୁ ଦିବଂଗତ ମହାନ ବ୍ୟକ୍ତିମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ସହ ସେମାନଙ୍କ ଜୀବନୀ ତଥା ଗୁଣାବଳୀକୁ ନେଇ ମଂଚାୟତର...
ନୟାଗଡ଼: ବର୍ଷାଯୋଗୁଁ ଚାଷୀ ସାମାନ୍ୟ ଆଶ୍ୱସ୍ତି
ନୟାଗଡ଼, ୨୨ା୭:(ଓଡ଼ିଆପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ବର୍ଷା ଅଭାବରୁ ଧାରା ଶ୍ରାବଣରେ ବୈଶାଖର ତାତି ସହ ବିଲ ଫାଟି ଆଁ କରିଥିବାବେଳେ ବୁଧବାର ଅପରାହ୍ନରେ ଲଗାତର ଝିପି ଝିପି ବର୍ଷା ଯୋଗୁଁ ଚାଷୀ ମନରେ...
ନୟାଗଡ଼: କରୋନା ଆକ୍ରାନ୍ତ ସଂଖ୍ୟା ଆଜି ୫ ସହ ସମୁଦାୟ ୩୫୪, ନୟାଗଡ଼ ଡିଏଫଓ...
ନୟାଗଡ଼, ୨୨ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଆଜି ନୂଆ ଆକ୍ରାନ୍ତ ୫ ଚିହ୍ନଟ ସହ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୫୪କୁ ବୃଦ୍ଧି ପାଇଥିବାବେଳେ ଜିଲାର ପ୍ରଶାସନିକ ଅଧିକାରୀ...
ଦେଶୀଧାନ କରିବା ପାଇଁ ବିଭାଗୀୟ ଆତ୍ମୀୟତା ପ୍ରକାଶ ପାଉ
ନୟାଗଡ଼, ୨୨ା୭:(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲ୍ଲାରେ କୃଷି ବିଭାଗର ଆତ୍ମୀୟତା ଅଭାବରୁ ଦେଶୀଧାନ ଏବେ ଦୁଷ୍ପ୍ରାପ୍ୟ ହେବାକୁ ବସିଥିଲାବେଳେ ଏହାର ପୁନରୁଦ୍ଧାର ପାଇଁ କୃଷି ବିଭାଗୀୟ ଆନ୍ତରିକତା ପ୍ରଦର୍ଶନ କରାଯାଉନାହିଁ...
ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ହେଲେ ଅଶୋକ ନାୟକ
ନୟାଗଡ଼, ୨୨ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି ନୟାଗଡ଼ର ସୁସାହିତ୍ୟିକ, ସୁଲେଖକ, ଇଟାମାଟି ଯଦୁମଣି ସାହିତ୍ୟ ସଂସଦର ସଭାପତି ତଥା ଇଟାମାଟି କଲେଜର...
ନୟାଗଡ଼: ଆଇଏଏସ୍ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ
ନୟାଗଡ଼, ୨୧ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ଗର୍ବ ଓ ଗୌରବ ଅବସରପ୍ରାପ୍ତ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଆଇଏଏସ ପ୍ରିୟବ୍ରତ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁରେ...
ନୟାଗଡ଼ ଜିଲାର ୩ବ୍ଳକରୁ ନୂଆ ୪ କରୋନା ଆକ୍ରାନ୍ତ
ନୟାଗଡ଼, ୨୧ା୭ : (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ଆଜି ୩ଟି ବ୍ଳକରୁ ୪ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ୩ଟି ବ୍ଳକ ହେଉଛି ଦଶପଲା, ଓଡ଼ଗାଁ ଓ...
ନୟାଗଡ଼ର ୨ ମହାନ ସ୍ୱାଧୀନତା ସଂଗ୍ରାମୀ ଅଗଷ୍ଟ ୯ରେ ରାଷ୍ଟ୍ରପତି ସମ୍ମାନ ପାଇବେ
ନୟାଗଡ଼, ୨୧ା୭: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାର ୨ ମହାନ ସ୍ୱାଧୀନତା ସଂଗ୍ରାମୀ ଅଗଷ୍ଟ ୯ତାରିଖ କ୍ରାନ୍ତି ଦିବସରେ ରାଷ୍ଟ୍ରପତି ସମ୍ମାନ ପାଇବେ ବୋଲି ଜଣାପଡ଼ିଛି। ସେମାନେ ହେଲେ ଖଣ୍ଡପଡ଼ା...
ନୟାଗଡ଼ କରୋନା ମୃତ୍ୟୁ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ଖାତାରେ ଚଢିଲା
ନୟାଗଡ଼, ୨୧ା୭ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ସବୁ କଳ୍ପନା ଜଳ୍ପନାର ଅବସାନ ଘଟି ଶେଷରେ ନୟାଗଡ଼ କରୋନା ମୃତ୍ୟୁ ୨୦ ଦିନ ପରେ ସରକାରୀ ଖାତାକୁ ଚଢିଛି। ନୟାଗଡ଼ ମ୍ୟୁନିସିପାଲିଟି ଅଂଚଳରେ...









