Home ଓଡ଼ିଶା ନୟାଗଡ଼ ଜିଲାରେ ନୂଆ ୭ କୁ ମିଶାଇ ସମୁଦାୟ ୫୦୮ ଆକ୍ରାନ୍ତ

ନୟାଗଡ଼ ଜିଲାରେ ନୂଆ ୭ କୁ ମିଶାଇ ସମୁଦାୟ ୫୦୮ ଆକ୍ରାନ୍ତ

191

ନୟାଗଡ଼, ୨୮ା୭( ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ) ନୟାଗଡ଼ ଜିଲାରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତକାଲି ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୧ ଥିଲାବେଳେ ଆଜି ୭କୁ ମିଶାଇ ସମୁଦାୟ ଆକ୍ରାନ୍ତଙ୍କ ସଂଖ୍ୟା ୫୦୮ରେ ପହଂଚିଛି। ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ଭାପୁର ବ୍ଳକରୁ ଜଣେ ଚିହ୍ନଟ ହୋଇଥିବାବେଳେ ନୟାଗଡ଼ ବ୍ଳକରୁ ୩ଜଣ, ଓଡ଼ଗାଁ ବ୍ଳକରୁ ୨ଜଣ ଓ ରଣପୁର ବ୍ଳକରୁ ଜଣେ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.